ରିଓ ଅଲିମ୍ପିକ୍ସ : ଫାଇନାଲକୁ ଗଲେ ସୁଟର ଅଭିନବ ବିନ୍ଦ୍ରା

39

କନକ ବ୍ୟୁରୋ : ଫାଇନାଲକୁ ଗଲେ ସୁଟର ଅଭିନବ ବିନ୍ଦ୍ରା । ସୁଟର ଗଗନ ନାରଙ୍ଗ ବାଦ୍ ପଡିଲେ । ୧୦ ମିଟର ଏୟାର ରାଇଫଲରେ ଭାରତକୁ ପଦକ ଆଶା।