Daily Archives

December 6, 2018

ବର୍ଷ ଶେଷ ଆଡକୁ ବିଜେଡି ଗଡ଼ରେ ବିଜେପି ଓ କଂଗ୍ରେସ କରିବେ ବଡ଼ ସୋ’ । ମୋଦି ଓ ରାହୁଲଙ୍କ ଫୋକସରେ ଓଡିଶା

କନକ ବ୍ୟୁରୋ : ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତା ୨୪ ତାରିଖରେ ଖୋର୍ଦ୍ଧାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଡିସେମ୍ବର ମାସ ଶେଷ ଆଡକୁ ଆସିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।…

ଦେଢମାସ ପରେ ବାହାର ଦୁନିଆ ଦେଖିଲେ ଅଭିଜିତ୍ ! ବେଲ ମିଳିବା ପରେ ଜେଲରୁ ବାହାରିଲେ । 

ଜେଲରୁ ମୁକୁଳିଲେ ଅଭିଜିତ ଆୟାର ମିତ୍ର । ଅତୀତରେ କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟରଙ୍କୁ ଗତ ଅକ୍ଟୋବର ମାସ ୨୩ ତାରିଖରେ ଗିରଫ କରାଯାଇଥିଲା । ପ୍ରାୟ ଦେଢମାସ ଜେଲରେ ରହିବା ପରେ ଆଜି ତାଙ୍କୁ ଜାମିନ ମିଳିଛି । ସୂଚନା ଅନୁଯାୟୀ, ଅଭିଜିତ ଆୟରଙ୍କୁ ଜାମିନ ଦେବାକୁ…

ଖାଲି ଦିନ ନୁହେଁ, ଏଣିକି ରାତିରେ ମିଳିବ ଆହାର । ଯୋଜନା ଚଲାଇବାକୁ ଚାହିଁଲେ ଲୋକେ ବି କରିପାରିବେ ଦାନ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଏଣିକି ରାତିରେ ଖୋଲିବ ଆହାର କେନ୍ଦ୍ର । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବ । କେବଳ ଡାକ୍ତରଖାନା ମାନଙ୍କ ନିକଟରେ ଥିବା ୫୪ଟି ଆହାର କେନ୍ଦ୍ର ରାତିରେ ଖୋଲାରହିବ । ଏବେ ଡାକ୍ତରଖାନକୁ ଦୂର ସ୍ଥାନରୁ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆସିଲା ନୂଆ ନିୟମ ଯୁକ୍ତ ତିନିରେ ଛାତ୍ରଛାତୀଙ୍କୁ…

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଏଣିକି ଯୁକ୍ତ ତିନି ପାଇଁ ସାରା ରାଜ୍ୟରେ ହେବ ଗୋଟିଏ ପାଠ୍ୟ ଖସଡା । ଏବଂ ପିଜିରେ ନାମ ଲେଖାଇବା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ ବୋଲି ନିଷ୍ପତି ନେଇଛି ଉଚ୍ଚଶିକ୍ଷା ପରିଷଦ । ଗୁରୁବାର ବସିଥିବା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ…

ପଡକାଷ୍ଟ୍ ଯୋଗୁଁ ଧରାପଡିଲା ଅଭିଯୁକ୍ତ ସ୍ୱାମୀ : ୧୯୮୨ରେ ସ୍ତ୍ରୀକୁ କରିଥିଲା ଗାଏବ

ଜନପ୍ରିୟ କ୍ରାଇମ୍ ପଡକାଷ୍ଟ୍ ଯୋଗୁଁ ୧୯୮୨ ମସିହାରେ ସିଡନିରୁ ନିରୁଦ୍ଦିଷ୍ଟ ମହିଳାଙ୍କ ସ୍ୱାମୀଙ୍କୁ ଅଷ୍ଟ୍ରେଲୀୟ ପୁଲିସ ଗିରଫ କରିଛି। ରେଡିଓ ଖବର ପ୍ରସାରଣ ପରି ପଡକାଷ୍ଟ୍ ହେଉଛି ଏକ ଜାତୀୟ ଫାଇଲ୍ ଯାହାକୁ ଇଣ୍ଟରନେଟରୁ ଡାଉନଲୋଡ୍ କରି ଏକ କମ୍ପ୍ୟୁଟର୍ ଅଥବା ଏମ୍ପି-ଥ୍ରି ପ୍ଲେୟରରେ ଶୁଣି…

କେବଳ ସ୍ମାର୍ଟଫୋନରେ ଉଠାଇବାକୁ ହେବ ନଖର ଫଟୋ, ଏହି ଆପ୍ ଜଣାଇଦେବ ଶରୀରରେ ରକ୍ତର ମାତ୍ରା

ଏବେ ଶରୀରରେ ରକ୍ତର ଅଭାବ ବିଷୟରେ ଜାଣିବା ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡିବନି । ଆପଣ ନିଜ ସ୍ମାର୍ଟଫୋନ୍ ଜରିଆରେ ହିଁ ଜାଣିପାରିବେ କି, ଆପଣଙ୍କ ଶରୀରରେ କେତେ ରକ୍ତ ଅଛି । ଆମେରିକୀୟ ବୈଜ୍ଞାନିକ ଏମିତି ଏକ ଆପ୍ ପ୍ରସ୍ତୁତ କରିଛନ୍ତି ଯେ, ରକ୍ତର ଅଭାବ ଅର୍ଥାତ୍ ଏନିମିଆ ବିଷୟରେ ସଠିକ୍…