Daily Archives

December 6, 2018

ଆୟାର ମୁକୁଳିବାର ବାଟ ଫିଟିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କୋଣାର୍କ ଜେଏମ୍ଏଫସି କୋର୍ଟରୁ ମିଳିଲା ଜାମିନ୍ ।

କନକ ବ୍ୟୁରୋ: ଅଭିଜିତ୍ ଆୟାରଙ୍କୁ ମିଳିଲା ଜାମିନ । ଅତୀତରେ କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟରଙ୍କୁ ଶେଷରେ ଜାମିନ ଜାମିନ୍ ଦେଇଛନ୍ତି କୋଣାର୍କ ‘ଜେଏମ୍ଏଫସି କୋର୍ଟ । ଭବିଷ୍ୟତରେ ଆଉ ଥରେ ଅରୁଚିକର ମନ୍ତବ୍ୟ ନଦେବାକୁ ସର୍ତ୍ତ ରଖି ଅଭିଜିତଙ୍କୁ ଜାମିନ୍ ଦେଇଛନ୍ତି…

ଟଙ୍କିକିଆ କଏନ ନିର୍ମାଣ ପାଇଁ ଖର୍ଚ୍ଚ ହୁଏ ୧.୧୧ ଟଙ୍କା । ଆରଟିଆଇରୁ ମିଳିଲା ପୂରା ତଥ୍ୟ

ଗତ କିଛି ବର୍ଷ ହେବ ଲଗାତାର ଭାବେ ଖୁଚୁରା ଟଙ୍କାର ମୂଲ୍ୟ ହ୍ରାସ ପାଇ ଚାଲିଛି । ଏହାର ମୂଳ କାରଣ ହେଉଛି ବଜାରରେ ମିଳୁଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧି । ଏବେ ବଜାରରେ ମିଳୁଥିବା ଅଳ୍ପ କିଛି ସାମଗ୍ରୀକୁ ଛାଡି ଦେଲେ ଖୁଚୁରା ପଇସାରେ ଅନ୍ୟ କିଛି ସାମଗ୍ରୀ କିଣାଯାଇ ପାରୁନାହିଁ । ଏପରିକି…

ବୁଲନ୍ଦସହର ହିଂସାରେ ପ୍ରାଣ ହରାଇଥିବା ଇନ୍ସପେକ୍ଟରଙ୍କ ପରିବାରକୁ ଭେଟିଲେ ୟୁପି ମୁଖ୍ୟମନ୍ତ୍ରୀ : ୫୦ଲକ୍ଷ ଟଙ୍କାର…

ବୁଲନ୍ଦସହର ହିଂସାରେ ପ୍ରାଣ ହରାଇଥିବା ପୁଲିସ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ପରିବାର ଲୋକଙ୍କୁ ଭେଟିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ଲଖନଉଠାରେ ଯୋଗୀ ମୃତ ସୁବୋଧ ସିଂହଙ୍କ ପରିଜନଙ୍କୁ ଭେଟିବା ସହ ଘଟଣା ବାବଦରେ ଆଲୋଚନା କରିଛନ୍ତି । ଏହି ହିଂସା ଘଟଣାରେ ସାମିଲ ଥିବା…

ଖାସ୍ ରାମ ମନ୍ଦିର ନିର୍ମାଣ ପାଇଁ । ୩ ବର୍ଷ ହେଲା ଗୋଟିଏ ଗୋଡରେ ଛିଡା ହୋଇ ରହିଛନ୍ତି ବାବା

ଦେଶରେ ଏବେ ରାମ ମନ୍ଦିର ନିର୍ମାଣ ନେଇ ଦାବି ଜୋର ଧରିଛି । ବାବା ରାମଦେବଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା ମାନେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ଯୁକ୍ତି ବାଢିବା ଆରମ୍ଭ କରିଛନ୍ତି । ଏପରିକି କିଛି ନେତା ଏହାକୁ ନେଇ ରାଜନୀତି କରିବାକୁ ମଧ୍ୟ ପଛାଉନାହାନ୍ତି । ଆଉ ଏସବୁ ଭିତରେ ରାମ…

ଚାଷୀଙ୍କ ଚିନ୍ତା ବଢ଼ାଉଛି ମଣ୍ଡି ବିବାଦ । ଧାନ କ୍ୟୁଣ୍ଟାଲ ପିଛା ସଠିକ୍ ମୁଲ୍ୟ ପାଉନଥିବାରୁ ହନ୍ତସନ୍ତ ଚାଷୀକୂଳ ।

କନକ ବ୍ୟୁରୋ: ଚାଷୀଙ୍କ ଚିନ୍ତା ବଢ଼ାଉଛି ମଣ୍ଡି ବିବାଦ । ଚାଷୀ ମାନେ ସଠିକ୍ ଧାନର ସଠିକ ମୁଲ୍ୟ ପାଉ ନ ଥିବା ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ଫଳରେ ନିତିଦିନ ମଣ୍ଡିରେ ଉତେଜନା ପ୍ରକାଶ ପାଉ ଥିବା ବେଳେ ଏବେ ନିଜ ହକ ଦାବୀ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ କୁଳ । ମିଲର ମାନେ…

ବିଜେପି ଅଧ୍ୟକ୍ଷ ଅମିତ ଶାହା ମାଧୁରୀଙ୍କୁ ଦେଲେ ବଡ ଅଫର୍ : ପଦ୍ମ ଧରିବେ କି ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ !

ଭାରତୀୟ ଜନତା ଦଳ ୨୦୧୯ର ଲୋକସଭା ନିର୍ବାଚନରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ପୁଣେ ସିଟରୁ ନିର୍ବାଚନୀ ମଇଦାନରେ ଓହ୍ଲାଇବାର ବିଚାର କରୁଛନ୍ତି । ଦଳୀୟ ସୂତ୍ରରୁ ଜଣାପଡିଛି । ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବର୍ଷ ଜୁନରେ ମାଧୁରୀଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ…