ପବିତ୍ର ସଂପର୍କରେ ପାପର ଛିଟା ! ପତ୍ନୀଙ୍କ ସାମ୍ନାରେ ଦେହଜୀବୀ ସହ ଶାରୀରିକ ସମ୍ବନ୍ଧ ରଖିଲେ ସ୍ୱାମୀ

59

ପବିତ୍ର ସଂପର୍କରେ ଲାଗିଛି ପାପର ଛିଟା । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ କରିଥିବା ପତ୍ନୀଠାରୁ ପ୍ରତିଶୋଧ ନେବାପାଇଁ ହିତାହିତ ଜ୍ଞାନ ଭୁଲିଗଲେ ସ୍ୱାମୀ । ଆଉ ପତ୍ନୀଙ୍କ ଉପସ୍ଥିତିରେ ଘରକୁ ନେଇଆସିଲେ ଦେବଜୀବୀ । କେବଳ ସେତିକି ନୁହେଁ ପତ୍ନୀଙ୍କ ସାମ୍ନାରେ ରଖିଲେ ଶାରୀରିକ ସଂପର୍କ । ଘଟଣାଟି ଘଟିଛି ବେଙ୍ଗାଲୁରୁରେ ।

ଏହା ସହ ପଢନ୍ତୁ ଯୁବତୀଙ୍କ ପେଟେଣ୍ଟ୍ ମେଡିସିନ୍ ! ଦୁଷ୍କର୍ମ କରିବାରୁ ସାଧୁଙ୍କ କାଟିଲେ ଗୁପ୍ତାଙ୍ଗ

ସୂଚନା ଅନୁସାରେ, ଅଭିଯୁକ୍ତ ସ୍ୱାମୀ ଡି. ସୁବା ବୁଧବାର ରାତିରେ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ କହିଥିଲେ । ହେଲେ କୌଣସି କାରଣରୁ ପୀଡିତା ପତ୍ନୀ ଏଥିପାଇଁ ମନା କରିଥିଲେ । ବାସ୍ ଏତିକିରେ ପ୍ରତିଶୋଧପରାୟଣ ହୋଇପଡିଥିଲେ ଅଭିଯୁକ୍ତି । ଆଉ ପରଦିନ ଘରକୁ ଜଣେ ଦେହଜୀବୀଙ୍କୁ ଆଣି ପତ୍ନୀଙ୍କ ସାମ୍ନାରେ ରଖିଥିଲେ ଶାରୀରିକ ସଂପର୍କ ।

ତେବେ ଏନେଇ ପୀଡିତା ନିଜ ପରିବାର ଏବଂ ପୁଲିସରେ ଅଭିଯୋଗ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ନିଜ ଦୋଷ ମଧ୍ୟ ସ୍ୱୀକାର କରିଥିଲେ ।

ଏହା ସହ ପଢନ୍ତୁ ‘କୁକୁର ରଖ, ବିଲେଇ ରଖ ହେଲେ ଭୁଲ୍ ଧାରଣା ରଖନି’ ! ପାକିସ୍ତାନକୁ ସେହ୍ୱାଗଙ୍କ ମୁହଁତୋଡ ଜବାବ୍