Browsing Category

ରାଜ୍ୟ

ସବୁ ଥାନାରେ ସିସିଟିଭି ଲଗାଇବାକୁ କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମାର୍ଚ୍ଚ ୨୯ ସୁଦ୍ଧା…

କନକ ବ୍ୟୁରୋ : ଥାନା ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ମାସକ ଭିତରେ କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କ ଅଧ୍ୟକ୍ଷତାରେ…
Read More...

ଆଜି ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପ ସହ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ…

କନକ ବ୍ୟୁରୋ : ଉତ୍କଳର ବରପୁତ୍ର ଉତ୍କଳମଣିଙ୍କୁ ଆଜି ମିଳିବ ବିଶେଷ ସମ୍ମାନ । ଜନ୍ମସ୍ଥାନ ପୁରୀ ଜିଲ୍ଲା ସୁଆଣ୍ଡୋରେ ପୂର୍ଣ୍ଣାବୟବ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟର କରିବେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସୁଆଣ୍ଡୋରେ ନବନିର୍ମିତ ପ୍ରକଳ୍ପ ସ୍ଥଳ ପରିଦର୍ଶନ…
Read More...

ମନ୍ତ୍ରୀ ନବ ଦାସ ହତ୍ୟାକୁ ନେଇ ହୁଲସ୍ତୁଲ ବିଧାନସଭା । ବିରୋଧୀ ଦଳର ହୋହଲ୍ଲା ଭିତରେ ଦୁଇଦିନ ଧରି ଅଚଳ ରହିଛି ଗୃହ,…

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟାକୁ ନେଇ ହୁଲସ୍ତୁଲ ବିଧାନସଭା । ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦୁଇ ଦିନ ହୋହଲ୍ଲା ଯୋଗୁ ଗୃହ କାର୍ଯ୍ୟ ଚାଲିପାରିନଥିଲା । ଆଜି ତୃତୀୟ ଦିନରେ ମଧ୍ୟ ସମାନ ସ୍ଥିତି ଉପୁଜିବା ନେଇ ଆଶଙ୍କା ରହିଛି । କାରଣ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ…
Read More...

ମୁଣ୍ଡିଆ ମାରିଲେ, ବିଧାନସଭା ଭିତରକୁ ପ୍ରବେଶ କଲେ ବିଧାୟିକା ବର୍ଷା ସିଂ ବରିହା । କହିଲେ, ଗୃହରେ ଉଠାଇବି ପଦ୍ମପୁରର…

କନକ ବ୍ୟୁରୋ : ବିଧାୟକ ଭାବେ ପ୍ରଥମଥର ପାଇଁ ବିଧାନସଭା ଆସିଲେ ବର୍ଷା ସିଂ ବରିହା । ପଦ୍ମପୁର ଉପ-ନିର୍ବାଚନରେ ବିଜୟ ପରେ ପ୍ରଥମ ଥର ପାଇଁ ବର୍ଷା ସିଂ ବରିହା ବିଧାସଭା ଆସିଛନ୍ତି । ତେବେ ଗୃହ ଭିତରକୁ ପ୍ରବେଶ ପୂର୍ବରୁ ବିଧାନସଭା ବାହାରେ ମୁଣ୍ଡିଆ ମାରି ଗୃହ ଭିତରକୁ ବିଧାୟିକା ବର୍ଷା…
Read More...

‘ବର୍ଷେ ଭିତରେ ପଦମପୁର ହେବ ଜିଲ୍ଲା’ । ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ପଦମପୁର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରା ହେବ । ଝାଡବନ୍ଧ କାର୍ଯ୍ୟକ୍ରମରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷେ ଭିତରେ ପଦମପୁରକୁ ଜିଲ୍ଲା ମାନ୍ୟତା ମିଳିବା ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାଡବନ୍ଧରେ ଆୟୋଜିତ…
Read More...

ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାହା ପୁରଣ କରିବାକୁ ଆଜି ପଦ୍ମପୁର ଗସ୍ତରେ ଅଛନ୍ତି । ନିର୍ବାଚନ ମଣ୍ଡଳୀର ତିନିଟି ବ୍ଲକ ପଦ୍ମପୁର,…
Read More...

ସର୍ବ ଭାରତୀୟ କମ୍ପ୍ୟୁଟର କ୍ରିପ୍ଟିକ୍ସ ଫାଇନାଲରେ ଇଣ୍ଡିଆନ ପବ୍ଲିକ ସ୍କୁଲର ସଫଳତା

ତା: ୧୧-୦୨-୨୦୨୩ ରିଖ ଶନିବାର, ବାଙ୍ଗାଲୋରସ୍ଥିତ ବୈଦେହୀ ସ୍କୁଲ୍ ଅଫ୍ ଏକ୍ସସିଲେନ୍ସ ରେ ସର୍ବଭାରତୀୟ ସ୍ତରରେ କମ୍ପ୍ୟୁଟର କ୍ରିପ୍ଟିକ୍ସ୍ କୁଇଜ୍ ପ୍ରତିଯୋଗିତାର ଫାଇନାଲରେ ଇଣ୍ଡିଆନ ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ମାଷ୍ଟର ଆୟାନ୍ ଡୋର। ଏବଂ ଛାତ୍ରୀ ସୁଶ୍ରୀ ଅନୁଷ୍କା ମଲ୍ଲିକ…
Read More...

ହତ୍ୟା ଅଭିଯୁକ୍ତ ଗୋପାଳକୁ ଆଜି ଗୁଜରାଟରୁ ଅଣାଯିବ ଝାରସୁଗୁଡା । କାଲି କରାଯିବ କୋର୍ଟରେ ହାଜର

କନକ ବ୍ୟୁରୋ : ସରିଲା ଗୋପାଳର ନାର୍କୋ ଟେଷ୍ଟ । ଆଜି ଓଡ଼ିଶା ଫେରିବ ଗୋପାଳ । ବିମାନ ଯୋଗେ ଗୋପାଳକୁ ଝାରସୁଗୁଡ଼ା ଅଣାଯିବ । ଆସନ୍ତାକାଲି ତାଙ୍କୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରାଯାଇଥିଲା…
Read More...

ଚିଲିକା ମଝିରେ ଫସିଲା ଯାତ୍ରୀବାହି ଭସାପୋଲ । ସାତପଡାରୁ ଜହ୍ନିକୁଦା ଯାଉଥିବା ବେଳେ ମଝିରେ ଫସିଲେ ଶହେରୁ ଅଧିକ ଯାତ୍ରୀ

କନକ ବ୍ୟୁରୋ : ଚିଲିକା ମଝିରେ ଫସିଲା ଯାତ୍ରୀବାହି ଭସାପୋଲ । ସାତପଡାରୁ ଚିଲିକା ଦେଇ ଜହ୍ନିକୁଦା ଯାଉଥିବା ବେଳେ ମଝିରେ ଫସିଯାଇଛି ଭସାପୋଲ ଫଳରେ ଶହେରୁ ଅଧିକ ଯାତ୍ରୀ ଫସିରହିଛନ୍ତି । ପାଣି କମ୍ ଥିବାରୁ ଚ୍ୟାନେଲ ବାହାରକୁ ଚାଲିଯାଇଛି ଭସାପୋଲ । ଯାହା ଫଳରେ ଚିଲିକା ମଝିରେ ଫସିରହିଛି…
Read More...

ବାତ୍ୟା ଆଶ୍ରୟସ୍ଥଳର ଗ୍ରିଲ୍ ପଡି ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ । ବିକଳ ହୋଇ କାନ୍ଦୁଛି ମାଆ

କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟରେ ଅଭାବନୀୟ ଘଟଣା । ତୁଳସୀପୁର ଗାଁରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳର ଗ୍ରିଲ୍ ପଡ଼ିଯିବାରୁ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପବିତ୍ର ପାହନ । ବାତ୍ୟା ଆଶ୍ରୟ ସ୍ଥଳ ନିକଟରେ ଖେଳୁଥିଲା ପବିତ୍ର । କେହି ଜାଣିନଥିଲେ, ଛୋଟ…
Read More...