Browsing Category

ରାଜ୍ୟ

ବିଜେପି ଓ କଂଗ୍ରେସ ଶିବିରରେ ଟିକେଟ୍ ପାଇଁ ଛକାପଞ୍ଝା । ତାଲିକା ବାହାରୁନଥିବାରୁ ଚିନ୍ତାରେ ଆଶାୟୀ ପ୍ରାର୍ଥୀ

କନକ ବ୍ୟୁରୋ : ବିଜେଡି ଭଳି ବିଜେପି ଓ କଂଗ୍ରେସରେ ମଧ୍ୟ ଟିକେଟ୍ ଘୋଷଣାକୁ ନେଇ ଛକାପଞ୍ଝା ଜାରି ରହିଛି । ବିଜେପି ଗୋଟିଏ ପଟେ ସବୁ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆହୁରି ୩୫ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିବା ବାକି ରହିଛି । ସେପଟେ ବହୁ ପଛରେ ପଡ଼ିଯାଇଛି…
Read More...

କୌଣସି ମୁହୂର୍ତରେ ଆସିପାରେ ବିଜେଡିର ବାକି ଟିକେଟ୍ । ବାଲେଶ୍ୱର ଲୋକସଭା ଆସନ ପାଇଁ କିଏ ହେବ ପ୍ରାର୍ଥୀ, ରହିଛି ନଜର

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ୭ ଦିନ ସମୟ ରହିଲା । କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ ବିଜେଡି ତା’ର ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, ବାକି ଥିବା ଆସନର ଟିକେଟ ଆଶାୟୀଙ୍କ ଟେନସନ…
Read More...

୨୦୨୪ରେ ଭେଟେରାନ ନେତାଙ୍କ ଭାଗ୍ୟ ପରୀକ୍ଷା । ଅନେକଙ୍କ ପାଇଁ ଏଥର ଶେଷ ସୁଯୋଗ! ଦେଖନ୍ତୁ, ଲିଷ୍ଟରେ ଅଛନ୍ତି କିଏ କିଏ?

କନକ ବ୍ୟୁରୋ: ରମେଶ ଚ୍ୟାଉ ପଟ୍ଟନାୟକ । ବୟସ ୮୧ ବର୍ଷ । ୫ ବର୍ଷର ଅପେକ୍ଷା ପରେ ବ୍ରହ୍ମପୁରର ଏହି ଭେଟେରାନ ନେତାଙ୍କୁ ପୁଣିଥରେ ସୁଯୋଗ ଦେଇଛି ବିଜେଡି । ୧୯୯୫ରୁ ୨୦୧୪ ଯାଏଁ ବ୍ରହ୍ମପୁରରୁ ଲଗାତାର ବିଧାୟକ ହୋଇଥିଲେ ମଧ୍ୟ ୨୦୧୯ରେ ଟିକେଟ୍ କଟିଥିଲା । ହେଲେ ଏବେ ପୁଣି ଏହି ପୁରୁଣା…
Read More...

ଭୋଟ ପାଇଁ ଜନ୍ମମାଟିରୁ ଆସିଛି ଡାକରା । ଗାଁ ମୁହାଁ ହେଉଛନ୍ତି ବାହାର ରାଜ୍ୟରେ ଦାଦନ ଖଟୁଥିବା ଭୋଟର । ଗୁଜରାଟରୁ…

କନକ ବ୍ୟୁରୋ: ଆସନ୍ତା ମାସରେ ସାଧାରଣ ନିର୍ବାଚନ । ଏଥିପାଇଁ ଗାଁ ମୁହାଁ ହେଉଛନ୍ତି ରାଜନେତା । ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି, ଭୋଟରଙ୍କୁ ଖୋଜୁଛନ୍ତି । କେବଳ ଗାଁରେ ଥିବା ଭୋଟର ନୁହେଁ ବାହାର ରାଜ୍ୟରେ ଦାଦନ ଖଟୁଥିବା ଭୋଟରଙ୍କ ଖୋଜାପଡୁଛି । ସେଇଥିପାଇଁ ଗୁଜୁରାଟରୁ ବ୍ରହ୍ମପୁରକୁ ଏବେ…
Read More...

ଟିକେଟ ବଣ୍ଟନକୁ ନେଇ ବିଜେପିରେ ବଢୁଛି ଅସନ୍ତୋଷ । ପୁଣି ପାର୍ଟି ଅଫିସ ଆଗରେ ହିଂମାଶୁ ସମର୍ଥକଙ୍କ ବିକ୍ଷୋଭ । ଅକଳରେ…

କନକ ବ୍ୟୁରୋ: ବିଜେପିରେ ବଢୁଛି ବିଦ୍ରୋହ । ଅସନ୍ତୁଷ୍ଟ କର୍ମୀଙ୍କ ହଙ୍ଗାମା । ଟିକେଟ୍ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ । ଦିନ ତମାମ୍ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା ଦେଖିବାକୁ ମିଳୁଛି । ଶହ ଶହ କର୍ମୀଙ୍କ ସହ ନେତାମାନେ ଆସି ଭୁବନେଶ୍ୱରରେ ବାଇକ୍ ରାଲି କରିବା ସହ ବିକ୍ଷୋଭ…
Read More...

ରାଉରକେଲାରୁ ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ । ଜୁଏଲ ଓରାମ ଦେଲେ ସଙ୍କେତ । କହିଲେ, ପରବର୍ତ୍ତୀ ତାଲିକାରେ…

କନକ ବ୍ୟୁରୋ: ଗଲା ଦୁଇ ଦିନ ହେଲା ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଏକ ପ୍ରକାର ମୋହର ମାରିଛନ୍ତି ବିଜେପିର ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ତାଙ୍କ କଥା ଇସାରା କରୁଛି, ବିଜେପିକୁ ଫେରିବା ପାଇଁ ଦିଲ୍ଲୀପ ରାୟଙ୍କ ରାସ୍ତା ସଫା ହୋଇସାରିଛି । ଏପରିକି ରାଉରକେଲାରୁ ଦିଲ୍ଲୀପ ଲଢିବା…
Read More...

ନିର୍ବାଚନ ମୈଦାନକୁ ଓହ୍ଲାଇଲେ କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକ । ମାଆ ବିରଜାଙ୍କ ପୂଜାର୍ଚ୍ଚନ ପରେ…

କନକ ବ୍ୟୁରୋ : ମା’ ବିରଜାଙ୍କ ଦର୍ଶନ କରି ପ୍ରଚାର ମୈଦାନକୁ ଓହ୍ଲାଇଲେ ଆକାଶ ଦାସ ନାୟକ । ନିର୍ବାଚନ ତାରିଖ ଘୋଷଣା ସହ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଜୋର ଧରିଛି । ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ ବିଜେଡି ଓ କଂଗ୍ରେସର ଅଙ୍କ…
Read More...

ପ୍ରଦୂଷିତ ହେଉଛି ସମୁଦ୍ର । ପୁରୀ ବେଳାଭୂମିରେ ଭାସୁଛନ୍ତି ଶହ ଶହ ଜେଲି ଫିସ

କନକ ବ୍ୟୁରୋ : ପୁରୀ ବେଳାଭୂମିରେ ପୁଣି ଦେଖିବାକୁ ମଳିଛି ଜେଲି ଫିସ୍ । ଦିଗବାରେଣୀ ଛକ ବେଳାଭୂମିରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ଜେଲି ଫିସ । ଏହା ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଜେଲି ଫିସର ଲାଳ ଶରୀରରେ ଲାଗିବା ଦ୍ୱାରା…
Read More...

କଟକ ସହରରେ ଡରାଉଛି ଜଣ୍ଡିସ । ଦୁଇ ଦିନରେ ୧୧ ରୋଗୀ ଚିହ୍ନଟ । ଗତକାଲି ସଂଗ୍ରହ ହୋଇଥିବା ନମୁନା ମଧ୍ୟରୁ ୬ଟି ପଜିଟିଭ୍

କନକ ବ୍ୟୁରୋ : କଟକ ସହରରେ ବଢୁଛି ଜଷ୍ଟିସ୍ ରୋଗୀଙ୍କ ସଂଖ୍ୟା । ଦୁଇ ଦିନ ଭିତରେ ୧୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ସଂଗ୍ରହ ହୋଇଥିବା ନମୁନା ମଧ୍ୟରୁ ୬ଟି ପଜିଟିଭ୍ ଆସିଛି । ଆଜି ମଧ୍ୟ କିଛି ନମୁନା ସଂଗ୍ରହ କରାଯିବ ବୋଲି ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି…
Read More...

ଅନୁଗୁଳରେ କାହାକୁ ମିଳିବ ବିଜେଡି ଟିକେଟ? ଟେନସନରେ ପୂର୍ବତନ ଉପବାଚସ୍ପତି ରାଜନୀକାନ୍ତ ସିଂ

କନକ ବ୍ୟୁରୋ : ଅନୁଗୁଳରୁ କିଏ ପାଇବ ବିଜେଡି ଟିକେଟ୍ । ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ ନାଁ ଆଉ କାହାକୁ ମିଳିବ ଟିକେଟ୍ । ଏହାକୁ ନେଇ ଟେନସନରେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ । ଆଜି ଭୁବନେଶ୍ୱରରେ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱରରେ ଥିବା…
Read More...