ଗଛରେ ପିଟିହେଲା ସ୍କୁଲ ଭ୍ୟାନ : ୧୧ ପିଲାଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ

1,109

କନକ ବ୍ୟୁରୋ : ସ୍କୁଲ ଆସୁଥିବା ବେଳେ ଗଛରେ ପିଟିହେଲା ସ୍କୁଲ ଭ୍ୟାନ । ପାରାଦୀପରେ ରାସ୍ତା ତଳକୁ ଖସିଲା ସ୍କୁଲ୍ ଭ୍ୟାନ, ୧୩ ଆହତ । ୧୧ ପିଲାଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ । ଏବେ ସମସ୍ତଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ୍ ନେଇଛି ଅଗ୍ନିଶମ ବାହିନୀ । ସନ୍ତରାଗଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଭ୍ୟାନ । ପିଲାଙ୍କୁ ସ୍କୁଲ ନେଇ ଆସିବା ବେଳେ ପାରାଦୀପ ଗଡ଼ରୁ କୁଜଙ୍ଗ ଅଗପାଳ ଯିବା ବାଟରେ ଏହି ଦୁର୍ଘଟଣା ଘଟିଛି ।