Browsing Category

ଦେଶ ବିଦେଶ

ରାଇପୁର ଷ୍ଟାଡିୟମରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ । ସନ୍ଧ୍ୟା ୭ଟାରେ ହେବାକୁ ଅଛି ଇଣ୍ଡିଆ-…

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଆଜି ରାଇପୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ । ହେଲେ ଆଜି ମ୍ୟାଚ ଖେଳାଯାଇପାରିବ କି ନାହିଁ ତାହାକୁ ନେଇ ସମସ୍ୟା ଦେଖାଦେଇଛି । ରାଇପୁର କ୍ରିକେଟ ଷ୍ଟାଡିୟମରେ…
Read More...

ମିଥ୍ୟା ଖବର ପ୍ରସାରଣକୁ ନେଇ ମୋଦୀ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍ । ୧୨୦ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଲାଗିଲା…

କନକ ବ୍ୟୁରୋ : ୟୁଟ୍ରୁବ୍ ଚ୍ୟାନେଲ ମାଧ୍ୟମରେ ରୋଜଗାର ବଢାଇବା ଓ ଅଧିକ ଲୋକଙ୍କ ପାଖରେ ପହଂଚିବା ଲକ୍ଷ୍ୟରେ କିଛି ଚ୍ୟାନେଲ ତରଫରୁ ମିଥ୍ୟା ଖବର ଓ ଦ୍ୱିଅର୍ଥବୋଧକ ଥମ୍ବନେଲ ବ୍ୟବହାର ବହୁଳମାତ୍ରାରେ ବୃଦ୍ଧି ପାଇଛି । ଏହାକୁ କେନ୍ଦ୍ର ସରକାର ଏକ ଗମ୍ଭୀର ପ୍ରସଙ୍ଗ ବୋଲି ବିବେଚନା କରି ଏଭଳି…
Read More...

ସିବିଏସଇ ବୋର୍ଡର ବଡ ନିଷ୍ପତ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପିଲାମାନଙ୍କୁ ମିଳିବ ନାହିଁ କୌଣସି ରାଙ୍କ କି…

କନକ ବ୍ୟୁରୋ : ସିବିଏସଇ ବୋର୍ଡ ତରଫରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । ଏହି ବିଜ୍ଞପ୍ତି ମୁତାବକ ୨୦୨୪ ଶିକ୍ଷାବର୍ଷ ଠାରୁ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ କୌଣସି ଡିଭିଜନ, ରାଙ୍କ କିମ୍ବା ଏଗ୍ରିଗେଟ୍…
Read More...

ଦୁବାଇରେ ହେଉଛି ଆନ୍ତର୍ଜାତିକ ସମ୍ମୀଳନି ‘COP28’ – ଭାରତ ଆରମ୍ଭ କରିବ ଗ୍ରୀନ କ୍ରେଡିଟ ଇନିସିଏଟିଭ

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ କୋପ ବା (କନଫେରେନ୍ସ ଅଫ ପାର୍ଟିସ) ର ୨୮ତମ ସମ୍ମୀଳନୀ ଚଳିତ ବର୍ଷ ଦୁବାଇରେ ଆରମ୍ଭ ହୋଇଛି । ଏହି ସମ୍ମୀଳନିରେ ପରିବେଶ ସୁରକ୍ଷାପାଇଁ ପ୍ରମୁଖ ଦେଶ ମାନଙ୍କୁ ନେଇ ଜରୁରୀ ଆଲୋଚନା କରିବା ସହ ସଚେତନତା ମୂଳକ ପଦକ୍ଷେପ ଓ ଅନେକ ପର୍ଯ୍ୟାବରଣ ସୁରକ୍ଷାକାରୀ…
Read More...

କ୍ଲାଇମେଟ ଚେଞ୍ଜ ଓ ଟେକ୍ନୋଲୋଜି ଟ୍ରାନ୍ସଫର… ଦୁବାଇରେ ଏହି ପ୍ରସଙ୍ଗ ଉଠାଇଲେ ପିଏମ ମୋଦୀ

ଜଳବାୟୁ ପରିବର୍ତ୍ତନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ  ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ଅଛନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ଏହି  ସମ୍ମିଳନୀ ୩୦  ନଭେମ୍ବରରୁ ୧୨ ଡିସେମ୍ବର ଯାଏ ଚାଲିବ । ଆଜି ଦୁନିଆର ଅନେକ ବଡ ନେତା ଜଳବାୟୁ ପ୍ରସଙ୍ଗରେ ମନ୍ଥନ କରିବେ ।…
Read More...

ହାଇକମାଣ୍ଡ ଯଦି ନିର୍ଦ୍ଦେଶ ଦେବେ, ୫ ରାଜ୍ୟର ବିଧାୟକଙ୍କୁ ସମ୍ଭାଳିବାକୁ ମୁଁ ପ୍ରସ୍ତୁତ । ଜାଣନ୍ତୁ କାହିଁକି ଏମିତି…

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ୫ ରାଜ୍ୟର ବିଧାନସଭା ଫଳାଫଳ ସାମ୍ନାକୁ ଆସିବ । ଏହାପୂର୍ବରୁ ଆସିଥିବା ବୁଥ୍ ବାହୁଡା ମତ ସଭିଙ୍କୁ ଚକିତ କରିଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ବୁଥ ବାହୁଡା ମତରୁ ଆକଳନ କରୁଛନ୍ତି…
Read More...

ବରଣମାଳା, ବାହାଘର… ବର୍ଷକ ପୂର୍ବରୁ ଭଗବାନ କୃଷ୍ଣଙ୍କ ସହ ହୋଇଥିଲା ବାହାଘର, ଏବେ ଧୁମଧାମରେ ବିବାହ ବାର୍ଷିକୀ…

କନକ ବ୍ୟୁରୋ: ଧର୍ମନଗରୀ ବୃନ୍ଦାବନ ଏଭଳି ଏକ ସ୍ଥାନ ଯେଉଁଠିକୁ ଯିଏ ବି ଆସିଛି ସିଏ କାହ୍ନା ସହ କିଛି ନା କିଛି ସମ୍ପର୍କ ଯୋଡି ଫେରିଛି । କେହି ତାଙ୍କୁ ନିଜ ଭାଇ ତ କେହି ତାଙ୍କୁ ନିଜର ପୁଅ ମାନିଛି । କିନ୍ତୁ ଫରିଦାବାଦର ଝିଅ ପ୍ରିୟା କିନ୍ତୁ ତାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ…
Read More...

ଯୁଦ୍ଧ ବିରତି ଉଲଂଘନ କରି ହମାସ୍ ଉପରେ ରକେଟ୍ ମାଡ କଲା ଇସ୍ରାଏଲ । ଅନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରସାର ।

କନକ ବ୍ୟୁରୋ: ଅସ୍ତ୍ରବିରତି ଚୁକ୍ତି ଆଉ ଦିନକ ପାଇଁ ବୃଦ୍ଧି କରିବାକୁ କଥାବାର୍ତ୍ତା ଚାଲିଥିବା ବେବଳେ, ରକେଟ୍‌ ନିକ୍ଷେପ କରି ହମାସ୍‌ ଅସ୍ତ୍ରବିରତି ଉଲ୍ଲଂଘନ କରିଛି କହି ଇସ୍ରାଏଲ୍‌ ସେନା ପୁଣି ଗାଜାରେ ଆକ୍ରମଣ ଆରମ୍ଭ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସପ୍ତାହକ…
Read More...

ସିମକାର୍ଡ କ୍ରୟ ବିକ୍ରୟ ପାଇଁ ଆଜିଠୁ ନୂଆ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ଓ ପଞ୍ଜିକରଣ ।

କନକ ବ୍ୟୁରୋ: ଆଜିଠୁ ସିମ କାର୍ଡ ପାଇଁ ଲାଗୁ ହେବ ନିୟମ । ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗିବ । ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜିକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ…
Read More...

ଫାଇନାଲ ପୂର୍ବରୁ ସେମିଫାଇନାଲ । ଛତିଶଗଡ଼ ଓ ତେଲାଙ୍ଗାନରେ କଡା ମୁକାବିଲା,ଉଠିପାରେ ହାତ । ରାଜସ୍ଥାନ, ମଧ୍ୟପ୍ରଦେଶରେ…

କନକ ବ୍ୟୁରୋ: ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଦେଶର ସବୁଠୁ ବଡ଼ ବୁଥ୍ ବାହୁଡ଼ା ମତ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ରେ ହେବ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଆସିବ । ୨୦୨୪ ନିର୍ବାଚନ ପୂର୍ବରୁ…
Read More...