Browsing Category

ଦେଶ ବିଦେଶ

ବ୍ଲମବର୍ଗ ରିପୋର୍ଟରେ ଖୁଲାସା, ଭାରତରେ ସବୁଠାରୁୁ ଅଧିକ ବୀମା ସେଟଲମେଣ୍ଟରେ ଜାଲିଆତି

କନକ ବ୍ୟୁରୋ : ଦେଶରେ ଏବେ ସରକାରୀ ବୀମା କମ୍ପାନୀ ବ୍ୟତୀତ ଘରୋଇ ବୀମା କମ୍ପାନୀମାନେ ବି ସେବା ଯୋଗାଇ ଦେଉଛନ୍ତି । ବୀମା ଦୁଇପ୍ରକାର ପ୍ରଥମଟି ଜୀବନ ବୀମା ଓ ଅନ୍ୟଟି ନିର୍ଜିବ ବୀମା ଅର୍ଥାତ ଗାଡି ମୋଟର, କମ୍ପାନୀ, ଚାଷ ଉପରେ ବୀମା । ଏସବୁ କରିବା ପଛରେ ଗୋଟିଏ କାରଣ ହେଉଛି ଜଣେ ମରିଗଲେ…
Read More...

ମହାରାଷ୍ଟ୍ରରେ ପୁଣି ଧାର୍ମିକ ହିଂସା, ୩୫ ବର୍ଷିୟ ମୁସଲିମ୍ ଧର୍ମଗୁରୁଙ୍କୁ ଗୁଳିକରି ହତ୍ୟା

କନକ ବ୍ୟୁରୋ : ଦେଶ ସମସ୍ତ ମୌଳିକ ସମସ୍ୟା ଉପରେ ଏବେ ଭାରି ପଡୁଛି ଧାର୍ମିକ ହିଂସା । ଭୋକ, ରୋଜଗାର, ସ୍ୱାସ୍ଥ୍ୟ ଭଳି ଅନେକ ସମସ୍ୟା ନାଗରିକଙ୍କ ଜୀବନ ଜୀବିକା ଆଗରେ ପ୍ରତିବନ୍ଧକ ହୋଇ ଠିଆ ହୋଇଥିବା ବେଳେ ଧର୍ମ ନାମରେ ଏବେ ଦେଶରେ ଯାହା ଚାଲିଛି ତାହାର ଫଳାଫଳ କେବଳ ହତ୍ୟା ବୋଲି ପ୍ରତିଫଳିତ…
Read More...

ଉଦୟପୁର କହ୍ନେୟାଲାଲ ହତ୍ୟା ମାମଲାରେ ବଡ ଖୁଲାସା। ଗୋଟିଏ ଦିନରେ ତିନି ଜଣଙ୍କୁ ହତ୍ୟା ପାଇଁ ହୋଇଥିଲା ଯୋଜନା।

କନକ ବ୍ୟୁରୋ : ଉଦୟପୁରରେ ଟେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ଘଟଣାରେ ଯାଞ୍ଚ ଯେତିକି ବଢିଚାଲିଛି ସେତେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଷଡଯନ୍ତ୍ରରେ ଅନେକ ରୋଚକ କଥା ବର୍ତ୍ତମାନ ଗୋଟି ଗୋଟି କରି ବାହାରକୁ ଆସୁଛି । ଯେଉଁଦିନ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଥିଲା ସେହିଦିନ ଆଉ ଦୁଇ ଜଣଙ୍କୁ…
Read More...

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ସମର୍ଥନ ଦେବ ଶିବସେନା! ଉଦ୍ଧବଙ୍କୁ ଚିଠି ଲେଖି ଦଳୀୟ ସାଂସଦଙ୍କ ଅନୁରୋଧ। 

କନକ ବ୍ୟୁରୋ : ଶିବସେନାରେ ଗତ କିଛି ଦିନ ଧରି ଚାଲିଥିବା ସଙ୍କଟ ଭିତରେ ନୂଆ ମୋଡ ଆସିଛି । ବର୍ତ୍ତମାନ ଶିବସେନାର ସାଂସଦ ଚାହୁଁଛନ୍ତି ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ଭାଜପା ସହ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କରନ୍ତୁ । ସାଂସଦ ରାହୁଲ ଶିବାଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି…
Read More...

ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା । ୪ ଜଣଙ୍କ ପତ୍ତା ମିଳୁନି, ବ୍ୟାପକ କ୍ଷୟକ୍ଷତି

କନକ ବ୍ୟୁରୋ: ହିମାଚଳପ୍ରଦେଶ ମାର୍ନିକରଣ ଭ୍ୟାଲିରେ ବାଦଲଫଟା ବର୍ଷାରେ ଗୋଟିଏ କ୍ୟାମ୍ପିଂ ସାଇଟ୍ ଧୋଇ ଯାଇଛି ଫଳରେ ଚାରି ଜଣ ନିଖୋଜ ଅଛନ୍ତି। କୁଲୁ ଏଡିଏମ ପ୍ରଶାନ୍ତ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, କୁଲୁର ମଣିକରଣ ଉପତ୍ୟକାର ଚୋଜ ଗ୍ରାମରେ ଏକ ମେଘଫାଟି ଘଟିଛି…
Read More...

ପାଦ ଛୁଇଁ ଆଶୀର୍ବାଦ ନେଲେ, ତା’ପରେ ଛୁରା ମାରିଲେ । ବାସ୍ତୁ ବିଶେଷଜ୍ଞ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ହତ୍ୟା

କନକ ବ୍ୟୁରୋ: ସରଳ ବାସ୍ତୁ ବିଶେଷଜ୍ଞ ଚନ୍ଦ୍ରଶେଖର ଗୁରୁଜୀ ଓରଫ୍ ଚନ୍ଦ୍ରଶେଖର ଅଙ୍ଗାଡିଙ୍କୁ ମଙ୍ଗଳବାର ଦିନ ଦ୍ୱିପହରରେ ନାଟକୀୟ ଢଙ୍ଗରେ ହତ୍ୟା କରାଯାଇଛି । ସେ ହୁବଲୀର ‘ଦ ପ୍ରେସିଡେଣ୍ଟ’ ହୋଟେଲରେ ରହୁଥିବାବେଳେ ଦୁଇଜଣ ଯୁବକ ତାଙ୍କୁ ଭେଟିବାକୁ ଆସିଥିଲେ । ଦୁହେଁ ପ୍ରଥମେ ତାଙ୍କ ପାଦ…
Read More...

ଜମ୍ମୁ-କାଶ୍ମୀର କୁଲଗାମରେ ସେନାର ଅପରେସନ୍ । ବାପା, ମା’ଙ୍କ ଆକୁଳ ନିବେଦନରେ ଦୁଇ ଆତଙ୍କବାଦୀଙ୍କ ଆତ୍ମସମର୍ପଣ

କନକ ବ୍ୟୁରୋ: ଆଜି ଜମ୍ମୁ ଓ କଶ୍ମୀର କୁଲ୍‌ଗାମ୍‌ ଜିଲ୍ଲାରେ ନିରାପତ୍ତା ବଳ ଆତଙ୍କବାଦୀ ନିରୋଧୀ ଅଭିଯାନ ଚଳାଇଥିବା ବେଳେ ବାପାମାଆଙ୍କ ନିବେଦନ ଶୁଣି୨ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ କହିଛି।ପୁଲିସ କହିବା ଅନୁସାରେ, ଆଜି ସକାଳେ ହଦିଗାମ୍‌ ଗାଁରେ ଉପରୋକ୍ତ ଅଭିଯାନ…
Read More...

ନିଜ ଘରେ ମିଳିବ ବୟସ୍କଙ୍କୁ ସ୍ୱାସ୍ଥ୍ୟ ସେବା । ‘ପିଏମ ସ୍ପେଶାଲ’ ଯୋଜନାରେ ୧ ଲକ୍ଷ ଲୋକଙ୍କୁ ମିିଳିବ…

କନକ ବ୍ୟୁରୋ: ଏଣିକି ବୟସ୍କ ଲୋକଙ୍କୁ ନିଜ ଘରେ ମିଳିବ ସ୍ୱାସ୍ଥ୍ୟ ସେବା । ଏଥିପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ପିଏମ ସ୍ପେଶାଲ' ଯୋଜନା । ଏହି ଯୋଜନା ଅଧୀନରେ ସରକାର ଘରେ ଘରେ ବୃଦ୍ଧବୃଦ୍ଧାମାନଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଏକ ବ୍ୟବସ୍ଥିତ ଏବଂ ନିର୍ଭରଯୋଗ୍ୟ ବ୍ୟବସ୍ଥା…
Read More...

ଭାରତୀୟ ବାୟୁସେନାରେ ନୂଆ ଇତିହାସ ସୃଷ୍ଟି କଲେ ବାପା-ଝିଅ

କନକ ବ୍ୟୁରୋ : ଏକାଠି ଯୁଦ୍ଧ ବିମାନ ଉଡାଇ ଇତିହାସ ସୃଷ୍ଟି କଲେ ବାପା-ଝିଅ । ଏୟାର କମୋଡର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ତଥା ଫ୍ଲାଇଙ୍ଗ ଅଫିସର ଅନନ୍ୟା ଶର୍ମା ଭାରତୀୟ ବାୟୁସେନା ଇତିହାସରେ ନୂଆ ଅଧ୍ୟାୟ ଯୋଡିଛନ୍ତି । ଦେଶର ପ୍ରଥମ ବାପା ଝିଅ ଭାବେ ଏମାନେ ଏହି ବିରଳ କୃତିତ୍ୱ ହାସଲ…
Read More...

ପୁଣି ଗ୍ରାହକଙ୍କ ମୁଣ୍ଡରେ ମହଙ୍ଗା ମାଡ । ଆଜିଠାରୁ ବଢିଲା ଘରୋଇ LPG ଦର ।

କନକ ବ୍ୟୁରୋ: ପୁଣି ବଢିଲା ଘରୋଇ ଏଲପିଜି ଦର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ନୂଆ ଦର ଆଜିଠୁ ଲାଗୁ ହୋଇଛି । ଏହି ଦରପରେ ଆସନ୍ତୁ ଜାଣିବା ଏଲପିଜିର କେଉଁଠି କେତେ ଦର ରହିଛି । କ୍ରମାଗତ ଭାବେ ବଢିଚାଲିଛି ଘରୋଇ ଇନ୍ଧନ ଦର । ୫ ଲିଟର ସିଲିଣ୍ଡର ପିଛା ୧୮ଟଙ୍କା…
Read More...