Browsing Category

ଦେଶ ବିଦେଶ

ବାଙ୍ଗାଲୋର ଓ ଲକ୍ଷ୍ନୌ ମ୍ୟାଚରେ ବର୍ଷା ସାଜିପାରେ ବାଧକ । ସୋମବାର ବି ରହିଛି ବର୍ଷା ସମ୍ଭାବନା ।

କନକ ବ୍ୟୁରୋ : ସୋମବାର ସନ୍ଧ୍ୟାରେ ଆଇପିଏଲରେ ଦେଖିବାକୁ ମିଳିବ ସୁପରହିଟ୍ ମୁକାବିଲା । ଲକ୍ଷ୍ନୌରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ । ଏହି ମୁକାବିଲା ବେଶ ରୋମାଞ୍ଚକର ହେବ । ସେହିଭଳି ବାଙ୍ଗାଲୋର ଅଧିନାୟକ ଦାୟିତ୍ୱ କିଏ ତୁଲାଇବ ତାହା…
Read More...

ଆକ୍ରମଣ ପାଇଁ ୧୪ ମେସେଞ୍ଜର ଆପର ସାହାଯ୍ୟ ନେଉଥିଲେ ଆତଙ୍କବାଦୀ । ବ୍ଳକ କଲେ ସରକାର ।

କନକ ବ୍ୟୁରୋ: ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର ନେଇଛନ୍ତି ବଡ ପଦକ୍ଷେପ । ଷଡଯନ୍ତ୍ର ଓ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ୧୪ଟି ମେସେଜ୍ ଅପ୍ଲିକେସନକୁ ବ୍ଳକ କରିଛି କେନ୍ଦ୍ର । ଏହି ଆପ୍ ଗୁଡିକ ମାଧ୍ୟମରେ ଆତଙ୍କବାଦୀମାନେ ଘାଟିରେ ଥାଇ ସେମାନଙ୍କ ଲିଡରଙ୍କ ପାଖକୁ…
Read More...

ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କୁ କାର୍ ବୋନଟରେ ଝୁଲାଇ ୩ କିଲୋମିଟର ଟାଣିନେଲା ଅଭିଯୁକ୍ତ । ପୁରା ନିଶାରେ ଥିଲେ ଚାଳକ,…

କନକ ବ୍ୟୁରୋ: ଦିଲ୍ଲୀର ଆଶ୍ରମ ଚୌକ୍ ନିଜାମୁଦ୍ଦିନ୍ ଦରଗାହରେ ରାତିରେ ଅଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଘଟଣା ପାଖାପାଖି ରାତି ୧୧ଟାର । ଜଣେ ବ୍ୟକ୍ତି କାର୍ ବୋନଟ୍ରେ ଝୁଲି ରହିଥିଲେ । ଏଭଳି ସ୍ଥିତିରେ କାର ଚାଳକ ତାଙ୍କୁ ୩କିଲୋମିଟର ବାଟ ଟାଣିନେଇଥିବା ଦେଖିବାକୁ ମିଳିଥିଲା । ଏହା…
Read More...

‘ଅଖିଳେଶ ସତ କ’ଣ ଜାଣିଛନ୍ତି, ସେଥିପାଇଁ କୁସ୍ତି ଖେଳାଳିଙ୍କୁ ସମର୍ଥନ କରୁନାହାଁନ୍ତି’: ବୃଜଭୂଷଣ ସିଂହଙ୍କ ବଡ ଦାବୀ

କନକ ବ୍ୟୁରୋ: କୁସ୍ତି ଖେଳାଳିମାନେ ଏପ୍ରିଲ ୨୩ ତାରିଖରେ ନ୍ୟାୟ ପାଇବା ଦାବିରେ ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି । କୁସ୍ତିଯୋଦ୍ଧା ତଥା କୁସ୍ତି ଏକାଡେମୀର ମୁଖ୍ୟ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମାମଲା ଦାଏରକରି ତଦନ୍ତ କରିବା ସହ ଖେଳାଳିଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଦାବି…
Read More...

ଆଇପିଏଲର ହାଇଭୋଲଟେଜ ମ୍ୟାଚ : ରାଜସ୍ଥାନକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ; ଶେଷ ଓଭରରେ ହ୍ୟାଟ୍ରିକ୍ ଛକା ମାରି ଦଳକୁ…

କନକ ବ୍ୟୁରୋ : ରବିବାର ମୁମ୍ବାଇରେ ଖେଳାଯାଈଥିବା ହାଇଭୋଲଟେଜ ମ୍ୟାଚରେ ରାଜସ୍ତାନ ରୟାଲ୍ସକୁ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ରୋମାଞ୍ଚକଭରା ମ୍ୟାଚରେ ରାଜସ୍ଥାନକୁ ୬ ୱିକେଟରେ ହରାଇଛନ୍ତି ମୁମ୍ବାଇ । ଶେଷ ଓଭରରେ ଦଳକୁ ଜିତିବା ପାଇଁ ୧୭ ରନ ଆବଶ୍ୟକ ପଡୁଥିବା ବେଳେ ପ୍ରଥମ ତିନିଟି ବଲରେ…
Read More...

ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ : ଟ୍ରେନକୁ ଅଟକାଇ ଖାନତଲାସ କଲା ରେଳବାଇ ପୁଲିସ

କନକ ବ୍ୟୁରୋ : ନୂଆଦିଲ୍ଲୀରୁ ପୁରୀ ଆସୁଥିବା ପୁରୁଷୋତମ ଏକ୍ସପ୍ରେସରେ ବୋମା ଆତଙ୍କ । ଟ୍ରେନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଉତରପ୍ରଦେଶର ମିର୍ଜାପୁର ନିକଟ ଚୁନାର ଷ୍ଟେସନରେ ଟ୍ରେନକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଡଗ ସ୍କ୍ୱାର୍ଡ ଓ ବୋମା ସ୍କ୍ୱାର୍ଡ ସହ…
Read More...

ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ବୟାନ । କହିଲେ, ବ୍ରିଜଭୂଷଣ ଠାରୁ ବଡ ଅପରାଧୀ କେହି ନାହାଁନ୍ତି

କନକ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତ୍ରର ଠାରେ କୁସ୍ତିଯୋଦ୍ଧାଙ୍କ ଧାରଣା ୮ ଦିନରେ ପହଂଚିଛି । ଧାରଣା ସ୍ଥଳରେ ଆଜି କୁସ୍ତିଯୋଦ୍ଧାମାନେ ସାମ୍ବାଦିକ ସମ୍ମିଳନୀ କରି ନ୍ୟାୟ ପାଇଁ ଦାବି କରିଛନ୍ତି । ଏହି କ୍ରମରେ ବଜରଙ୍ଗ ପୁନିଆ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ…
Read More...

ଯଦି ଆପଣ ନ୍ୟାୟ ଚାହୁଁଛନ୍ତି ତେବେ… ମହିଳା କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ…

କନକ ବ୍ୟୁରୋ: ମହିଳା କୁସ୍ତି ଯୋଦ୍ଧାଙ୍କ ଯୌନ ଉତ୍ପୀଡନ ମାମଲାରେ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ଭାଜପା ସାଂସଦ ବ୍ରିଜଭୂଷଣ ସରଣ ସିଂହ ମୁହଁ ଖୋଲିଛନ୍ତି । ରବିବାରରେ ସେ କହିଛନ୍ତି, ହରିୟାଣାର ୯୦ ପ୍ରତିଶତ ଖେଳାଳି ଏବଂ ଅଭିଭାବକ ଡବ୍ଲୁଏଫଆଇ ଉପରେ ଭରସା କରିଛନ୍ତି । କେବଳ ଗୋଟିଏ…
Read More...

କେଉଁ ମୁଦ୍ଦା ଉପରେ ୩ ପ୍ରମୁଖ ରାଜନୈତିକ ଦଳ ଲଢୁଛନ୍ତି କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ନିର୍ବାଚନ ରାଲିରେ ୫ଟି…

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ଏହି କ୍ରମରେ ଖାନାପୁର ରାଲିକୁ ସମ୍ବୋଧିତ କରିବା ବେଳେ ବିଜେପିକୁ ଟାର୍ଗେଟ କରିବା ସହ କର୍ଣ୍ଣାଟକର ମହିଳାମାନଙ୍କ ପାଇଁ ବଡ ପ୍ରତିଶ୍ରୁତି ଦେଇଛନ୍ତି । ସେ…
Read More...

ମହାରାଷ୍ଟ୍ରରେ ବଦଳିବ କି ସରକାର? ଏନସିପି ପ୍ରଦେଶ ଅଧ୍ୟକ୍ଷଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଆଗାମୀ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବଦଳିବ କି ସରକାର? ବଦଳିବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମହାରାଷ୍ଟ୍ରରେ ଦେଖାଯାଇଥିବା ରାଜନୈତିକ ହଟଚମଟ ଭିତରେ ବଡ ବୟାନ ରଖିଛନ୍ତି ଏନସିପି ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଜୟନ୍ତ ପାଟିଲ କହିଛନ୍ତି,…
Read More...