Browsing Category

ଖେଳ

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଂଶସକଙ୍କ ପାଇଁ ଖୁସି ଖବର । ଋଷଭ ପନ୍ତଙ୍କୁ ମିଳିଲା ଗ୍ରୀନ୍ ସିଗନାଲ, ଖୁବଶୀଘ୍ର ମୈଦାନରେ…

କନକ ବ୍ୟୁରୋ : ଆଇପିଏଲକୁ ଆଉ ମାତ୍ର ୧୦ ଦିନ ବାକି ଥିବା ବେଳେ ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଂଶସକଙ୍କ ପାଇଁ ଆସିଛି ଖୁସି ଖବର । ଆଇପିଏଲର ଚଳିତ ସିଜିନରେ ପୁଣିଥରେ ବିଧ୍ୱଂସୀ ବ୍ୟାଟର ଋଷଭ ପନ୍ତଙ୍କୁ ମୈଦାନରେ ଦେଖିବାକୁ ମିଳିବ । ଏନେଇ ଏନସିଏ ପକ୍ଷରୁ ଋଷଭଙ୍କୁ ଫିଟନେସ…
Read More...

ପୁଣି ଟିମ୍ ଇଣ୍ଡିଆର ବିରଳ ରେକର୍ଡ । ଆଇସିସି ରାଙ୍କିଙ୍ଗରେ ତିନିଟି ଯାକ ଫର୍ମାଟରେ ଏକ ନମ୍ବର ।

କନକ ବ୍ୟୁରୋ: ଇଂଲଣ୍ଡ ବିରୋଧରେ ସିରିଜ୍ ଜିତି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଏହାସହ ପୁଣି କ୍ରିକେଟର ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ନମ୍ବର ୱାନ ପାଲଟିଛି । ଟେଷ୍ଟରେ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ…
Read More...

ଟେଷ୍ଟ ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା କରିବ ବିସିସିଆଇ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଅତିରିକ୍ତ ଟଙ୍କା?

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ୪-୧ରେ ଟେଷ୍ଟ ସିରିଜ ଜିତିବା ପରେ ଭାରତୀୟ ଖେଳାଳୀଙ୍କ ପାଇଁ ବଡ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ମ୍ୟାଚ୍ ଖେଳୁଥିବା କ୍ରିକେଟରଙ୍କ ପାଇଁ ଟେଷ୍ଟ କ୍ରିକେଟ ଇନସେନଟିଭ ସ୍କିମ ଆରମ୍ଭ କରିଛି ବିସିସିଆଇ । ଯେଉଁ ଯୋଜନା ଅନୁଯାୟୀ ଟେଷ୍ଟ କ୍ରିକେଟ ଖେଳୁଥିବା…
Read More...

ଭାରତୀୟ ଟିମକୁ ଝଟକା । ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଆସିଲା ବଡ ଖବର । ଟୁଇଟ୍ କରି ବଡ ସୂଚନା ଦେଲା ବିସିସିଆଇ ।

କନକ ବ୍ୟୁରୋ: ଧର୍ମଶାଳାରେ ଜାରି ରହିଛି ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ । ଏହି ମ୍ୟାଚରେ ଭାରତ ପ୍ରଥମ ଇଂନିସରେ ଦମଦାର ବ୍ୟାଟିଂ କରିବା ପରେ, ଇଂଲଣ୍ଡ ଟିମକୁ ମଧ୍ୟ ଦ୍ୱିତୀୟ ଇଂନିସରେ ଝଟକା ଦେଇଛି । ହେଲେ ଏହାରି ଭିତରେ କିନ୍ତୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର କ୍ୟାପଟେନ୍ ରୋହିତ…
Read More...

ରୋହିତ ଓ ଶୁଭମନଙ୍କ ଶତକ । ଧର୍ମଶାଳା ଟେଷ୍ଟରେ ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ, ୪୬ ରନର ଅଗ୍ରଣୀ ନେଇ ବିଶାଳ ସ୍କୋର…

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ୫ମ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଭାରତ ୪୬ ରନର ଅଗ୍ରଣୀ ନେଇଛି । ଏବେ ବି ଟିମ୍ ଇଣ୍ଡିଆ ହାତରେ ୯ ୱିକେଟ ଥିବା ବେଳେ ବଡ ସ୍କୋର ଅଭିମୁଖେ ଆଗକୁ ବଢୁଛି ଭାରତ । ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ଶତକ…
Read More...

ଆଜିଠୁ ଧର୍ମଶାଳାରେ ଭାରତ-ଇଂଲଣ୍ଡ ପଂଚମ ଟେଷ୍ଟ । ୩-୧ରେ ସିରିଜ୍ ଅଗ୍ରଣୀ ରହିଛି ଘରୋଇ ଦଳ

କନକ ବ୍ୟୁରୋ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପଂଚମ ମ୍ୟାଚ୍ ଆଜିଠାରୁ ଧର୍ମଶାଳାରେ ଖେଳାଯିବ । ଏହି ସିରିଜରେ ଟିମ୍ ଇଣ୍ଡିଆ ୩-୧ରେ ଅଗ୍ରଣୀ ହାସଲ କରିସାରିଛି । ଏବେ ଧର୍ମଶାଳାରେ ବିଜୟ ହେଲେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଂଟ ଟେବୁଲରେ ମଧ୍ୟ ନିଜର ସ୍ଥିତି ସୁଦୃଢ଼…
Read More...

ବିବାଦ ଭିତରେ ଘରୋଇ କ୍ରିକେଟକୁ ପ୍ରଶଂସା କରି ସଚିନଙ୍କ ପୋଷ୍ଟ । କହିଲେ ଜାତୀୟ ଖେଳାଳୀ ରଣଜୀ ଖେଳିଲେ ସୃଷ୍ଟି ହେବେ…

କନକ ବ୍ୟୁରୋ : ଇସାନ କିଶାନ ଓ ଶ୍ରେୟସ୍ ଆୟର ରଣଜୀ ନଖେଳିବାକୁ ନେଇ ଆରମ୍ଭ ହୋଇଥିବା ବିବାବ ଥମିନଥିବା ବେଳେ ଏହା ଉପରେ ସଚିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଆସିଛି । ସଚିନ କହିଛନ୍ତି ଯେତେବେଳେ ଭାରତୀୟ ଦଳର ଖେଳାଳୀ ରଣଜୀ ମ୍ୟାଚ ଖେଳନ୍ତି, ସେତେବେଳେ ଖେଳର ମହତ୍ୱ ବଢିଯାଏ । ଏବଂ ମ୍ୟାଚ…
Read More...

ଜୁନରେ ମ୍ୟାଚ୍, ଏବେଠୁ ଟିକେଟ ଶେଷ । ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଜବରଦସ୍ତ କ୍ରେଜ, ଟିକେଟ…

କନକ ବ୍ୟୁରୋ : ଆସନ୍ତା ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବ ଟି-୨୦ ବିଶ୍ୱକପ । ୫ ଜୁନରୁ ଭାରତ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆୟର୍ଲାଣ୍ଡ ବିପକ୍ଷରେ ଆରମ୍ଭ କରିବ । ସେହିଭଳି ଦ୍ୱିତୀୟ ମୁକାବିଲା ୯ ଜୁନରେ ଖେଳାଯିବ । ଯେଉଁ ମ୍ୟାଚ୍ ଉପରେ ବିଶ୍ୱ କ୍ରିକେଟପ୍ରେମୀଙ୍କର ନଜର…
Read More...

ବ୍ୟାଡମିଣ୍ଟନରୁ ସନ୍ନ୍ୟାସ ନେଲେ ସାଇ ପ୍ରଣୀତ । ବିଶ୍ୱ ଚାମ୍ପିୟନସିପରେ ରଚିଥିଲେ ଇତିହାସ । ଭାରତ ପାଇଁ ଆଣିଥିଲେ…

କନକ ବ୍ୟୁରୋ: ବ୍ୟାଡମିଣ୍ଟନରୁ ସନ୍ନ୍ୟାସ ନେଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ବି ସାଇ ପ୍ରଣୀତ । ୩୧ ବର୍ଷୀୟ ଏହି ଖେଳାଳି ସୋମବାର ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ସାଇ ପ୍ରଣୀତ ହେଉଛନ୍ତି ସେହି ଖେଳାଳି, ଯିଏକି ୨୦୧୯ ମସିହାରେ ବିଶ୍ୱ ଚାମ୍ପିୟନସିପରେ ଇତିହାସ ରଚିବା ସହିତ…
Read More...

ଚର୍ଚ୍ଚା ବଢାଇଲା ଧୋନୀଙ୍କ ଫେସବୁକ୍ ପୋଷ୍ଟ । ନୂଆ ରୋଲରେ ନଜର ଆସିବେ କ୍ୟାପଟେନ୍ କୁଲ୍!

କନକ ବ୍ୟୁରୋ: ନୂଆ ରୋଲରେ ନଜର ଆସିବେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ନୂଆ ସିଜିନ୍ ସହିତ ନୂଆ ରୋଲରେ ଧୋନୀଙ୍କୁ ଦେଖିବାକୁ ମିଳିବ । ଧୋନୀ ନିଜର ଫେସବୁକ୍ ପୋଷ୍ଟରେ ନିଜର ନୂଆ ରୋଲ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ନୂଆ ସିଜିନରେ ଧୋନୀ କେଉଁ ନୂଆ…
Read More...