Browsing Category

ସ୍ପେଶାଲ୍ ରିପୋର୍ଟ

ନିଷ୍ପାପ ଶିଶୁଙ୍କ ଚିକିତ୍ସା ପାଇଁ ସାତ ଦରିଆ ପାରିରୁ ସୋନୁଙ୍କୁ ଗୁହାରୀ କଲେ ବିଦେଶୀ । ଦୁଃଖ ଶୁଣି ରହିପାରିଲେନି…

କନକ ବ୍ୟୁରୋ: ଫିଲିପାଇନ୍ସରୁ ଭାରତ ଆଣିବି, ଦିଲ୍ଲୀରେ ଚିକିତ୍ସା କରାଇବି ସୋନୁ କେବଳ ଗୋଟେ ନାଁ ନୁହେଁ... ସମସ୍ତଙ୍କ ପାଇଁ ସାହା ଭରଷାର ସୂତ୍ରଧାର । କାରଣ ସୋନୁ ଥିଲେ ଅସମ୍ଭବ ବି ଲାଗେ ସମ୍ଭବ । ସେଥିପାଇଁ ତ ଏବେ ଶ୍ରମିକଙ୍କ ଭଗବାନ ବିଦେଶୀଙ୍କ ପାଇଁ ମଧ୍ୟ ଦେବଦୂତ ସାଜିଛନ୍ତି । ଦୂର…
Read More...

ତେଜରାତି ଦୋକାନରୁ ଦୁବାଇ ଯାତ୍ରା । ବାକି ଖାତାର ହିସାବ ଲେଖୁଥିଲେ, ଏବେ IPLରେ ରନର ହିସାବ ରଖିବେ ଓଡିଆ ପୁଅ । ଚଳିତ…

କନକ ବ୍ୟୁରୋ : ତେଜରାତି ଦୋକାନରୁ ଚକାଚକ ଷ୍ଟାଡିୟମ । ବାକି ଖାତା ହିସାବ ଲେଖୁଥିଲେ ଏବେ ପ୍ରତି ବଲର ସ୍କୋର ଲେଖିବେ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ମଣିଷଙ୍କ ବାବଦରେ କହିବୁ ଯିଏ ଜୀବନରେ ଅନେକ ସଂଘର୍ଷ ପରେ ପାଇଛନ୍ତି ବଡ ସଫଳତା । ରୋଜଗାର ପାଇଁ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ…
Read More...

ମାଟି ଖୋଳୁ ଖୋଳୁ ମିଳିଲା ରହସ୍ୟମୟ ଗୁମ୍ପା । ୧୫ ମିଟର ଲମ୍ବାର ଗୁମ୍ଫା ଭିତରେ ଦେଖାଗଲା ଧଳା ମୁଗୁନି ପଥରାକୃତିର…

ଆଧ୍ୟାତ୍ମିକତାକୁ ପ୍ରାଧାନ୍ୟ ଦେଉଥିବା ଦେଶ ହେଉଛି ଭାରତ । ଏହି ଦେଶର ପାଦେ ପାଦେ ଦେବାଦେବୀଙ୍କ ପୀଠ । ଭାରତରେ ଅନେକ ରହସ୍ୟମୟ ପୀଠ, ସ୍ତୁପ ଏବଂ ଗୁମ୍ଫାର କିମ୍ବଦନ୍ତୀ ରହିଛି ଯାହାର ସତ୍ୟତାକୁ ଖୋଜିବାକୁ ଗଲେ ଖାଲି ଦ୍ୱନ୍ଦର ଉତ୍ତର ମିଳିବ । ବର୍ତ୍ତମାନ ଏଭଳି ଏକ ରହସ୍ୟମୟୀ ଗୁମ୍ଫା…
Read More...

ଋଣ ସୁଝିଦେଲା ଛେଳି : ମୃତ ମାଲିକାଣୀଙ୍କ ହତ୍ୟାକାରୀକୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ପୁଲିସ୍ , ଅଭିଯୁକ୍ତକୁ ପୁଲିସ୍…

କନକ ବ୍ୟୁରୋ : ହତ୍ୟାକାରୀକୁ ଧରାଇ ଦେଲା ଛେଳି । ଅପରାଧୀକୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ପୋଲିସ । କିନ୍ତୁ ଶେଷରେ ଗୋଟିଏ ଛେଳି ହିଁ ପ୍ରକୃତ ଅପରାଧୀକୁ ପୋଲିସକୁ ଧରାଇ ଦେଇଛି । ହୁଏତ ଏହି ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯାଇଥିବେ । ସାଧାରଣତଃ ଆପଣ ଚିନ୍ତା କରୁଥିବେ କି…
Read More...

ସମୁଦ୍ର ମଝିରେ ବିଶାଳକାୟ ସାର୍କ ମୁହଁରେ ପଡ଼ିଲେ ପତ୍ନୀ : ନିଜ ଜୀବନକୁ ଖାତିର ନକରି ସାର୍କ ସହ ସଂଘର୍ଷ କଲେ , ମରଣ…

କନକ ବ୍ୟୁରୋ : ସ୍ୱାମୀ ଓ ସ୍ତ୍ରୀ । ଏ ଦୁଇଟି ଶଦ୍ଦରୁ ହିଁ ସ୍ପଷ୍ଟ ଜଣାପଡିଯାଏ ପ୍ରେମର ନିବିଡତା । ସମ୍ପର୍କର ପବିତ୍ର ସେତୁରେ ଦୁହେଁ ୭ ଜନ୍ମପାଇଁ ବନ୍ଧା । ଜନ୍ମଜନ୍ମର ସାଥି ହେବା ପାଇଁ ଅଗ୍ନିକୁ ବାହା ବେଦୀରେ ରଖନ୍ତୁ ସାକ୍ଷୀ । କିଏ କାହାକୁ ମୁହୂର୍ତ୍ତଟିଏ ବି ଛାଡିବା ପାଇଁ ଇଚ୍ଛା…
Read More...

କରୋନା କାଳରେ ଏହି ଦେଶରେ ଖୋଲିଲା ସ୍କୁଲ୍ : ସାମାଜିକ ଦୂରତା ଭିତରେ ଚାଲିଛି ପାଠପଢା । ସଂକ୍ରମଣକୁ ରୋକିବା ପାଇଁ…

କରୋନା ଭୁତାଣୁରେ ଏକପ୍ରକାର ସନ୍ତୁଳି ଯାଇଛି ପୁରା ବିଶ୍ୱ । ଲୋକ ଘରୁ ବାହାରିବାକୁ ଡ଼ରୁଛନ୍ତି । ଶିକ୍ଷାନୁଷ୍ଠାନ , କାର୍ଯ୍ୟାଳୟ , ସପିଂମଲ୍ ସବୁ ଯେମିତି ଠପ୍ ହୋଇପଡ଼ିଛି । ଅନଲାଇନ୍ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ବଳକା ପାଠ ପଢୁଛନ୍ତି କିନ୍ତୁ ଏଥିରେ ବି ଅନେକ ଅସୁବିଧା ଦେଖିôବାକୁ…
Read More...

ଏହି ଦେଶଭକ୍ତି କ୍ୟାମେରା ପାଇଁ ନୁହଁ , ତ୍ରିରଙ୍ଗାର ସମ୍ମାନ ପାଇଁ …  ଅସଲ ଦେଶଭକ୍ତିର ପ୍ରମାଣ ଦେଲେ ବୃଦ୍ଧା…

ଆଜିର ଡ଼ିଜିଟାଲ୍ ଯୁଗରେ ସମସ୍ତେ ସୋସିଆଲ୍ ମିଡ଼ିଆର ମାୟାଜାଲରେ ଫସି ରହୁଛନ୍ତି । ସମାଜର ବୁଦ୍ଧିଜୀବୀଙ୍କ କହିବାମୁତାବକ , ଆଜିକାଲିର ଦେଶଭକ୍ତି ଦେଖାଣିଆ ହୋଇଗଲାଣି । ପ୍ରତିବର୍ଷ ଭଳି ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଆସୁଛି-ଯାଉଛି , ଯୁବପିଢୀ ସୋସିଆଲ୍ ମିଡ଼ିଆରେ ପୋଷ୍ଟ୍ ପକାଇ ନିଜକୁ…
Read More...

ତ୍ରେତୟା ଯୁଗର ଜୀବନ୍ତ ଛବି ବର୍ଣ୍ଣନା କରିବ ଭବ୍ୟ ଶ୍ରୀରାମ ମନ୍ଦିର : “ଗୋପୁରମ୍‌” ନାମରେ ସ୍ଥାପିତ ହେବ ଚାରି ପ୍ରବେଶ…

ଅଗଷ୍ଟ ୫ ଭୂମିପୂଜନ ପରେ ଅଯୋଧ୍ୟାରେ ଦିବ୍ୟ ଅଲୌକିକ ରାମମନ୍ଦିରର ନିର୍ମାଣର ପରିକଳ୍ପନା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ମନ୍ଦିରର ପରିସର ରାମାୟଣ କାଳର ଚିତ୍ରିିତ ଦେଖିବାକୁ ଟ୍ରଷ୍ଟ ପକ୍ଷରୁ ଇଚ୍ଛାପ୍ରକାଶ କରାଯାଇଛି । ଏହାକୁ ଆଖିଆଗରେ ରଖି ମନ୍ଦିରକୁ ଏଭଳି ଢଙ୍ଗରେ ନିର୍ମାଣ କରାଯିବ…
Read More...

ପାଠ ପଢିବାକୁ ଯାଇ ଆମେରିକାରେ ଫସିଛନ୍ତି ଶହେ ଛାତ୍ରଛାତ୍ରୀ । ଘରକୁ ଫେରିବାକୁ ସୋନୁଙ୍କୁ କଲେ ଗୁହାରୀ । ସୁଦୂର…

କନକ ବ୍ୟୁରୋ: ସୋନୁ, ଅସହାୟଙ୍କ ଅନ୍ନଦାତା, ଶ୍ରମିକଙ୍କ ସାକ୍ଷାତ ଭଗବାନ ଆଉ ଦୁଃଖୀ ଦରିଦ୍ରଙ୍କ ଦେବଦୂତ । ମହାମାରୀ ସମୟରେ ମଣିଷପଣିଆର ମନ୍ଦିର ପାଲଟିଥିବା ସୋନୁ ସୁଦଙ୍କର ଏମିତି ଅନେକ ରୂପ ଦେଖିଆସୁଛି ଦେଶ । ଯିଏ ଯେଉଁଠିବି ସୋନୁଙ୍କୁ ନିଜ ସଂଘର୍ଷ ଜଣାଉଛି, ଦେବଦୂତ ସାଜି ଦୁଃଖ…
Read More...

୩୫ ବର୍ଷ ତଳର ପୁରୁଣା ଜୋତା କିନ୍ତୁ ଦାମ୍ ହେଉଛି ସାଢ଼େ ୪ କୋଟି । ସୁନା କି ରୂପା ନୁହେଁ ଆପଣ ପିନ୍ଧୁଥିବା ସାଧାରଣ…

କନକ ବ୍ୟୁରୋ : ଜୋତାର ଦାମ ୪ କୋଟି ୬୦ ଲକ୍ଷ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ହୁଏତ ଆପଣଙ୍କୁ ବିଶ୍ୱାସ ହେଉନଥିବ ତଥାପି ଏହି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ଜୋତାର ମୂଲ୍ୟ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଛନ୍ତି । କାରଣ ଏମିତି ଏ ଜୋତାରେ…
Read More...