ପଞ୍ଚାୟତରେ କେମିତି କରିବେ ପଞ୍ଜୀକରଣ ? ଓଡିଶା ଫେରନ୍ତାଙ୍କ ଉପରେ କେମିତି ନଜର ରଖିବେ ସରପଞ୍ଚ ? ସଂକ୍ରକଣ ରୋକିବାକୁ…
କନକ ବ୍ୟୁରୋ: ପଞ୍ଚାୟତରେ କେମିତି କରିବେ ପଞ୍ଜୀକରଣ । ବାହାର ରାଜ୍ୟରେ ଥିବା ବ୍ୟକ୍ତିମାନେ ଓଡ଼ିଶାକୁ ଫେରିଲେ କିପରି ପଂଚାୟତରେ ସେମାନଙ୍କ ନାମ ପଞ୍ଜୀକରଣ କରିବେ । ସେଥିପାଇଁ ଏକ ବ୍ୟବସ୍ଥା କରିଛନ୍ତି ସରକାର । ପଂଚାୟତ ସ୍ତରରେ ସରପଂଚମାନେ ଗାଁ ଗାଁ ବୁଲି କେଉଁମାନେ ବାହାରେ ଅଛନ୍ତି,…