Browsing Category

ଖେଳ

ବିବାଦ ଭିତରେ ଘରୋଇ କ୍ରିକେଟକୁ ପ୍ରଶଂସା କରି ସଚିନଙ୍କ ପୋଷ୍ଟ । କହିଲେ ଜାତୀୟ ଖେଳାଳୀ ରଣଜୀ ଖେଳିଲେ ସୃଷ୍ଟି ହେବେ…

କନକ ବ୍ୟୁରୋ : ଇସାନ କିଶାନ ଓ ଶ୍ରେୟସ୍ ଆୟର ରଣଜୀ ନଖେଳିବାକୁ ନେଇ ଆରମ୍ଭ ହୋଇଥିବା ବିବାବ ଥମିନଥିବା ବେଳେ ଏହା ଉପରେ ସଚିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଆସିଛି । ସଚିନ କହିଛନ୍ତି ଯେତେବେଳେ ଭାରତୀୟ ଦଳର ଖେଳାଳୀ ରଣଜୀ ମ୍ୟାଚ ଖେଳନ୍ତି, ସେତେବେଳେ ଖେଳର ମହତ୍ୱ ବଢିଯାଏ । ଏବଂ ମ୍ୟାଚ…
Read More...

ଜୁନରେ ମ୍ୟାଚ୍, ଏବେଠୁ ଟିକେଟ ଶେଷ । ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଜବରଦସ୍ତ କ୍ରେଜ, ଟିକେଟ…

କନକ ବ୍ୟୁରୋ : ଆସନ୍ତା ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବ ଟି-୨୦ ବିଶ୍ୱକପ । ୫ ଜୁନରୁ ଭାରତ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆୟର୍ଲାଣ୍ଡ ବିପକ୍ଷରେ ଆରମ୍ଭ କରିବ । ସେହିଭଳି ଦ୍ୱିତୀୟ ମୁକାବିଲା ୯ ଜୁନରେ ଖେଳାଯିବ । ଯେଉଁ ମ୍ୟାଚ୍ ଉପରେ ବିଶ୍ୱ କ୍ରିକେଟପ୍ରେମୀଙ୍କର ନଜର…
Read More...

ବ୍ୟାଡମିଣ୍ଟନରୁ ସନ୍ନ୍ୟାସ ନେଲେ ସାଇ ପ୍ରଣୀତ । ବିଶ୍ୱ ଚାମ୍ପିୟନସିପରେ ରଚିଥିଲେ ଇତିହାସ । ଭାରତ ପାଇଁ ଆଣିଥିଲେ…

କନକ ବ୍ୟୁରୋ: ବ୍ୟାଡମିଣ୍ଟନରୁ ସନ୍ନ୍ୟାସ ନେଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ବି ସାଇ ପ୍ରଣୀତ । ୩୧ ବର୍ଷୀୟ ଏହି ଖେଳାଳି ସୋମବାର ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ସାଇ ପ୍ରଣୀତ ହେଉଛନ୍ତି ସେହି ଖେଳାଳି, ଯିଏକି ୨୦୧୯ ମସିହାରେ ବିଶ୍ୱ ଚାମ୍ପିୟନସିପରେ ଇତିହାସ ରଚିବା ସହିତ…
Read More...

ଚର୍ଚ୍ଚା ବଢାଇଲା ଧୋନୀଙ୍କ ଫେସବୁକ୍ ପୋଷ୍ଟ । ନୂଆ ରୋଲରେ ନଜର ଆସିବେ କ୍ୟାପଟେନ୍ କୁଲ୍!

କନକ ବ୍ୟୁରୋ: ନୂଆ ରୋଲରେ ନଜର ଆସିବେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ନୂଆ ସିଜିନ୍ ସହିତ ନୂଆ ରୋଲରେ ଧୋନୀଙ୍କୁ ଦେଖିବାକୁ ମିଳିବ । ଧୋନୀ ନିଜର ଫେସବୁକ୍ ପୋଷ୍ଟରେ ନିଜର ନୂଆ ରୋଲ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ନୂଆ ସିଜିନରେ ଧୋନୀ କେଉଁ ନୂଆ…
Read More...

ଶ୍ରେୟସ ଆୟର ଓ ଈଶାନ କିସାନଙ୍କୁ ନେଇ କ୍ରିକେଟ ଦୁଇ ଫାଳ । ବିସିସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ କ୍ରୀଡ଼ା ବିଶେଷଜ୍ଞଙ୍କ…

କନକ ବ୍ୟୁରୋ : ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା ଜାରି କରିବା ପରେ ଏବେ ଦୁଇଟି ନାଁକୁ ନେଇ ଚର୍ଚ୍ଚା । ଈଶାନ କିଷାନ ଓ ଶ୍ରେୟସ ଆୟାର । ଫିଟ୍ ଥାଇ ମଧ୍ୟ ଘରୋଇ କ୍ରିକେଟ ନ ଖେଳିବା ଏହି ଦୁଇ ଭାରତୀୟ କ୍ରିକେଟରଙ୍କୁ ମହଙ୍ଗା ପଡ଼ିଛି । ଉଭୟଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି…
Read More...

ଶ୍ରେୟସ ଆୟର ଓ ଈଶାନ କିସାନଙ୍କୁ ନେଇ କ୍ରିକେଟ ଦୁଇ ଫାଳ । ବିସିସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ କ୍ରୀଡ଼ା ବିଶେଷଜ୍ଞଙ୍କ…

କନକ ବ୍ୟୁରୋ : ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା ଜାରି କରିବା ପରେ ଏବେ ଦୁଇଟି ନାଁକୁ ନେଇ ଚର୍ଚ୍ଚା । ଈଶାନ କିଷାନ ଓ ଶ୍ରେୟସ ଆୟାର । ଫିଟ୍ ଥାଇ ମଧ୍ୟ ଘରୋଇ କ୍ରିକେଟ ନ ଖେଳିବା ଏହି ଦୁଇ ଭାରତୀୟ କ୍ରିକେଟରଙ୍କୁ ମହଙ୍ଗା ପଡ଼ିଛି । ଉଭୟଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି…
Read More...

୫ମ ଟେଷ୍ଟ ମ୍ୟାଚ୍ ଭାରତୀୟ ଦଳ ଘୋଷଣା । କମବ୍ୟାକ୍ କଲେ ବୁମରା, ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ରାହୁଲଙ୍କୁ ବିଶ୍ରାମ ।

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ୫ମ ତଥା ଶେଷ ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଆହତ ଥିବା କେଏଲ ରାହୁଲ ଶେଷ ଟେଷ୍ଟ ମ୍ୟାଚରୁ ମଧ୍ୟ ଦଳରୁ ବାଦ୍ ପଡିଛନ୍ତି । ସେହିଭଳି ରାଞ୍ଚି ଟେଷ୍ଟରୁ ବିଶ୍ରାମ ନେଇଥିବା ଯଶପ୍ରୀତ ବୁମରା ପୁଣିଥରେ ଟିମକୁ କମବ୍ୟାକ୍ କରିଛନ୍ତି ।…
Read More...

କୋହଲି ଜିତନ୍ତୁ ଆଇପିଏଲ ଟ୍ରଫି । ଚେନ୍ନାଇ ସୁପର କିଙ୍ଗସର ପୂର୍ବ ଖେଳାଳୀ କାହିଁକି କହିଲେ ଏମିତି କଥା ।

କନକ ବ୍ୟୁରୋ : ଆଇପିଏଲ ପାଇଁ ବାଜି ସାରିଛି ବିଗୁଲ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାମୁକାବିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ-ବାଙ୍ଗାଲୋର । ଏହି ହାଇଭୋଲଟେଜ ମୁକାବିଲା ଦେଖିବାକୁ କ୍ରିକେଟପ୍ରେମୀ ଚାହିଁ ରହିଛନ୍ତି । ତେବେ ଏହି ମୁକାବିଲା ପୂର୍ବରୁ ଚେନ୍ନାଇ ସୁପର…
Read More...

ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟକା, ଚିକିତ୍ସା ପାଇଁ ଲଣ୍ଡନ ପହଞ୍ଚିଲେ ରାହୁଲ । ବୁମରାଙ୍କୁ ନେଇ ବଡ ଅପଡେଟ…

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ୫ମ ତଥା ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟକା । ଆସନ୍ତା ମାର୍ଚ୍ଚ ୭ରୁ ଖେଳାଯିବ ୫ମ ଟେଷ୍ଟ । ତେବେ ୫ମ ଟେଷ୍ଟ ରାହୁଲ ଖେଳିବେ କି ନାହିଁ ତାହା ଉପରେ ସସପେନ୍ସ ଲାଗି ରହିଛି । କାରଣ ଆହତ କାରଣରୁ ରାହୁଲଙ୍କୁ ପୂର୍ବରୁ ବିଶ୍ରାମ ଦିଆଯାଇଛି । ସେହିଭଳି…
Read More...

ରାଞ୍ଚିରେ ରୋହିତ ବାହିନୀର ରାଜୁତି । ଇଂଲଣ୍ଡକୁ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବିଜୟ ସହ ସିରିଜ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ଶେଷ ମ୍ୟାଚ୍ ପୂର୍ବରୁ ସିରିଜ କବଜା କରିଛି ରୋହିତ ବାହିନୀ । ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି ଭାରତ । ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ…
Read More...