Browsing Category

ଦେଶ ବିଦେଶ

ଆଇପିଏଲରେ ନେଟ୍ ବୋଲର୍ସଙ୍କୁ କେତେ ମିଳେ ଦରମା? କେମିତି କରାଯାଏ ନେଟ୍ ବୋଲର୍ସଙ୍କ ଚୟନ?

କନକ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବ ଆଇପିଏଲ ୨୦୨୩ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ । ଆଇପିଏଲକୁ ନେଇ ସବୁ ଟିମ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏହାସହ ନିଜ ହୋମ ଟାଉନରେ ଟ୍ରେନିଂ କ୍ୟାମ୍ପ ମଧ୍ୟ ଆରମ୍ଭ ହୋଇଗଲାଣି । ଖେଳାଳିମାନଙ୍କ…
Read More...

ଗୁଜରାଟ ପରେ ଏବେ ଆପ୍ ଫୋକସରେ କର୍ଣ୍ଣାଟକ, ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କଲେ କେଜ୍ରିୱାଲ

କନକ ବ୍ୟୁରୋ : ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଏହି କ୍ରମରେ ମେ’୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ ଓ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତାରିଖ ଘୋଷଣା ସରିବା ପରେ ଦିଲ୍ଲୀ…
Read More...

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ୪ ଛୁଆଙ୍କୁ ଜନ୍ମ ଦେଲା ଚିତାବାଘ ସିୟାୟା ।

କନକ ବ୍ୟୁରୋ: ଚିତାବାଘ ଶାଶାର ମୃତ୍ୟୁ ପରେ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର। ୪ ଛୁଆଙ୍କୁ ଜନ୍ମ ଦେଲା ଚିତାବାଘ ସିୟାୟା। ଏନେଇ ପରିବେଶ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ…
Read More...

ରାହୁଲଙ୍କୁ ବୁଝାଇଲେ ପାୱାର । ସବରକର ବିରୋଧୀ ବୟାନ ନଦେବାକୁ ଦେଲେ ପରାମର୍ଶ ।

କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ ସବରକର ବିରୋଧୀ ବୟାନ ନଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ବୁଝାଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଆଉ ପାୱାର ବୁଝାଇବା ପରେ ରାହୁଲ ଗାନ୍ଧୀଙ୍କ ଚେତା ପଶିଛି । ଆଗକୁ ସାବରକର ବିରୋଧୀ ବୟାନ ଦେବେ ନାହିଁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିବା ସୂଚନା…
Read More...

ମେ ୧୦ରେ କର୍ଣ୍ଣାଟକ ନିର୍ବାଚନ : କେଉଁ ଦଳ ପାଖରେ କେତେ ଆସନ ଅଛି ?

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ମେ ୧୦ ତାରିଖରେ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ମେ ୧୩ ତାରିଖରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ଆସନ୍ତା ଅପ୍ରେଲ ୧୩…
Read More...

ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ, ଜାଣନ୍ତୁ କିଏ କାହାସହ ମେଣ୍ଟ କରି ଲଢିବ ନିର୍ବାଚନ

କନକ ବ୍ୟୁରୋ : ଭାରତୀୟ ନିର୍ବାଚନ କମିଶନର ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଚଳିତ ଥର କର୍ଣ୍ଣାଟକ ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ମେ’ମାସ ୧୦ ତାରିଖରେ ଭୋଟଗ୍ରହଣ ହେବ ଓ ୧୩ ତାରିଖରେ…
Read More...

ମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୍ । ମେ ୧୩ରେ ଆସିବ ରେଜଲ୍ଟ ।

କନକ ବ୍ୟୁରୋ: କନକ ବ୍ୟୁରୋ: ଆସନ୍ତା ମେ ମାସ ୧୦ ତାରିଖରେ ହେବ କର୍ଣ୍ଣାଟକ ବିଧାନସଭା ଭୋଟ୍ । ମେ ୧୩ ତାରିଖରେ ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ । କର୍ଣ୍ଣାଟକର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।…
Read More...

ଯାତ୍ରୀମାନଙ୍କ ପାଇଁ ରୋମାଞ୍ଚକ ରେଳଯାତ୍ରା! ସମୁଦ୍ର ମଝିରେ ଦୁଃସାହସିକ ଅନୁଭୂତି! ଶହେ ବର୍ଷର ପୁରୁଣା ବ୍ରିଜ୍ ଉପରେ…

କନକ ବ୍ୟୁରୋ : ଭାରତୀୟ ରେଲୱେ ତାର ବିଶାଳ ନେଟୱର୍କ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଛି । ଦେଶରେ ଏଭଳି ଅନେକ ରେଲୱେ ଟ୍ରାକ ରହିଛି ଯାହାର ଅନେକଗୁଡ଼ିଏ ରହସ୍ୟ ମଧ୍ୟ ରହିଛି । ତେବେ ଆଜି ଆମେ ଏମିତି ଏକ ରେଲୱେ ଟ୍ରାକ୍ ସମ୍ପର୍କରେ କହିବାକୁ ଯାଉଛୁ ଯାହାକି ସମୁଦ୍ର ମଝି ଦେଇ ଯାଇଛି ।…
Read More...

ସ୍ୱପ୍ନରେ ଆସି ପ୍ରେମିକା ରଖିଲା ସର୍ତ୍ତ । ଜୀବନ ବଞ୍ଚାଇବାକୁ ହେଲେ କରିବାକୁ ପଡିବ ଏଭଳି କାମ । ପ୍ରେମିକା ସର୍ତ୍ତରେ…

କନକ ବ୍ୟୁରୋ : ପ୍ରେମ ପାଇଁ କିଏ ସାତ ଦରିଆ ପାରି ହେଉଛି । ତ ପୁଣି ପ୍ରେମିକକୁ ରାସ୍ତାରୁ ହଟାଇବାକୁ କିଏ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ଦେଉଛି । ହେଲେ ପ୍ରେମ ପାଇଁ କେଉଁ ପ୍ରେମିକ ନିଜକୁ ୩୦ ବର୍ଷ ଧରି ବଧୂବେଶରେ ସଜାଇ ହେବା କଥା ଆପଣ କେବେ ଶୁଣିଛନ୍ତି କି ? ଭଲ କରି ଦେଖନ୍ତୁ ଏହି…
Read More...

୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଏନସିପି ନେତା ଫେରିପାଇଲେ ସାଂସଦ ପଦ, ରାହୁଲ ଆପଣାଇବେ କି ମହମ୍ମଦଙ୍କ ପଥ

କନକ ବ୍ୟୁରୋ : ଦେଶ ରାଜନୀତିରେ ଏବେ ରାହୁଲଙ୍କ ସାଂସଦ ପଦ ଅଯୋଗ୍ୟ ଘୋଷଣା ହେବା ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲଙ୍କୁ ସୁରଟ କୋର୍ଟ ଏକ ମାନହାନୀ ମାମଲାରେ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ପରେ ଲୋକସଭା ସଚିବାଳୟ ତରଫରୁ ତାଙ୍କର ସାଂସଦ ପଦକୁ ଅଯୋଗ୍ୟ ଘୋଷଣା କରାଯାଇଛି ।…
Read More...