Browsing Category

ଦେଶ ବିଦେଶ

ବିରାଟ ଆନ୍ନାଙ୍କ ବାୟୋପିକ୍ କରିବାକୁ ଚାହୁଁଛି । କୋହଲିଙ୍କୁ ନେଇ ବିଜୟ ଦେବରକୋଣ୍ଡାଙ୍କ ବଡ ବୟାନ ।

କନକ ବ୍ୟୁରୋ : ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚରେ ଲାଇଗର ଫିଲ୍ମର ହିରୋ ବିଜୟ ଦେବରକୋଣ୍ଡାଙ୍କୁ ଦେଖିବାକୁ ମିଳିଥିଲା । ଦୁବାଇ ଷ୍ଟାଡିୟମରେ ଦେବରକୋଣ୍ଡା ଭାରତକୁ ଚିୟରଅପ୍ କରୁଥିବାର ଦେଖିବାକୁ ମିଳିଥିଲା । ଆଉ ଏହାପରେ ଦେବରକୋଣ୍ଡାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।…
Read More...

ବିଜେପି ନେତ୍ରୀଙ୍କ ଅମାନୁଷିକ କାଣ୍ଡ : ସହାୟିକାଙ୍କୁ ୮ବର୍ଷ ରଖିଥିଲେ ବନ୍ଧକ; ଥାନାରେ ମାମଲା ରୁଜୁ, ସୀମା ପାତ୍ର…

କନକ ବ୍ୟୁରୋ : ବିଜେପି ନେତ୍ରୀଙ୍କ ଅମାନୁଷିକ କାଣ୍ଡ । ସେ ଜଣେ ମହିଳା ହୋଇ ଅନ୍ୟ ମହିଳାଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଥିବା ଅଭିଯୋଗ ହୋଇଛି । ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ମହେଶ୍ୱର ପାତ୍ର ତଥା ବିଜେପି ନେତ୍ରୀ ସୀମା ପାତ୍ର ନିଷ୍ଠୁରତାର ସବୁ ସୀମା ଟପି ଯାଇଛନ୍ତି । ୮ବର୍ଷ ହେବ ଜଣେ…
Read More...

ଏସିଆ କପ : ଆଜି ହଂକଂକୁ ଭେଟିବ ଟିମ୍ ଇଣ୍ଡିଆ; ପ୍ରତିପକ୍ଷ ଦଳ ବିରୋଧରେ ବଡ଼ ବିଜୟ ସହ ସୁପର-୪ରେ ପହଞ୍ଚିବାକୁ ଲକ୍ଷ୍ୟ

କନକ ବ୍ୟୁରୋ : ଏସିଆ କପରେ ଆଜି ହଂକଂକୁ ଭେଟିବ ଟିମ୍ ଇଣ୍ଡିଆ । ହଂକଂକୁ ଶୋଚନୀୟ ଭାବେ ହରାଇବାର ଦକ୍ଷତା ମଧ୍ୟ ଦେଖାଇବା ଭାରତ ପାଇଁ ପରୀକ୍ଷା ଭଳି ହେବ । ପାକିସ୍ତାନ ବିପକ୍ଷ ସ୍ୱଳ୍ପ ସ୍କୋରକୁ ପିଛା କରିଥିବା ଭାରତ କିଛି ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତରେ ପହଞ୍ଚିଥିଲା । ଶେଷ ଓଭରରେ…
Read More...

ଭାରତ-ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ। ମିଳିତଭାବେ କାମ କଲେ ଶିକ୍ଷା ଓ ଦକ୍ଷତାର ପୁନଃରୁଦ୍ଧାର ହେବ: ଧର୍ମେନ୍ଦ୍ର…

କନକ ବ୍ୟୁରୋ: ଭାରତ-ବ୍ରାଜିଲ ମଧ୍ୟରେ ଶିକ୍ଷା ଓ ଗବେଷଣାକୁ  ଅଧିକ ମଜଭୁତ କରାଯିବ ।  ଇଣ୍ଡୋନେସିଆର ବାଲିରେ  ବ୍ରାଜିଲର ଶିକ୍ଷାମନ୍ତ୍ରୀ  ଭିକ୍ଟୋର  ଗୋଡୋଏ ୱେଗାଇସ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପରେ ଏ ନେଇ ସହମତି ପ୍ରକାଶ ପାଇଛି । ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ମିଳିତ ୱାର୍କିଂ ଗ୍ରୁପର…
Read More...

ଝାଡ଼ଖଣ୍ଡ ସରକାରଙ୍କୁ ଘୋଡା ବେପାର ଭୟ। ରାଞ୍ଚିରୁ ରାୟପୁର ଗଲେ ମେଣ୍ଟ ସରକାରର ବିଧାୟକ।

କନକ ବ୍ୟୁରୋ: ବିଧାୟକଙ୍କୁ ନେଇ ଛତିଶଗଡ ଯାଉଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ମଙ୍ଗଳବାର ମେଣ୍ଟ ସରକାରର ବିଧାୟକଙ୍କ ସହ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ସୋରେନ । ପରେ ମୁଖ୍ୟମନ୍ତ୍ରୀ ଆବାସରୁ ବସ ଯୋଗେ ସିଧା ରାଞ୍ଚି ବିମାନବନ୍ଦରରେ ପହଁଚିଛନ୍ତି ମେଣ୍ଟ ସରକାରର ୪୦ ବିଧାୟକ ।…
Read More...

ଦେଶରେ ବୃଦ୍ଧି ପାଉଛି ଆତ୍ମହତ୍ୟା ମାମଲା। ୨୦୨୦ ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ମାମଲା ବୃଦ୍ଧି।

କନକ ବ୍ୟୁରୋ: ଦେଶରେ ବଢୁଛି ଆତ୍ମହତ୍ୟା ମାମଲା । ବିଭିନ୍ନ ସମସ୍ୟା, ମାନସିକଚାପ ଦେଇ ଗତି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଯେତିକି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ସେତିକି ମାନସିକ ଅସୁସ୍ଥତା ମଧ୍ୟ ପରିଲିକ୍ଷିତ ହେଉଛି । ଏହା ଭିତରେ ନ୍ୟାଶନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଏକ ଚାଞ୍ଚଲ୍ୟକର…
Read More...

ରୋଚକ ମୋଡରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା। ସିବିଆଇ ସ୍କାନରରେ ସିସୋଦିଆଙ୍କ ବ୍ୟାଙ୍କ ଆକାଉଣ୍ଟ

କନକ ବ୍ୟୁରୋ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘର ଓ କାର୍ଯ୍ୟାଳୟ ଉପରେ ସିବିଆଇ ଚଢାଉ ପରେ ଏବେ ବ୍ୟାଙ୍କ ଆକାଉଣ୍ଟରେ କରିଛି ଚଢାଉ । ସବୁଠୁ ବଡ କଥା ହେଉଛି ଯାଞ୍ଚ ସମୟରେ ସିବିଆଇ ଟିମ ସହ ନିଜେ ସିସୋଦିଆ ଓ ତାଙ୍କ ପତ୍ନୀ ବ୍ୟାଙ୍କରେ ପହଁଚିଥିଲେ । ୩ଘଣ୍ଟାର ଖୋଲତାଡ ପରେ ଖାଲି…
Read More...

ଝାଡ଼ଖଣ୍ଡ ଦୁମକା ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି: ମୃତ ନାବାଳିକାଙ୍କ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଝାଡ଼ଖଣ୍ଡ ଦୁମକା ନାବାଳିକା ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି । ରାଜ୍ୟ ସରକାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରିଛନ୍ତି । ସେପଟେ ଘଟଣାସ୍ଥଳରେ ପହଁଚି ସୁରାକ ସଂଗ୍ରହ କରିଛି ଏଫଏସଏଲ ଟିମ୍ । ମାମଲା ଉପରେ ମଙ୍ଗଳବାର ଶୁଣାଣୀ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ । ହତ୍ୟା ମାମଲାର…
Read More...

ଆଖିକୁ ଦିଶୁନି କିନ୍ତୁ କମ୍ପାନୀ ଦେଉଛି ୪୭ ଲକ୍ଷ , ଜାଣନ୍ତୁ କିଏ ଓ କାହିଁକି ଦେଉଛି ଏତେ ଟଙ୍କା

କନକ ବ୍ୟୁରୋ : କେହି ଜଣେ ଜନ୍ମରୁ ଦିବ୍ୟାଙ୍ଗ ହେଉ କି ଦୁର୍ଘଟଣାରେ ପଡି ଦିବ୍ୟାଙ୍କ ହେଇଯାଉ । ଏହାପରେ ସ୍ୱାଭାବିକ ସେମାନଙ୍କର ମନୋବଳ ଦୁର୍ବଳ ହୋଇଯାଇଥାଏ । କେହି କେହି ପେଟ ପାଟଣା ପାଇଁ ଭିକ୍ଷା ମାଗନ୍ତି ତ କେହି କେହି ନିଜକୁ ଦିବ୍ୟାଙ୍ଗ ଭାବି ଅନ୍ୟ ଉପରେ ନିର୍ଭର ହୋଇଯାନ୍ତି । ହେଲେ…
Read More...

ଯଦି ଏମିତି ହୁଏ… ଚିର ପ୍ରତିଦ୍ୱନ୍ଦୀକୁ ପୁଣି ଚିତ୍ କରିବ ଭାରତ, ଜାଣନ୍ତୁ ଏସିଆ କପର ସମୀକରଣ

କନକ ବ୍ୟୁରୋ: ଏସିଆ କପରେ ଭାରତ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିସାରିଛି । ୨୮ ଅଗଷ୍ଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ହରାଇ ଏସିଆ ମିଶନରେ ଆଗକୁ ବଢିଛି । ଦର୍ଶକମାନେ ଭାରତ-ପାକିସ୍ତାନର ଏହି ରୋମାଞ୍ଚକର ମ୍ୟାଚକୁ ବେଶ ଉପଭୋଗ କରିଛନ୍ତି । କାରଣ ଅନେକ ଦିନ ପରେ ଦୁଇ ଦଳ…
Read More...