Daily Archives

December 8, 2018

ଚର୍ଚ୍ଚାରେ ଅଭିଜିତ ଆୟାରଙ୍କ ଜେଲରୁ ମୁକୁଳିବା ପରର ଟ୍ୱିଟ୍ : ଜେଲରୁ ବାହାରିବା ପରେ ଦୁଇଟି ଟ୍ୱିଟ୍ କରିଛନ୍ତି…

କନକ ବ୍ୟୁରୋ : ଜେଲରୁ ମୁକୁଳିଲେ ଅଭିଜିତ ଆୟାର ମିତ୍ର । ଦେଢମାସ ପରେ ଦେଖିଲେ ବାହାର ଦୁନିଆ । ଜେଲରୁ ବାହାରିବା ପରେ ଆଜି ଦୁଇଟି ଟ୍ଵିଟ କରିଛନ୍ତି ଅଭିଜିତ ଆୟାର ମିତ୍ର । ଗତ ଅକ୍ଟୋବର ୨୨ ପରଠାରୁ ପ୍ରଥମ ଥର ପାଇଁ ସେ ଟ୍ଵିଟ କରିଛନ୍ତି । ଅକ୍ଟୋବର ମାସରେ ହିଁ ତାଙ୍କୁ ଗିରଫ କରାଯାଇଥିଲା…

ସ୍କୁଲରେ ଜାତିଗତ ଭେଦଭାବ ! ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀରେ ବସାଯାଉଛି ଅଲଗା, ପୂଜାବେଳେ କରାଯାଉଛି ବାରଣ ।

କନକ ବ୍ୟୁରୋ : ଭେଦଭାବ ଶୁନ୍ୟ ଅଞ୍ଚଳରେ ଭେଦଭାବର ଗନ୍ଧ । ଜାତିଆଣ ଭାବ ଯୋଗୁଁ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ର ଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛନ୍ତି ।  ମାନସିକ ଯନ୍ତ୍ରଣାର ଶିକାର ହେଉଥିବା ଛାତ୍ରଛାତ୍ରୀ ଏବେ ବିଦ୍ୟାଳୟ ଛାଡିବାକୁ ଧମକ…

ଶ୍ରେଣୀ ଗୃହରେ ୪ବର୍ଷର ଶିଶୁଙ୍କ ମୁହଁରେ ସେଲୋଟ୍ୟାପ୍ ଲଗାଇଲେ ଶିକ୍ଷୟତ୍ରୀ : ସିସିଟିଭି କ୍ୟାମେରାରୁ ହେଲା ଖୁଲାସା

ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ଶିକ୍ଷୟିତ୍ରୀ ଶ୍ରେଣୀ କକ୍ଷରେ ଏଲକେଜିର ଦୁଇଟି ପିଲାଙ୍କୁ ଚୁପ୍ କରାଇବା ପାଇଁ ତାଙ୍କ ମୁହଁରେ ସେଲୋଟ୍ୟାପ୍ ଲଗାଇଛନ୍ତି । ଗୁରୁଗ୍ରାମ ସେକ୍ଟର ୩୭ସିରେ ନାରାୟଣା ଇ-ଟେକ୍ନୋ ସ୍କୁଲର ଶ୍ରେଣୀ କକ୍ଷରେ ଥିବା ସିସିଟିଭି କ୍ୟାମେରାରେ ଏହାର…

କଂଗ୍ରେସରେ ସରିଆସୁଛି କି ଶ୍ରୀକାନ୍ତଙ୍କ ସମୟ ? ଦଳ ବିରୋଧୀ କାର୍ଯ୍ୟ ପାଇଁ ଓଡ଼ିଶାରୁ ଦିଲ୍ଲୀ ସମସ୍ତେ ଖପ୍ପା । 

କନକ ବ୍ୟୁରୋ: କଂଗ୍ରେସକୁ ଅଡ଼ୁଆ ଶ୍ରୀକାନ୍ତ ଜେନା । ତେଣୁ କଂଗ୍ରେସରେ ଧୀରେ ଧୀରେ ଅଲୋଡ଼ା ହୋଇ ପଡୁଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା  । ବାରମ୍ବାର ଦଳରେ ରହି ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତାଗଣ । ତେବେ ଏହା ପରେ ଶ୍ରୀକାନ୍ତଙ୍କ ଭବିଷ୍ୟତ କେଉଁ…

ନୂଆ ମୋଡ଼ ନେଲା ମହାବୀରର ମୃତ୍ୟୁ ଘଟଣା : ମରିଥିଲା ନା ମାରିଦେଇଥିଲେ ଉପୁଜିଲା ସନ୍ଦେହ

କନକ ବ୍ୟୁରୋ : ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ରାଇଗୋଡାର ନୂଆଗଡ ଠାରେ ମହାବଳ ବାଘ ମହାବୀରର ମୃତଦେହ ଠାବ ହୋଇଥିଲା।ସାତକୋଶିଆରେ କେମିତି ମଲା ମହାବଳ ? ମହାବୀର ମୃତ୍ୟୁକୁ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଏ ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର(WII)…

ରାମ ମନ୍ଦିର ନିର୍ମାଣକୁ ବିରୋଧ କଲେ ସରକାର ଭାଙ୍ଗିଦେବି । ଚେତାବନୀ ଦେଲେ ସୁବ୍ରମଣ୍ୟମ ସ୍ୱାମୀ

ରାମ ମନ୍ଦିର ନିର୍ମାଣ ନେଇ ତେଜିଛି ରାଜନୀତି । ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ରାମ ମନ୍ଦିର ନିର୍ମାଣ ନେଇ ମୋଦି ଓ ଯୋଗୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ରାମ ମନ୍ଦିର ନିର୍ମାଣ ନେଇ ସରକାର ବିରୋଧ କରନ୍ତି ତେବେ ଏହି ସରକାରକୁ ଭାଙ୍ଗିଦେବେ ବୋଲି କହିଛନ୍ତି…