Browsing Category

ରାଜ୍ୟ

ସୁରଙ୍କ ବଡ ପୁଅ ସିଦ୍ଧାର୍ଥଙ୍କ ବଡ ଘୋଷଣା । ଜଟଣୀ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ନିର୍ବାଚନ ।

କନକ ବ୍ୟୁରୋ: ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ । ନିମାପଡା ନୁହେଁ ବରଂ ଜଟଣୀରୁ ସେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ସାନ ଭାଇ ମନ୍ମଥ ରାଉତରାୟ ବିଜେଡିରେ ସାମିଲ ହେବା ପରେ, ମନ୍ମଥଙ୍କୁ ମିଳିଛି ଭୁବନେଶ୍ୱର ଲୋକସଭା ଟିକେଟ୍ । ଆଉ…
Read More...

ଲୋକସଭା ନିର୍ବାଚନ ପାଇଁ ବିଜେପି ଗଠନ କଲା ନିର୍ବାଚନୀ ଇସ୍ତାହାର କମିଟି । ରାଜନାଥ ସିଂହ ଅଧ୍ୟକ୍ଷ, ସୀତାରମଣ ସଂଯୋଜକ ।…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର ନିର୍ବାଚନୀ ଇସ୍ତାହାର କମିଟି ଘୋଷଣା କରିଛି । ଏହି କମିଟିର ଅଧ୍ୟକ୍ଷ ହେଇଛନ୍ତି ରାଜନାଥ ସିଂହ । ସେହିପରି ନିର୍ମଳା ସୀତାରମଣଙ୍କୁ ଏହି କମିଟିର ସଂଯୋଜକ ଦାୟିତ୍ୱ ମିଳିଛି ଏବଂ ପୀୟୁଷ ଗୋୟଲ ହେଇଛନ୍ତି ବିଜେପି ନିର୍ବାଚନୀ ଇସ୍ତାହାର…
Read More...

କଂଗ୍ରେସକୁ ଘାରିଲା ପାଣ୍ଠି ଚିନ୍ତା । ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଚିଠି ଲେଖିଲେ…

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ଘାରିଛି ନିର୍ବାଚନୀ ପାଣ୍ଠି ଚିନ୍ତା । ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ । ଚୂଡାନ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନାଁରେ ୫୦ ହଜାର ଟଙ୍କା ଲେଖାଏଁର ଚେକ୍ ଦେବାକୁ…
Read More...

ବିଜୁ ଜନତା ଦଳରେ ମିିଶିଲେ ସୁରେନ୍ଦ୍ର ସିଂ ଭୋଇ । ଏପଟେ ବିଜେପି ଛାଡ଼ିଲେ ନୀଳଗିିରି ବିଧାୟକ ସୁକାନ୍ତ ନାୟକ ।…

କନକ ବ୍ୟୁରୋ: ଟିକେଟ୍ ଘୋଷଣା ହେବାକୁ ଅପେକ୍ଷା ଭିତରେ ତେଜିଛି ଦଳଡିଆଁ ରାଜନୀତି । ଖାସକରି ଶାସକ ଦଳରେ ଚାଲିଛି ମିଶ୍ରଣ ପର୍ବ । ବିଜେପି ଓ କଂଗ୍ରେସ ଦଳର ନେତା ଏବେ ବିଜେଡିକୁ ଡିଆଁ ମାରୁଛନ୍ତି । ଆଜି ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ଏବଂ କଟକ ସାଲେପୁରର ପୂର୍ବତନ ବିଧାୟକ ତଥା…
Read More...

ଖୁବଶୀଘ୍ର ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ୭୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଥିବା…

କନକ ବ୍ୟୁରୋ: ଯଦିଓ ରାଜ୍ୟରେ ବିଜେପି ଆଗ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ବିଧାୟକ ପ୍ରାର୍ଥୀ ଘୋଷଣା କରିନି । ଏପରି ସ୍ଥିତିରେ ଖୁବଶୀଘ୍ର ବିଜେପି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ବିଜେପିର ବୈଠକ ବସିଥିଲା ।…
Read More...

ଶେଷ ମୁହୁର୍ତ୍ତରେ ବିଜେଡି ନେତାଙ୍କ ଟିକେଟ ଲବି । ନବୀନ ନିବାସରେ ଆଜି ମଧ୍ୟ ଆଶାୟୀଙ୍କ ଭିଡ଼ । କିଛି ଆସନରେ ଏବେ ବି…

କନକ ବ୍ୟୁରୋ: ବାକି ଥିବା ବିଧାନସଭା ଓ ଲୋକସଭାରେ କାହାକୁ ମିଳିବ ଟିକେଟ୍? କାହାର କଟିଯିବ ଆସନ? ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଆଶାୟୀ ନେତା । ଗତକାଲି ଭଳି ଆଜି ବି ନବୀନ ନିବାସରେ ବିଜେଡି ନେତାଙ୍କ ଗହଳି ଦେଖିବାକୁ ମିଳିଛି । କୁହାଯାଉଛି, ଯେଉଁମାନଙ୍କୁ ଦଳୀୟ ଟିକେଟ୍ ମିଳିବ,…
Read More...

ପ୍ରଚାର ମଇଦାନକୁ ଓହ୍ଲାଇଲେ ନେତା । ସମ୍ବଲପୁରରେ ଅଭିଯାନ ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ । ବରଗଡ଼ରେ ପ୍ରଦୀପ ପୁରୋହିତ,…

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଲେ ନେତା । ବିଜେଡି ଓ ବିଜେପି ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ଏହାପରେ ନେତାମାନେ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଯେଉଁ ସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି ସେହିସବୁ କ୍ଷେତ୍ରରେ ସରଗରମ…
Read More...

ହୋଲିର ଦୁଇ ଦିନ ପରେ ଆରମ୍ଭ ହୋଇଛି ଦୋଳ ମେଳଣ । ୭ ଦିନ ଧରି ମେଳଣ ପଡିଆରେ ଚାଲିବ ପୂଜାର୍ଚ୍ଚନା

କନକ ବ୍ୟୁରୋ : ଶୁଭୁଛି ମୃଦଙ୍ଗର ସ୍ୱର । କିଏ ରାଧାମାଧବଙ୍କ ମୂର୍ତିକୁ କୋଳରେ ଧରି ଦୋଳ ମଣ୍ଡପକୁ ବିଜେ କରୁଛନ୍ତି ତ ପୁଣି କିଏ ମାତିଛନ୍ତି ନାମ ସଂକୀର୍ତନରେ। ଏକ ନିଆରା ଢଙ୍ଗରେ ଠାକୁରଙ୍କୁ ନିଆଯାଉଛି ଦୋଳ ମଣ୍ଡପକୁ। ଆଗରେ ବାଜୁଛି ଡିଜେ, ଶହ ଶହ ଗ୍ରାମର ଯୁବଗୋଷ୍ଠୀ ଠାରୁ ଆରମ୍ଭ ବୟସ୍କ…
Read More...

ଜୀବନ ଫେରି ପାଇବ ଜୟପୁରର ଜୀବନ ରେଖା । ଆରମ୍ଭ ହୋଇଛି ଜଗନ୍ନାଥ ସାଗରର ପୁନଃରୁଦ୍ଧାର କାମ, ଖର୍ଚ୍ଚ ହେବ ୨୨ କୋଟି…

କନକ ବ୍ୟୁରୋ : ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଜଗନ୍ନାଥ ସାଗର ଉପରେ ନିର୍ଭର କରେ ପୁରା ସହର । ବର୍ଷ ବର୍ଷ ଧରି ଅଳିଆ ଆବର୍ଜନାରେ ପୋତି ହୋଇପଡୁଥିବା ସାଗରର ପୁର୍ନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଜୁନ ମାସ ଶେଷ ସୁଧା କାମ ସରିବା ଲକ୍ଷ୍ୟ ରଖାଯାଇଛି । ପଙ୍କ ଉଦ୍ଧାର କାମ ଚାଲିଛି…
Read More...

ରାସ୍ତା ଟଙ୍କା ଖାଇ ଯିବାକୁ ଉଦ୍ୟମ ଅଭିଯୋଗ । ମାହାଙ୍ଗାରେ ସରକାରୀ ନିୟମକୁ ଫୁ କରି ରାସ୍ତାରେ ଗାର୍ଡ ୱାଲ ତିଆରି…

କନକ ବ୍ୟୁରୋ : କଟକ ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ ଅଧିନରେ ଥିବା ନିଶ୍ଚିନ୍ତକୋଇଲି ଉପଖଣ୍ଡର ରାସ୍ତା। ଦାଶସାହି ଠାରୁ ଆଜାଦ ବଜାର ପର୍ୟ୍ୟନ୍ତ ୨ କିମି ରାସ୍ତାର ଉଭୟ ପାର୍ଶ୍ଵରେ ନିର୍ମାଣ ହେଉଛି ଗାର୍ଡ ୱଲ। ୩ ଫୁଟ ଗଭୀର ମାଟି ଖୋଳି କଂକ୍ରିଟ ଢଳାଇ କରିବାର ନିୟମ ଥିଲା ବେଳେ ଠିକାଦାର…
Read More...