ଦିନକରେ ସୁନ୍ଦରଗଡ଼ରେ ୧୪ ଅସ୍ୱାଭାବିକ ମୃତ୍ୟୁ: ଆରଜିଏଚରେ ୧୦ ଏବଂ ସଦର ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ନେଇ ହସ୍ପିଟାଲ କର୍ତୃପକ୍ଷଙ୍କ ସୂଚନା

143

କନକ ବ୍ୟୁରୋ: ଦିନକରେ ସୁନ୍ଦରଗଡରେ ୧୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ସୂଚନା । ରାଉରକେଲା ଜେନେରାଲ ହସ୍ପିଟାଲରେ ୧୦ ଜଣଙ୍କ ମୃତ୍ୟୁ । ସୁନ୍ଦରଗଡ ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ୪ ଜଣଙ୍କ ମୃତ୍ୟୁ ନେଇ ଏଡିଏମଓ ସୂଚନା ଦେଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ନେଇ ଆରଜିଏଚ କର୍ତ୍ତୃପକ୍ଷଙ୍କ ସୂଚନା । ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।