ସନ୍ଦେହ ପାଇଁ ଶବକୁ ବି ମିଳିଲାନି ସମ୍ମାନ । ମେଡିକାଲରୁ ମଶାଣି ଆଣିବାକୁ ସିଧାସିଧା ମନାକଲେ, ଦାହ ସଂସ୍କାର କଲେ…
କନକ ବ୍ୟୁରୋ: ମଶାଣିରେ ମାଆ, ମାଆ ଛେଉଣ୍ଡ ଛୁଆ । ରକ୍ତପିଣ୍ଡୁଳାକୁ ଜୀବନ୍ୟାସ ଦେଇ ଶେଯ ଉପରେ ଏବେ ଏବେ ଶୁଆଇଦେଇ ସବୁ ଦିନ ପାଇଁ ନିଜେ ଶୋଇଯାଇଛି ମାଆ । ପୁଅ ଆଖିଫିଟେଇବା ଆଗରୁ ମମତାର ଶେଷ ସ୍ପର୍ଶ ଦେଇ ମଶାଣିକୁ ମେଲାଣି ନେଇଛି ମାଆ । ପୁଅ ବୁଝିବା ଆଗରୁ, ପୁଅ କାନ୍ଦିବା ଆଗରୁ…