Browsing Category

ଦେଶ ବିଦେଶ

କର୍ଣ୍ଣାଟକ ପାଇଁ ପ୍ରତିଶ୍ରୁତି ବର୍ଷା: ବିଜେପିର ନିର୍ବାଚନୀ ଇସ୍ତାହାର, ପ୍ରତିଦିନ ମିଳିବ ମାଗଣା କ୍ଷୀର

କନକ ବ୍ୟୁରୋ: ବେଶ ରୋଚକ ହେଉଛି କର୍ଣ୍ଣାଟକ ନିର୍ବାଚନର ପ୍ରାକ-ମାହୋଲ । ଘନଘନ ପ୍ରଚାର ସାଙ୍ଗକୁ ବିବାଦୀ ବୟାନବାଜୀ ।ଭୋଟ ପାଇଁ ଚାଲିଛି ଦଳରମାନଙ୍କର କସରତ । ବିଶେଷ କରି ଦୁଇ ପ୍ରମୁଖ ପ୍ରତିନ୍ଦନ୍ଦୀ ବିଜେପି-କଂଗ୍ରେସ ମଧ୍ୟରେ ଟକ୍କର କେତେ ଯେ ବଡ ଧରଣର ହେବ ସେକଥା ପ୍ରଚାର ମଇଦାନରେ…
Read More...

ମଞ୍ଚରେ ଏଆର ରେହମାନଙ୍କୁ ଗୀତ ଗାଇବାରୁ ଅଟକାଇଲା ପୋଲିସ । ଜାଣନ୍ତୁ କଣ ଥିଲା ପୂରା ଘଟଣା

ଓସ୍କାର ବିଜେତା ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ରବିବାର ଦିନ ମହାରାଷ୍ଟ୍ରର ପୁଣେରେ ରେହମାନ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟ ପରିବେଷଣ କରୁଥିଲେ, କିନ୍ତୁ ପୁଲିସ ଆସି ଏହି ମ୍ୟୁଜିକ୍ କନସର୍ଟକୁ ବନ୍ଦ କରିଦେଇଥିଲା । କନସର୍ଟ ସମୟ ସୀମା…
Read More...

୬୩୫ ରୁମ୍, ୩୦୦ ସିସିଟିଭି, ୨୬ ମାସ ସମୟ । ଜାଣନ୍ତୁ, ତେଲେଙ୍ଗାନାର ନୂଆ ସଚିବାଳୟର ଖାସ୍ କଥା ।

କନକ ବ୍ୟୁରୋ: ରେକର୍ଡ ସମୟ ଭିତରେ ପ୍ରସ୍ତୁତ ହୋଇସାରିଛି ତେଲେଙ୍ଗାନାର ଭବ୍ୟ ସଚିବାଳୟ । ରବିବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ଏହାର ଉଦଘାଟନ କରିଛନ୍ତି । ତେବେ ଏହି ଭବନର ଭବ୍ୟତା ଏବେ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଦେଶର ସବୁଠୁ ଭବ୍ୟ ସଚିବାଳୟ ବୋଲି ଏହାକୁ କୁହାଯାଉଛି । ତେବେ…
Read More...

ଏଥର କିଏ ନେବ ଅରେଞ୍ଜ କ୍ୟାପ? ରେସରେ ରହିଛନ୍ତି ଏହି ସବୁ ଖେଳାଳି…

କନକ ବ୍ୟୁରୋ: ଚାଲିଛି ଆଇପିଏଲ ୨୦୨୩ । ମହା ଲଢେଇ ଭିତରେ ଅରେଞ୍ଜ କ୍ୟାପକୁ ନେଇ ମଧ୍ୟ ଜୋରଦାର ସଂଘର୍ଷ କରୁଛନ୍ତି ଖେଳାଳୀ । ତେବେ ଏଥର କିଏ ଅରେଞ୍ଜ କ୍ୟାପ ହାତେଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରତିଦିନ କିଏ ନା କିଏ ଅରେଞ୍ଜ କ୍ୟାପର ହକଦାର ହେଉଛନ୍ତି । ତେବେ ଶେଷରେ କିଏ ବାଜି…
Read More...

କର୍ଣ୍ଣାଟକରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ବଡ ଘୋଷଣା: ଲୋକଙ୍କୁ ମାଗଣା ମିଳିବ ୩ଟି ଏଲପିଜି ସିଲିଣ୍ଡର ସହ ଏକାଧିକ…

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ବିଜେପି । ଏଥିରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା ହୋଇଛି । ‘ୟୁନିଫର୍ମ ସିଭିଲ୍‌ କୋଡ୍‌’, ଉତ୍ପାଦନ କ୍ଷେତ୍ରରେ ୧୦ ଲକ୍ଷ ନିଯୁକ୍ତି, ମାଗଣା ନନ୍ଦିନୀ ଦୁଗ୍ଧ ଓ ରନ୍ଧନ ଗ୍ୟାସ୍‌ ଯୋଗାଣ ଆଦି…
Read More...

ବିବାହ ବିଚ୍ଛେଦକୁ ନେଇ ସର୍ବୋଚ୍ଚ ନାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏଣିକି ଛାଡପତ୍ର ପାଇଁ ୬ ମାସ ଅପେକ୍ଷା କରିବା…

କନକ ବ୍ୟୁରୋ : ଏଣିକି ତୁରନ୍ତ ହୋଇପାରିବ ଛାଡ଼ପତ୍ର । ଛାଡ଼ପତ୍ର ପ୍ରସଙ୍ଗରେ ଏପରି ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଏହି ପ୍ରକ୍ରିୟା ପାଇଁ ୬ମାସ ପର୍ଯ୍ୟନ୍ତ ସମୟ ଲାଗୁଥିଲା, ଏବଂ ଦମ୍ପତିଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ଏବେ କିନ୍ତୁ ସୁପ୍ରିମକୋର୍ଟ ଚାହିଁଲେ ତୁରନ୍ତ…
Read More...

ଅନ୍ୟ ଦାମୀ କମ୍ପାନୀକୁ ଛାଡି କାହିଁକି ନିଜ କମ୍ପାନୀର କାର ବ୍ୟବହାର କରନ୍ତି ଆନନ୍ଦ ମହିନ୍ଦ୍ରା? କଣ ରହିଛି ଏହା ପଛର…

କନକ ବ୍ୟୁରୋ : ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା । ଜଣେ ଏପରି ବ୍ୟକ୍ତି ଯିଏ ସବୁବେଳେ ତାଙ୍କ କାର୍ଯ୍ୟ ଶୈଳିକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ତାଙ୍କର କାମ କରିବା ଶୈଲି ଲୋକଙ୍କୁ ବେସ୍ ପସନ୍ଦ ଆସିଥାଏ । ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ମିଡିଆରେ ବି…
Read More...

ଭାରତୀୟ ସେନା ଭଳି ସର୍ଜିକାଲ ଷ୍ଟ୍ରାଇକ କଲା ତୁର୍କୀ ସେନା । ନିହତ ହେଲା ଆଇଏସଆଇଏସର ମୁଖ୍ୟ ଅବୁ ହୁସେନ ।

କନକ ବ୍ୟୁରୋ : ଆଇଏସଆଇଏସ ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀ ନିହତ । ସିରିଆ ସୀମାରେ ପଶି ତୁର୍କୀ ସେନା ଆଇଏସଆଇଏସର ମୁଖ୍ୟକୁ ମାରିବାରେ ସଫଳ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତୁର୍କୀର ରାଷ୍ଟ୍ରପତି । ତୁର୍କୀ ରାଷ୍ଟ୍ରପତି ଏଦ୍ରୋଗାନଙ୍କ କହିବା ଅନୁଯାୟୀ, ଅବୁ ହୁସେନ ଉପରେ ଦୀର୍ଘ ଦିନ ହେବ…
Read More...

ଆତଙ୍କବାଦୀଙ୍କ ପାଇଁ ମୂଖ୍ୟ ଅସ୍ତ୍ର ସାଜିଥିଲା ଏହି ୧୪ଟି ଆପ୍ । ଷଡଯନ୍ତ୍ର ଓ ଅପପ୍ରଚାର ପାଇଁ ବ୍ୟବହାର ହେଉଥିଲା ଏହି…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ ଗତିବିଧି ବଢିବାରେ ଲାଗିଛି । ଗତ କିଛି ଦିନ ପୂର୍ବରୁ ପୁଂଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ଜଣ ଯବାନ ସହିଦ୍ ହୋଇଯାଇଥିଲେ । ଯାହାକୁ ନେଇ ହାଇ ଆଲର୍ଟରେ ରହିଛି ଭାରତୀୟ ସେନା । ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀମାନେ ତଥ୍ୟ…
Read More...

ବିବାହ ରଦ୍ଦ କରିପାରିବେ ସୁପ୍ରିମ କୋର୍ଟ । ୫ ଜଣିଆ ଖଣ୍ଡପୀଠଙ୍କ ବଡ ନିଷ୍ପତ୍ତି

କନକ ବ୍ୟୁରୋ: ଛାଡପତ୍ରକୁ ନେଇ ସୁପ୍ରିମ କୋର୍ଟ ଶୁଣାଇଛନ୍ତି ବଡ ନିଷ୍ପତ୍ତି । ସୁପ୍ରିମ କୋର୍ଟର ସମ୍ବିଧାନ ପୀଠ କହିଛନ୍ତି ଯେ, ଯେଉଁଠି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସୁଧୁରିବାର କୌଣସି ସମ୍ଭାବନା ନଥିବ ସେଭଳି କ୍ଷେତ୍ରରେ ସୁପ୍ରିମକୋର୍ଟ ବିବାହ ରଦ୍ଦ ପୂର୍ବକ ଛାଡପତ୍ରକୁ ମଞ୍ୁରୀ…
Read More...