ବିଜେପି ବନାମ ବିଜେପି ! ମହାନଦୀ ବିବାଦ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ବିଜୟ ମହାପାତ୍ର

28

କନକ ବ୍ୟୁରୋ : ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ତାଙ୍କରି ଦଳ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୟ ଗଣମାଧ୍ୟମକୁ କହିଛନ୍ତି ୫ ଥରରେ ୫ ପ୍ରକାର କଥା କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମହାନଦୀ ପ୍ରସଙ୍ଗରେ ବିଭିନ୍ନ ସମୟରେ ବିଭିନ୍ନ କଥା ଧର୍ମେନ୍ଦ୍ର ପ୍ରଧାନ କହୁଥିବା ବିଜୟ ମହାପାତ୍ର କହିଛନ୍ତି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :