Browsing Category

ସ୍ପେଶାଲ୍ ରିପୋର୍ଟ

ଭୋକରୁ ଭକ୍ତି ! ଭଗବାନ ସିନା ଆଖି ନେଇଗଲେ, ହେଲେ ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ପାଇଁ ହାତପାତି ମନ୍ଦିର ତିଆରି କଲେ…

କନକ ବ୍ୟୁରୋ : ଦୃଷ୍ଟିଶକ୍ତି ନାହିଁ ତଥାପି ଜୀବନରେ ହାର ମାନି ନାହାନ୍ତି । ଦୃଷ୍ଟି ଶକ୍ତି ହରାଇ ଥିବା ଲୋକକୁ କାମ କିଏ ଅବା ଦବ । ତଥାପି ଭାଙ୍ଗିପଡ଼ିନାହାନ୍ତି କୈଳାଶ । ପ୍ରତିଦିନ ଭିକ୍ଷା ମାଗି ଚଳନ୍ତି । ଏହି ଭିକ୍ଷା ମଗା ଟଙ୍କାରେ ନିଜେ ଚଳିବା ସହ ଗାଁରେ ଗଢ଼ିଛନ୍ତି ତ୍ରିନାଥ ମନ୍ଦିର ।…
Read More...

ମୁଁ ଫାଶୀ ଦଉଡ଼ିି… । ନିର୍ଭୟା ନରପିଶାଚଙ୍କୁ ନିପାତ କରିବାକୁ ମୁଁ ଚାହିଁ ବସିଛି, ସମୟ ଆସିଲେ କଲବଲ କରି ଗଳା…

କନକ ବ୍ୟୁରୋ : ମୁଁ ଫାଶୀ ଦଉଡ଼ି । ବିହାର ବକ୍ସର ଜେଲରେ ଥିବା କଏଦୀମାନେ ମୋତେ ତିଆରି କରିଛନ୍ତି । ସେମାନେ ବର୍ଷବର୍ଷ ଧରି ଏମିତି ଫାଶୀ ଦଉଡି ତିଆରି କରନ୍ତି । ସାରା ଦେଶରେ ଦୋଷୀଙ୍କୁ ଦିଆଯାଉଥିବା ଫାଶୀକୁ କାର୍ଯ୍ୟକାରୀ କରିବା ପାଇଁ ବକ୍ସର ଜେଲରୁ ହିଁ ମୋର ଜନ୍ମ । ମୋର ଉଦ୍ଦେଶ୍ୟ…
Read More...

ସାତ ବର୍ଷ ପରେ ବି ସୈତାନଙ୍କୁ ମିଳୁନି ସଜ୍ଜା ! ୧୬ ଡିସେମ୍ବର ୨୦୧୨ରୁ ୩୧ ଜାନୁୟାରୀ ୨୦୨୦, ଜାଣନ୍ତୁ ନିର୍ଭୟାକାଣ୍ଡର…

କନକ ବ୍ୟୁରୋ : ତାରିଖ ପରେ ତାରିଖ ବଦଳୁଛି, ନ୍ୟାୟ ପାଇଁ ବର୍ଷ ବର୍ଷ ଗଡିଚାଲିଛି । ୧୬ ଡିସେମ୍ବର ୨୦୧୨ରୁ ୩୧ ଜାନୁଆରୀ ୨୦୨୦ । ନିର୍ଭୟାର ସର୍ବନାଶ କରିଥିବା ସୈତାନଙ୍କୁ ସଜ୍ଜା ଦେବାକୁ ୭ ବର୍ଷ ବିତିସାରିଲାଣି । ହେେଲେ ଏବେବି ନ୍ୟାୟ ପାଇଁ କେବଳ ଅପେକ୍ଷା ହିଁ କରିବାକୁ ପଡୁଛି । ଆଜି ବି…
Read More...

ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର ! ଜାରି ହେଲା ‘କ୍ଲିୟର ହିଷ୍ଟ୍ରି’ ବଟନ୍, ଆପଣଙ୍କୁ ମିଳିବ ଅନେକ ଫାଇଦା ।

କନକ ବ୍ୟୁରୋ : ଫେସବୁକ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ୟୁଜର୍ସଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛି ଫେସବୁକ । ଯଦି ଆପଣ ଫେସବୁକ ବ୍ୟବହାର କରୁଛନ୍ତି, ତେବେ ଏଣିକି ଆପଣ ଆପଣଙ୍କ ବ୍ରାଉଜିଙ୍ଗ ହିଷ୍ଟ୍ରି ଡିଲିଟ୍ କରିପାରିବେ । ଆଉ ଏଥିପାଇଁ ଆପଣଙ୍କୁ ଏକ ପ୍ରୋସେସ୍…
Read More...

ନିର୍ଭୟାଙ୍କୁ କ’ଣ ନ୍ୟାୟ ନାହିଁ? ନୀରିହ ଝିଅ ନିର୍ଭୟାର ସର୍ବନାଶ କରିଥିବା ସୈତାନଙ୍କୁ ସଜ୍ଜା ଦେବାକୁ ଗଡିଲାଣି ୭…

କନକ ବ୍ୟୁରୋ : ନିର୍ଭୟାଙ୍କୁ କ’ଣ ନ୍ୟାୟ ନାହିଁ ? ଏ ପ୍ରଶ୍ନ ଆମର ନୁହେଁ, ସାରା ଭାରତ ବର୍ଷରେ ଆଜି ଏମିତି କିଛି ପ୍ରଶ୍ନ ଗୁଞ୍ଜରିତ ହେଉଛି । ନୀରିହ ଝିଅ ନିର୍ଭୟାର ସର୍ବନାଶ କରିଥିବା ସୈତାନଙ୍କୁ ସଜ୍ଜା ଦେବାକୁ ୭ ବର୍ଷ ବିତିସାରିଲାଣି । ଏବେ ବି ଗଡିଚାଲିଛି ତାରିଖ ପରେ ତାରିଖ ।…
Read More...

ମଜାଳିଆ ଢଙ୍ଗରେ ଖାନ୍ ସାହାବ୍ ଙ୍କ ଚାଲାଣ କାଟିଦେଲେ ପୁଣେ ପୋଲିସ୍ : ଟ୍ୱିଟରରେ ଲେଖିଲେ , “ଏସେ କେସେ ଚଲେଗା ଖାନ୍…

ନିଜର ମଜାଳିଆ ଟ୍ୱିଟ୍ ପାଇଁ ପରିଚିତ ହୋଇଥିବା ପୁଣେ ପୋଲିସ୍ ପୁଣିଥରେ ସୋସିଆଲ୍ ମିଡିଆରେ ଧମାଲ୍ ମଚାଇଛନ୍ତିି । ଗୋଟିଏ ମଟରସାଇକେଲ୍ ର ଚାଲାଣ କାଟିଥିବା ବେଳେ ପୋଲିସ୍ ଟ୍ୱିଟରରେ ଲେଖିଥିଲେ , “ଏସେ କେସେ ଚଲେଗା ଖାନ୍ ସାହାବ୍”? ମଜାର କଥା ହେଉଛି ୟୁଜର୍ ଯେଉଁ ଫଟୋ ଟ୍ୱିଟରରେ ସେୟାର୍…
Read More...

ପ୍ରତିଦ୍ୱନ୍ଦୀଙ୍କୁ ସମ୍ମାନ : ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି , ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ…

ବ୍ୟବସାୟୀ କ୍ଷେତ୍ରରେ ଦୁହେଁ ପରସ୍ପର ପ୍ରତିଦ୍ୱନ୍ଦୀ । ତାହା କିନ୍ତୁ ସେମାନଙ୍କ ଭିତରେ ପରସ୍ପର ପ୍ରତି ରହିିଥିବା ସମ୍ମାନବୋଧକୁ ପ୍ରଭାବିତ କରିପାରିନାହିଁ । ଭାରତୀୟ ବ୍ୟବସାୟୀ ଜଗତର ଏହି ଦୁଇ ମହାନ ଉଦ୍ୟୋଗୀ ହେଉଛନ୍ତି ଟାଟା ଗ୍ରୁପର ମୁଖ୍ୟ ରତନ ଟାଟା ଓ ଇନଫୋସିସର ସହ ପ୍ରତିଷ୍ଠାତା ଏନ…
Read More...

ଜୀବନ ବଞ୍ଚାଇଦେଲା ଆପଲ୍ ସ୍ମାର୍ଟୱାଚ୍ : ବାରମ୍ବାର ଆଲର୍ଟର ସିଗନାଲ୍ ରେ ବଂଚିଗଲା ୨୦ ବର୍ଷର ଜଣେ ଯୁବକଙ୍କ ଜୀବନ ।

ବଜାରରେ ଆପଲ୍ ସ୍ମାର୍ଟୱାଚ୍ ର ଖୁବ୍ ଚାହିଦା ରହିଛି । ଏହାର ଦାମ୍ ଗ୍ରାହକଙ୍କ ପକେଟ୍ ଉପରେ ଭାରି ପଡୁଥିଲେ ମଧ୍ୟ ଲୋକଙ୍କ ପ୍ରଥମ ପସନ୍ଦ ଆପଲ୍ ହିଁ ପାଲଟିଛି । ବଡ଼ କଥା ହେଉଛି ଘଣ୍ଟାର ଦାମ୍ ଅଧିକ ଥିଲେ ମଧ୍ୟ କାହାର ଜୀବନ ଠାରୁ ଅଧିକ ମୂଲ୍ୟ ନୁହେଁ । ଏହାର ଉଦାହରଣ ଦେଇଛି ଏହି…
Read More...

ବସନ୍ତ ପଞ୍ଚମୀ ଅବସରରେ ଧରାପୃଷ୍ଠର କୋଳମଣ୍ଡନ କରିଥିଲେ ମା’ ବାଗଦେବୀ ! ଜାଣନ୍ତୁ ପୁରାଣ ଅନୁସାରେ କିଭଳି ହୋଇଥିଲା…

ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କ ଆଜ୍ଞା ଅନୁସାରେ ଯେତେବେଳେ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ ସେତେବେଳେ ପୃଥିବୀ ସମ୍ପୁର୍ଣ୍ଣ ରୁପେ ନିର୍ଜନ ଥିଲା । ଚାରିଆଡେ ଉଦାସୀନତାର ବାତାବରଣ ଥିଲା । ଏହି ଉଦାସୀନତାକୁ ଦୂର କରିବା ପାଇଁ ବ୍ରହ୍ମା ନିଜ କମଣ୍ଡଳରୁ ପାଣି ଛିଞ୍ôଚବା ଆରମ୍ଭ…
Read More...

ସତ ନା ଗୁଜବ : ସାପ ଗିଳିଲା ଏକେ-୪୭ ବନ୍ଧୁକ ! ସୋସିଆଲ୍ ମିିଡିଆରେ ଝଡ଼ ପରି ଭାଇରାଲ୍ ହେଉଛି ଫଟୋ । 

ସମଗ୍ର ଦୁନିଆରେ ସାପମାନଙ୍କର ବିଭିନ୍ନ ପ୍ରଜାତି ଥିବା ଦେଖିବାକୁ ମିଳିଥାଏ। କିନ୍ତୁ ସମୟସମୟରେ ସାପମାନଙ୍କର ଏମିତି କିଛି ଫଟୋ ସାମ୍ନାକୁ ଆସିଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏହି କ୍ରମରେ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋକୁ ଦେଖି ବ୍ୟବହାରକାରୀ…
Read More...