Browsing Category

ଖେଳ

ସୁନା ଜିତିଲେ ଓଡ଼ିଶାର ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ୍ । ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ କଲେ ରେକର୍ଡ ।

କନକ ବ୍ୟୁରୋ: ଭାରତୀୟ ପାରା ବ୍ୟାଡମିଣ୍ଟନ ତାରକା ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ରେ ହରାଇଛନ୍ତି । ପ୍ରଥମ ଦୁଇଟି ଗେମ ହାରିବା ପରେ ପ୍ରତ୍ୟାବର୍ତ୍ତନ କରି…
Read More...

ରୋଚକ ମୋଡରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ତୃତୀୟ ଦିନ ଖେଳ ଶେଷ । ଜିତିବାକୁ ଭାରତକୁ ଦରକାର ଆଉ ୧୫୨ ରନ ।

କନକ ବ୍ୟୁରୋ: ରୋଚକ ମୋଡରେ ରାଞ୍ଚିରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ଜିତିବାକୁ ଭାରତକୁ ଦରକାର ଆଉ ୧୫୨ ରନ, ଇଂଲଣ୍ଡକୁ ଦରକାର ୧୦ ୱିକେଟ୍ । ମ୍ୟାଚ୍ ଜିତି ସିରିଜ ବିଜୟୀ ଲକ୍ଷରେ ରୋହିତ ବାହୀନୀ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ବିନା ୱିକେଟରେ ୪୦ ରନ କରିଛି । ଓପନର…
Read More...

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ; ଭାରତ ଆଗରେ ୧୯୨ ରନର ବିଜୟଲକ୍ଷ୍ୟ, ଦ୍ୱିତୀୟ ଇଂନିସରେ ଅଶ୍ୱିନୀଙ୍କୁ ୫ ୱିକେଟ୍ ସଫଳତା ।

କନକ ବ୍ୟୁରୋ: ଚତୁର୍ଥ ଟେଷ୍ଟ ଜିତିବାକୁ ଟିମ୍ ଇଣ୍ଡିଆ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ । ରାଞ୍ଚି ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇଂନିସରେ ୧୪୫ ରନ୍ କରି ଅଲଆଉଟ୍ ହେବା ପରେ ଭାରତକୁ ବିଜୟ ପାଇଁ ୧୯୨ ରନର ଲକ୍ଷ୍ୟ ମିଳିଛି । ତେବେ ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ଥିବାରୁ, ଏହି…
Read More...

ପଦାର୍ପଣ ମ୍ୟାଚରେ ଚମକ ଦେଖାଇଲେ ଆକାଶଦୀପ । ପ୍ରଥମରୁ ୩ଟି ୱିକେଟ ନେଇ ଇଂଲଣ୍ଡକୁ କଲେ ନାକେଦମ ।

କନକ ବ୍ୟୁରୋ : ପ୍ରଥମ ପର୍ଦାପଣରେ ରାଞ୍ଚିରେ ଚମକିଲେ ଆକାଶଦୀପ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଆରମ୍ଭରୁ ନିଜର ଘାତକ ବୋଲିଂ ଦେଖାଇଛନ୍ତି ଆକାଶଦୀପ । ଇଂଲଣ୍ଡର ଟପ-୩ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇବାରେ ସକ୍ଷମ ହୋଇଛନ୍ତି ଆକାଶଦୀପ । ବେନ ଡକେଟ, ଓଲି ପୋପ ଓ ଜ୍ୟାକ କ୍ରାଉଲିଙ୍କ ୱିକେଟ…
Read More...

ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜର ଆଜି ୪ର୍ଥ ମ୍ୟାଚ୍ । ବୁମରାଙ୍କ ବିନା ପଡିଆକୁ ଓହ୍ଲାଇବ ରୋହିତ ବାହିନୀ ।

କନକ ବ୍ୟୁରୋ: ବିନା ବୁମରାହରେ ଓହ୍ଲାଇବ ଟିମ୍ ଇଣ୍ଡିଆଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଆଜି ରାଂଚିରେ ଖେଳାଯିବ । ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଖେଳାଯାଇଥିବା ୩ଟି ଟେଷ୍ଟରେ ୨-୧ରେ ଆଗୁଆ ରହିଛି । ଏଭଳି ସ୍ଥିତିରେ ଭାରତୀୟ ଦଳ ଆଜିଠାରୁ ଆରମ୍ଭ…
Read More...

କଟକରେ ଖେଳାଯାଇପାରେ ଆଇପିଏଲ ମ୍ୟାଚ୍ । ବାରବାଟୀରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିପାରେ ମ୍ୟାଚ୍ ।

କନକ ବ୍ୟୁରୋ : ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇ ଁ ଖୁସିଖବର । କଟକରେ ଖେଳାଯାଇପାରେ ଆଇପିଏଲ ମ୍ୟାଚ୍ । ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ୨ଟି ମ୍ୟାଚ୍ ପୁନେ ଓ କଟକରେ ଖେଳିପାରେ । ଏନେଇ ଏଏନଆଇ ପକ୍ଷରୁ ସୂଚନା ମିଳିଛି । ମହିଳା ପ୍ରିମିୟର ଲିଗ୍ ପରେ ପରେ ଆଇପିଏଲ ଖେଳାଯିବାକୁ ଥିବାରୁ…
Read More...

ଗୁଜୁରାଟ ଟାଇଟନ୍ସକୁ ଝଟକା, ୨୦୨୪ ଆଇପିଏଲ ଖେଳିବେନି ମହମ୍ମଦ ସାମି!  ଜାଣନ୍ତୁ କାହିଁକି? 

କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ବଡ ଝଟକା । ଆଇପିଏଲ ୨୦୨୪ରେ ଖେଳିବେନି ସାମି । ବାମ ପଟ ଗୋଡରେ ଆଘାତ କାରଣରୁ ସାମି ପୂରା ଆଇପିଏଲରୁ ବାଦ୍ ପଡିଛନ୍ତି । ଏବେ ସାମିଙ୍କୁ ବ୍ରିଟେନରେ ସର୍ଜରୀର ଆବଶ୍ୟକତା ରହିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।…
Read More...

ଭାରତର ଭୂସ୍ୱର୍ଗରେ କ୍ରିକେଟ୍ ଖେଳିଲେ ସଚିନ୍ । ସେୟାର କଲେ ଏହି ଭିଡିଓ…

କନକ ବ୍ୟୁରୋ: ପୁଣି ଚାଲିଲା ସଚିନଙ୍କ ବ୍ୟାଟ୍ । କିନ୍ତୁ ଏଥର ପଡିଆରେ ନୁହେଁ ରାସ୍ତା ଉପରେ କ୍ରିକେଟ ଖେଳିଲେ ସଚିନ । କାଶ୍ମୀର ଗୁଲମାର୍ଗରେ ସ୍ଥାନୀୟ ଲୋକଙ୍କ ସହ କ୍ରିକେଟ ଖେଳିଛନ୍ତି ମାଷ୍ଟର ବ୍ଲାଷ୍ଟର ଆଉ ଛକା, ଚୌକା ବର୍ଷା ମଧ୍ୟ କରିଛନ୍ତି । ବୋଲରଙ୍କୁ ଆଉଟ୍ କରିବାକୁ ଚ୍ୟାଲେଞ୍ଜ ଦେଇ…
Read More...

ଆଇପିଏଲ ୨୦୨୪ ପାଇଁ ଆଜି କାର୍ଯ୍ୟସୂଚୀ ଜାରି କରିପାରେ ବିସିସିଆଇ । ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଇପାରେ…

କନକ ବ୍ୟୁରୋ : ଆଜି ଆଇପିଏଲ ୨୦୨୪ ପାଇଁ ଆସିପାରେ କାର୍ଯ୍ୟସୂଚୀ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ପର୍ଯ୍ୟାୟରେ ଆଇପିଏଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିପାରେ ବିସିସିଆଇ । ପ୍ରଥମ ମ୍ୟାଚ୍ ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଦେଖିବାକୁ ପାଇପାରନ୍ତି କ୍ରିକେଟପ୍ରେମୀ । ୨୨…
Read More...

ଅଡୁଆରେ ଆଇପିଏଲ୍ ଖେଳାଳି ଅଭିଷେକ ଶର୍ମା । ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣାରେ ନୋଟିସ୍ କଲା ସୁରଟ ପୋଲିସ ।

କନକ ବ୍ୟୁରୋ: ଗୁଜରାଟ ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣାରେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା । ଆଇପିଏଲ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପଚରା-ଉଚରା ପାଇଁ ନୋଟିସ୍ ଜାରି କରିଛି ସୁରଟ ପୋଲିସ । ତାନିଆଙ୍କ ଆତ୍ମହତ୍ୟା ଘଟଣାର ପ୍ରାରମ୍ଭିକ…
Read More...