ଯୁବ ନେତୃତ୍ୱର ବାଦଶାହ୍, ବନ୍ଧୁ ବତ୍ସଳ, ଥିଲେ ଲୁଲୁ ମହାପାତ୍ର : ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଶୋକ ପ୍ରତିକ୍ରିୟା

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାର ବରିଷ୍ଠ ଯୁବ ନେତୃତ୍ୱ ବନ୍ଧୁ ବତ୍ସଳ, ବିଶିଷ୍ଟ ସଂଗଠକ ରାଜନେତା ଲୁଲୁ ମହାପାତ୍ରଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୁରଣୀୟ କ୍ଷତି ହୋଇଛି । ଏଭଳି ଶୋକାକୂଳ ପରିବେଶରେ ତାଙ୍କ ପରିବାରକୁ ପରମାତ୍ମା ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ଏହି ପରିସ୍ଥିତିକୁ ସାମ୍ନା କରିବା ପାଇଁ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ତାଙ୍କ ଶୋକ ପ୍ରତିକ୍ରିୟାରେ କଣ କହିଛନ୍ତି ଦେଖନ୍ତୁ ଏହି ଭିଡିଓରେ :