Browsing Category

ସ୍ପେଶାଲ୍ ରିପୋର୍ଟ

ଇଣ୍ଡୋନେସିଆ ଇସ୍କରେ ବାଟବଣା ହେଲେ ବଲାଙ୍ଗୀର ପୁଅ : ପ୍ରେମ ଆଗରେ ହାରିଗଲା ସୀମା ସରହଦ, ମାଧ୍ୟମ ପାଲଟିଲା ସବୁବେଳେ…

କନକ ବ୍ୟୁରୋ : ପ୍ରେମ ସପ୍ତାହରେ ପ୍ରେମରେ ଉବୁଟୁବୁ ହେଉଛନ୍ତି ପ୍ରେମପକ୍ଷୀ । କିଏ ଫୁଲ ଦେଇ, ଆଉ କିଏ ଚକୋଲେଟ୍ ଦେଇ ପୁଣି ଆଉ କିଏ ହ୍ୱାଟସଆପ୍, ଫେସବୁକରେ ଭାବର ଆଦାନ ପ୍ରଦାନ କରୁଛନ୍ତି । ଯୁଗ ବଦଳିଛି ସିନା ପ୍ରେମର ପରିଭାଷା ବଦଳିନି । ପ୍ରେମ ପାଇବାରେ ଥାଏ, ଥାଏ ବି ହରାଇବାରେ । ପ୍ରେମ…
Read More...

ରାଜସ୍ଥାନର “ପଗଡ଼ି ରାଜା” : ଆଖି ପିଛୁଳାକେ ୧୩୫ ପ୍ରକାର ପଗଡ଼ି ବାନ୍ଧି ରେକର୍ଡ କରିଛନ୍ତି ରାଜସ୍ଥାନର ଏହି ପଗଡି…

ରାଜସ୍ଥାନର ପରିଚୟ ହେଉଛି ପଗଡି । ଏଠାରେ ବିଭିନ୍ନ ରଙ୍ଗ ବେରଙ୍ଗର ପଗଡି ଦେଖିବାକୁ ମିଳେ । ଏଠାକାର ବାସିନ୍ଦାଙ୍କ ପାଇଁ ଆନ-ବାନ-ଶାନ ହେଉଛି ପଗଡି । ଯାହାକି ସାରା ଦୁନିଆକୁ ଆକର୍ଷିତ କରିଥାଏ । ବିକାନେରରେ ଜଣେ ଏଭଳି କଳାକାର ଅଛନ୍ତି, ଯିଏକି ପଗଡି ବାନ୍ଧିବା କଳାରେ ନିପୁଣ ଅଟନ୍ତି ।…
Read More...

ସାପକୁ ଖାଇଲା ବେଙ୍ଗ । ଦୁନିଆର ସବୁଠୁ ଅଧିକ ବିଷଧର ସାପକୁ ଜୀଅନ୍ତା ଚୋବାଇ ଖାଇଗଲା ବେଙ୍ଗ !

କନକ ବ୍ୟୁରୋ : ଆପଣ ଛୋଟବେଳୁ ଶୁଣିଆସୁଥିବେ କିମ୍ବା ଅନେକ ଥର ଦେଖିଥିବେ ସାପ ବେଙ୍ଗକୁ ଖାଇଥାଏ । କିନ୍ତୁ କେବେ ଏମିତି ଶୁଣିଛନ୍ତି କି, ବେଙ୍ଗ ସାପକୁ ଖାଏ । ସିଏ ପୁଣି ଏମିତି ସେମିତି ସାପ ନୁହେଁ, ଦୁନିଆର ତୃତୀୟ ସବୁଠାରୁ ଅଧିକ ବିଷଧର ସାପ । ଆପଣ ଭାବୁଥିବେ ଏହା କେମିତି ସମ୍ଭବ ହେଲା ।…
Read More...

ପ୍ରେମ ସପ୍ତାହରେ ମାତାପିତାଙ୍କ ପ୍ରତି ପ୍ରେମ ଦେଖାଇଲେ ଶିଶୁ : ଆୟୋଜନ ହେଲା ସାମୂହିକ ମାତୃ-ପିତୃ ପୂଜନ ଦିବସ ,…

ବର୍ତ୍ତମାନ ଭାଲେଣ୍ଟାଇନ୍ ଡ଼େ ସପ୍ତାହ ଚାଲିଥିବା ବେଳେ ପ୍ରେମୀଯୁଗଳ ପରସ୍ପରକୁ ଭେଟି,ଫୁଲ ଦେଇ ପ୍ରେମ ନିବେଦନ କରୁଛନ୍ତି । ପ୍ରେମର ଏହି ସପ୍ତାହରେ କିନ୍ତୁ ଶ୍ରୀଗଙ୍ଗାନଗରର ଯୁବପିଢୀ ପାଶ୍ଚାତ୍ୟ ସଂସ୍କୃତି ବଦଳରେ ଭାରତୀୟ ସଂସ୍କୃତି ତଥା ସନାତନ ଧର୍ମକୁ ଜାଗୃତ କରିବା ପାଇଁ ସାମୁହିକ ରୁପରେ…
Read More...

ଭୁତାଣୁ ବ୍ୟାପିବା ଭ୍ରମରେ ଆତ୍ମହତ୍ୟା ! ମୁତ୍ରାଶୟ ଇନଫେକସନ୍ କୁ ଭୁଲ୍ ରେ କରୋନା ଭୁତାଣୁ ଭାବି ଆତ୍ମହତ୍ୟା କଲେ…

କରୋନା ଭାଇରସ୍ ର ଭୟ ଏବେ ଲୋକଙ୍କ ମନରେ ଏଭଳି ଭାବେ ଘର କରିସାରିଲାଣି ଯେ ଏହାର କିଛି ଲକ୍ଷଣ ଦେଖାଯିବା କ୍ଷଣି ହିଁ ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଭାଇରସ୍ ବ୍ୟାପିବା ଭୟରେ ଆତ୍ମହତ୍ୟା କରୁଛନ୍ତି ଲୋକେ । ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଏଭଳି ଏକ ଖବର ଆସିଛି ।…
Read More...

କାୟା ବିସ୍ତାର କରୁଛି କରୋନା : ୧୧୦୦ ଙ୍କ ମୁଣ୍ଡ ନେଲାଣି ଭାଇରସ୍ , କରୋନା ପ୍ରସୂତିଙ୍କ ଠାରୁ ଜନ୍ମନେଲା ସୁସ୍ଥ ଶିଶୁ…

କରୋନା ଭାଇରସ ନାମ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି। ମୃତ୍ୟୁର ଭୟ ଲୋକଙ୍କୁ ଘାରୁଛି। ଏହି ସମୟରେ କରୋନା ଭାଇରସରେ ଆକ୍ରାନ୍ତ ଚୀନର ଜଣେ ମହିଳା ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଶିଶୁଟିର ଓଜନ ୩.୫ କେଜି ରହିଛି। ନବଜାତ ଶିଶୁଟିର କରୋନା ଭାଇରସ ପରୀକ୍ଷା କରାଯାଇଥିଲା।…
Read More...

କରୋନା ପାଇଁ କଠୋର ହୋଇପଡିଛି ଚୀନ୍ : ସଂନ୍ଦିଗ୍ଧଙ୍କୁ ବାକ୍ସରେ ପୁରାଇ ଟ୍ରକ୍ ରେ ବୋହି ନେଉଛି ଚୀନ୍ ପ୍ରଶାସନ ।

କରୋନା ଭାଇରସ୍ କୁ ଦେଶରୁ ଦୂରେଇବା ପାଇଁ ଚୀନ୍ ସବୁ ଉପାୟକୁ ଆପଣାଉଛି । ୯୦୦ ଜୀବନ ନେଇଥିବା କରୋନା ବର୍ତ୍ତମାନ ୪୦,୧୭୧ ଲୋକଙ୍କୁ ସଂକ୍ରମଣ କଲାଣି । ଏତଦ୍ ବ୍ୟତୀତ ୧୮୭,୫୧୮ ଜଣ ଲୋକ ଚିକିତ୍ସକଙ୍କ ନଜରରେ ରହିଛନ୍ତି । ଏଭଳି ସ୍ଥିତିରେ ଚୀନ୍ ରୁ କିଛି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍…
Read More...

ବାପା ବିକ୍ରି କରନ୍ତି ପରିବା , ଏରୋନେଟିକ୍ ଇଞ୍ଚିନିୟରିଂ ପରୀକ୍ଷାରେ ଟପ୍ କରି ପରିବାର ପାଇଁ ଗର୍ବ ଆଣିଦେଲା ଝିଅ ।…

ଆତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ । ଏକଥା ପ୍ରମାଣ କରି ଦେଖାଇଛନ୍ତି ଜଣେ ପରିବା ବିକାଳିଙ୍କ ଝିଅ । କର୍ଣ୍ଣାଟକରେ ରହୁଥିବା ଲଳିତାଙ୍କ ପିତା ପେସାରେ ହେଉଛନ୍ତି ଜଣେ ପରିବା ବିକାଳି । ପରିବା ବିକି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ତେବେ…
Read More...

ଦୌଡ ପ୍ରତିଯୋଗିତାରେ ଦିବ୍ୟାଙ୍ଗଙ୍କ କମାଲ୍ : ଭାରତର ପ୍ରଥମ ଦୃଷ୍ଟିହୀନ ବ୍ୟକ୍ତି ହାତେଇଲେ “ଆଇରନ୍ ମ୍ୟାନ୍” ର ଟାଇଟଲ୍…

ଦୃଷ୍ଟିହୀନ ହେଲେ ବି ସକ୍ଷମ । ନିଜର ଅଦ୍ୟମ ଚେଷ୍ଟା ଓ ଆତ୍ମବିଶ୍ୱାସ ତାଙ୍କୁ ସଫଳତାର ଶିଖରରେ ପହଁଚାଇଛି । ସେ ହେଉଛନ୍ତି ମହାରାଷ୍ଟ୍ର ଔରଙ୍ଗାବାଦର ବାସିନ୍ଦା ନିକେଲ ଦଲାଲ । ସାରା ଦେଶ ପାଇଁ ପ୍ରେରଣା ପାଲଟିଛନ୍ତି ୩୮ ବର୍ଷିୟ ନିକେଲ । ସେ ପ୍ରଥମ ଦୃଷ୍ଟିହୀନ ଭାରତୀୟ ଆଥଲେଟିକ୍ ଆଇରନ…
Read More...

ଏସି ଏବଂ ପରଫ୍ୟୁମ୍ ପାଇଁ ଅଧିକ ବ୍ୟାପୁଛି କରୋନା ଭାଇରସ୍ ! ସତର୍କ କଲେ ସରକାର । 

ଚୀନ୍ ରେ ୯୦୦ ଲୋକଙ୍କୁ ମାରିଥିବା ମହାମାରୀ କରୋନା ଏତେ ଭୟଙ୍କର କାହିଁକି? ଏହାର କାରଣ ଏହି ଭୁତାଣୁ ସିଧାସଳଖ ବାୟୁରେ ମିଶେ ଏବଂ ଏହି କାରଣରୁ ସିଙ୍ଗାପୁର ପ୍ରଶାସନ ଲୋକଙ୍କୁ ଅପିଲ୍ କରି କହିଛନ୍ତି ଯେ କରୋନା ଭାଇରସ୍ ରୁ ବଂଚିବା ପାଇଁ ସେମାନେ ଏସିକୁ ବନ୍ଦ ରଖନ୍ତୁ ଏବଂ ତାଜା ପବନ ପାଇଁ…
Read More...