Browsing Category

ସ୍ପେଶାଲ୍ ରିପୋର୍ଟ

ବର୍ଷେ ପରେ ୯ ବର୍ଷର ଦୁଷ୍କର୍ମ ପୀଡ଼ିତାକୁ ମିଳିଲା ନ୍ୟାୟ : ନବବଧୂ ଭଳି ସଜେଇ ହେଲା ଥାନା । ବାଣ ଫୁଟିଲା , ମିଠେଇ…

୧୯୪୭ ମସିହାରେ ଦେଶ ଅବଶ୍ୟ ସ୍ୱାଧୀନତା ପ୍ରାପ୍ତ କରିଥିଲା , କିନ୍ତୁ ଆଜିର ଦିନରେ ବି ଜଣେ ଝିଅ ରାସ୍ତାରେ ନିରାପଦରେ ରହିପାରୁନି । କେତେବେଳେ ଅଭଦ୍ର କମେଣ୍ଟ୍ ତ ଆଉ କେତେବେଳେ ଅସଦାଚରଣ , ଆକଟ କଲେ ଦୁଷ୍କର୍ମର ଶିକାର । ଏଭଳି ଅନେକ ଅସାମାଜିକ ପଥ ଦେଇ ଗତି କରେ ଜଣେ ନାରୀ । ଅନେକ ସମୟରେ…
Read More...

ମାନବିକତାର ମିଶାଲ୍ ଦେଲେ ଦୁବାଇର କ୍ରାଉନ୍ ପ୍ରିନ୍ସ : ପାରା ପରିବାର ପାଇଁ ପରିତ୍ୟାଗ କଲେ ପ୍ରିୟ ଗାଡ଼ି । ସଲାମ୍ କଲା…

ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ୍ ହମଦନ୍ ବିନ୍ ସାହିଦ୍ ଅଲ୍ ମକତୁମ୍ (ଫଜା) ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଚର୍ଚ୍ଚାର କାରଣ ବି ଖୁବ୍ ହୃଦୟସ୍ପର୍ଶୀ । ପ୍ରିନ୍ସ ଫଜା ନିଜର ବିଳାସପୂର୍ଣ୍ଣ ପ୍ରିୟ ଏସୟୁଭି କାରକୁ ପରିତ୍ୟାଗ କରିଛନ୍ତି । ଆଉ ପରିତ୍ୟାଗର କାରଣ ହେଉଛି…
Read More...

ପ୍ରତିବର୍ଷ ଏହି ଦିନରେ ତିନୋଟି ରଙ୍ଗରେ ରଂଜିତ ହୋଇଥାଏ ଲାଲ୍ କିଲ୍ଲା : ଜାଣନ୍ତୁ ଲାଲ୍ କିଲ୍ଲାରେ ସ୍ୱାଧୀନତା ଦିବସ…

ଏକ ବନ୍ଧନ ମୁକ୍ତ ଯାତ୍ରାର ନାଁ ହେଉଛି ସ୍ୱାଧୀନତା । ଏକ ମୁକ୍ତ ଉଡାଣର ନାଁ ହେଉଛି ସ୍ୱାଧୀନତା । ହେଲେ ବିନା ଲାଲ୍ କିଲ୍ଲାରେ ସ୍ୱାଧୀନତାର ଏହି ଦିନକୁ ପାଳନ କରିବା ସମ୍ଭବ ନୁହେଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଏହି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହି…
Read More...

କଟକର କୁନି କଳାକାରଙ୍କ ବିସ୍ମୟକ ଚିତ୍ରାଙ୍କନ । ବିନା ତାଲିମରେ ମୋବାଇଲ୍ ଓ ଫଟୋ ଦେଖି ସୁନ୍ଦର ସୁନ୍ଦର ଚିତ୍ର…

କନକ ବ୍ୟୁରୋ: କୁନି କଳାକାରଙ୍କ ବିସ୍ମୟକର ଚିତ୍ରାଙ୍କନ । ବୟସ ମାତ୍ର ୧୪, ତାଙ୍କ ହାତ ଅଙ୍କା ଛବି ଯିଏ ଦେଖିଲା ସିଏ ପ୍ରଶଂସା କରୁଛି । ବାଲେଶ୍ୱର ଜିଲ୍ଲା ଚମ୍ପେଶ୍ୱରର ଅଭିଲିପ୍ସାଙ୍କ କଳାକୃତି ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ମୋବାଇଲରେ ଫଟୋ ଦେଖି ମାତ୍ର କେଇ ମିନିଟରେ କାଗଜରେ…
Read More...

ଭୂକମ୍ପ ଆଉ କରିପାରିବ ନାହିଁ କ୍ଷତି । ଢେର ପୂର୍ବରୁ ଭୂକମ୍ପ ସମ୍ପର୍କରେ ସୂଚନା ଦେବ ଗୁଗୁଲ !!

କନକ ବ୍ୟୁରୋ : ଭୂକମ୍ପ ନେଇ ଆସିଲା ବଡ ଖବର । ଏଣିକି ବନ୍ୟା ଓ ବାତ୍ୟା ଏବଂ ବର୍ଷା ଆସିବା ପରି ଭୂକମ୍ପ ଆସିବା ପୂର୍ବରୁ ବି ଆପଣ ପାଇପାରିବେ ସୂଚନ । ଭୂକମ୍ପ ଆସିବା ପୂର୍ବପୁ ଗୁଗୁଲ ଆପଣଙ୍କୁ କରାଇବ ସତର୍କ । ଆଉ ବହୁମୂଲ୍ୟ ଜୀବନ ଏଣିକି ବଂଚିପାରିବ । ସାଧାରଣ ଭାବରେ ବର୍ତମାନ ସମୟରେ…
Read More...

କରୋନାଠାରୁ ବି ଭୟଙ୍କର ଏହି ରୋଗ? ବର୍ଷକୁ ୧.୫ ମିଲିୟନ ଲୋକଙ୍କ ନେଉଛି ଜୀବନ, ଜାଣନ୍ତୁ ମହାମାରୀ ରୋଗର ନା କଣ ?

କନକ ବ୍ୟୁରୋ : କେବଳ କରୋନା ନୁହେଁ ବରଂ ବିଶ୍ୱରେ ଏମିତି ଏକ ରୋଗ ସାମ୍ନାକୁ ଆସିଛି ଯାହା ବର୍ଷକୁ ପାଖାପାଖି  ୧.୫ ମିଲିୟମ ଲୋକଙ୍କ ପ୍ରାଣ ନେଉଛି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଅଛି । ପ୍ରତିବର୍ଷ ଏହି ଘାତକ ମାରାତ୍ମକ ରୋଗ ଏମିତି ଭାବରେ ନିଜର କାୟା ବିସ୍ତାର କରୁଛି ଯେ, ହଜାର…
Read More...

ଆଜି ବିଶ୍ୱ ହସ୍ତୀ ଦିବସ : ଜୀବନ ଯାଉଛି… ଜୀବନ ନେଉଛି…ହାତୀ-ମଣିଷ ଲଢ଼େଇରେ ୬ ବର୍ଷରେ ମଲେଣି ୧୪୬ ହାତୀ, ୧୯୨ ମଣିଷ

କନକ ବ୍ୟୁରୋ: ଆଜି ହସ୍ତୀ ଦିବସ । ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ…
Read More...

ପେଟ୍ରୋଲ ପମ୍ପରେ ଆଖି ପିଛୁଳାକେ ହେଉଛି ଠକେଇ, ତେଲ ପକାଇବା ବେଳେ ଗ୍ରାହକଙ୍କୁ ଏମିତି କରାଯାଉଛି ଲୁଟ୍ । ଜାଣି ରଖନ୍ତୁ…

ଗୋଟିଏ ପଟେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବଢୁଥିବା ବେଳେ ଅନ୍ୟପଟେ ପେଟ୍ରୋଲ ପମ୍ପରେ ଗ୍ରାହକ ଠକେଇର ଶିକାର ହେଉଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି । ପେଟ୍ରୋଲ ପମ୍ପରେ ଆଖି ପିଛୁଳାକେ ଗ୍ରାହକ ଠକାମୀର ଶିକାର ହେଉଛନ୍ତି । ଗାଡି ଚାଳକ ଟଙ୍କା ଠିକ୍ ଦେଇଥିବେ ଆଉ ପେଟ୍ରୋଲ କମ୍…
Read More...

ରାଜନୀତିରୁ ରିଜର୍ଭ ବ୍ୟାଙ୍କ । ଦିଲ୍ଲୀ ଦରବାରରେ ବଢୁଛି ଓଡ଼ିଆଙ୍କ ଦବଦବା, ଦେଶର ପାୱାରଫୁଲ ପଦବୀରେ ବସିଛନ୍ତି ଓଡ଼ିଆ…

କନକ ବ୍ୟୁରୋ : ମୋଦି ସରକାରରେ ଓଡ଼ିଆଙ୍କ ଦବଦବା । ରାଜନେତାଙ୍କ ଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ଦେଶର ଉଚ୍ଚ ପଦପଦବୀରେ ଦେଖିବାକୁ ମିଳୁଛି ଓଡ଼ିଆଙ୍କ ଦବଦବା । ଗତ କିଛି ବର୍ଷ ମଧ୍ୟରେ ପାୱାରଫୁଲ ତାଲିକାରେ ନୂଆ ନୂଆ ନାଁ ଯୋଡି ହୋଇ ଚାଲିଛି । ଆଉ ଯେତେବେଳେ ଓଡ଼ିଆ ଆଇଏଏସ ଅଫିସର…
Read More...

ସଂକ୍ରମଣ ପଛରେ ସଙ୍ଗୀତ !! ଗୀତ ଗାଇଲେ କିମ୍ବା ସଙ୍ଗୀତ ପରିବେଶଣ ସ୍ଥାନରେ ଛିଡା ହେଲେ କରୋନା ଆପଣଙ୍କୁ କରିପାରେ…

କନକ ବ୍ୟୁରୋ : ଦେଶରେ ପ୍ରତିଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି ଉପରମୁହାଁ । ଲକ୍ଷେ ପାର ହୋଇଗଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତମାନ ସୁଦ୍ଧା ବି କରୋନାର କୌଣସି ଟିକା ବାହାରିନାହିଁ । ଆଉ ନିତିଦିନ ରଙ୍ଗ ବଦଳାଇବା ପରି କରୋନା…
Read More...