ବିବାଦ ଭିତରେ ସାମ୍ନାକୁ ଆସିଲା ବର୍ଷା-ଅନୁଭବ ଗୋପନୀୟ ବାର୍ତ୍ତାର ତଥ୍ୟ । ବର୍ଷା କହିଲେ, ୨ ମାସ ହେବ ତାଙ୍କ ୨ଟି ନମ୍ବରକୁ ବ୍ଲକ୍ ଲିଷ୍ଟରେ ରଖିଛନ୍ତି ଅନୁଭବ, ଜନ୍ମଦିନରେ ବି ଜଣାଇନାହାନ୍ତି ଶୁଭେଚ୍ଛା ।

409