Browsing Category

ସ୍ପେଶାଲ୍ ରିପୋର୍ଟ

ଦାଉଦ ଇବ୍ରାହିମକୁ ନେଇ ପାକିସ୍ତାନର ଦୋମୁହାଁ ନୀତି । ପ୍ରଥମେ ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା କହିଲା, ପୁଣି ନିଜ…

କନକ ବ୍ୟୁରୋ : ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ, ମାଫିଆ ଡନ୍ ଦାଉଦ ଇବ୍ରାହିମ କେଉଁଠି ? ପୁଣିଥରେ ପାକିସ୍ତାନ ମିଛ କହିବା ଆରମ୍ଭ କରିଦେଇଛି । କାରଣ ପ୍ରଥମେ ପାକିସ୍ତାନ କହିଲା ଦାଉଦ ପାକିସ୍ତାନରେ ଅଛି । କିନ୍ତୁ ମିଡିଆରେ ଯେତେବେଳେ ଏହି ଖବର ଚାଲିଲା, ପୁଣି…
Read More...

ବାବୁ ! ଫଳ ନିଅନ୍ତୁ… ଫଳ ନେଲେ ମୋ ବାପାଙ୍କ ପାଇଁ ଔଷଧ କିଣିବି… କ୍ୟାନ୍ସର ପିଡୀତ ବାପାଙ୍କ ଚିକିତ୍ସା…

କନକ ବ୍ୟୁରୋ: ରାସ୍ତା କଡର ଏ ଡାକ ଶୁଣି ଆପଣ ଚାଲି ଯାଆନ୍ତୁନି, କାନରେ କୁନି ପିଲାର ଡାକ ପଡିବା ପରେ ବି ନଶୁଣିଲା ପରି ପଳେଇ ଯାଆନ୍ତୁନି । ଆପଣ ଫଳ କିଣନ୍ତୁ, ତାକୁ ସାହାଯ୍ୟ କରନ୍ତୁ । କାରଣ ଆପଣ ଫଳ କିଣିଲେ ତା ପରିବାର ଚଳିବ, ତା ରୋଗୀଣା ବାପା ପାଇଁ ଔଷଧ କିଣାହେବ । ଘରେ ଥିବା ୬…
Read More...

ରେ ମଣିଷ ତୁ କ’ଣ ଏତେ ନିର୍ଦ୍ଧୟ ! କ’ଣ ମଣିଷ ମନରୁ ମରିଗଲାଣି କି ମାନବିକତା ? କେରଳରେ ପୁଣି ପଶୁ ପ୍ରତି ବର୍ବରତା ।…

କନକ ବ୍ୟୁରୋ : ସୀମା ଟପିଲା ବର୍ବର ଓ ନୃସଂଶତା । ପୁଣି ଲେଉଟିଲା ମଣିଷର ସୈତାନ କାଣ୍ଡ । ନିଜର ଭୋକ ମେଂଟାଇବା ଲାଗି ଘଟାଇଲା ଲୋମଟାଙ୍କୁରା ଘଟଣା । ପାଶବିକତା ସୀମା ଟପିଲା ମଣିଷ । ମନରେ ଦୟାମାୟା ଓ ବିବେକ ସବୁକୁ ଜଳାଜଂଳି ଦେଇ ନିରୀହ ପଶକୁ ଖିନଭିନ କରି ହତ୍ୟାକଲା । ଏହି ଘଟଣା ସାମ୍ନାକୁ…
Read More...

ଆଦିବାସୀ ମହିଳାଙ୍କୁ ମଶାଣୀ ମନା, ତଥାପି ମହାମାରୀ ବେଳେ ଶ୍ମଶାନ ଗଲା ସ୍ତ୍ରୀ । ସଂକ୍ରମଣ ସନ୍ଦେହରେ ସାହିଭାଇ ନଛୁଇଁବା…

କନକ ବ୍ୟୁରୋ: କାନ୍ଧରେ କୋକେଇ, କୋକେଇରେ ସ୍ୱାମୀ । ସ୍ୱାମୀଙ୍କ ଶେଷଯାତ୍ରାରେ ସାମିଲ ହୋଇ ଶେଷ ବିଦାୟ ଦେଉଛି ସ୍ତ୍ରୀ । ଆକାଶରୁ ବର୍ଷା ଝରୁଛି, ଆଖିରୁ ଲୁହ ଝରୁଛି । ଲଗାଣ ବର୍ଷା ପରି ବନ୍ଧବାଡ ମାନୁନି ଅମାନିଆ ଲୁହ । ପିପିଇ କିଟ୍ ଭେଦି ସିନା କରୋନା ଭିତରକୁ ପଶି ପାରିବନି ହେଲେ କାନ୍ଦକୁ…
Read More...

ଶ୍ରମିକ ପରିବାରକୁ ଶ୍ରୀକୃଷ୍ଣଙ୍କ ପରିବାରର ସ୍ୱାଦ ଚଖାଇଲେ ଚିତ୍ରକର : କାହ୍ନୁର ରଙ୍ଗରେ ରଙ୍ଗେଇ ହେଲେ ଗରିବ ପରିବାର ,…

ଖାଲି କାଗଜର ଦେହରେ ରଙ୍ଗତୁଳୀ ସ୍ପର୍ଶର ଜୀବନ ଭରୁଥିବା ମଣିଷଟିକୁ ଆମେ ଚିତ୍ରକର ବୋଲି କହୁ । ଜଣେ ଚିତ୍ରକର ପାଇଁ ଚିତ୍ର ହିଁ ତା’ର ଜୀବନ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ଚିତ୍ରର ଭିନ୍ନଭିନ୍ନ ଦିଗ ଏବଂ କଳାକୁ ଚିତ୍ରକର ପ୍ରସ୍ତୁତ କରୁଛନ୍ତି । ମଡ଼ର୍ଣ୍ଣ ଆର୍ଟଠାରୁ ଆରମ୍ଭ କରି…
Read More...

ଅକ୍ଷମ ହୋଇ ବି ପୁଅ ସଫଳତାର ଶିଢି ଚଢିବା ପରେ ଭାବବିହ୍ୱଳ ହୋଇଗଲା ମାଆ । ପ୍ଲାଷ୍ଟିକ ହାତରେ ଜୀବନ ପରୀକ୍ଷା…

କନକ ବ୍ୟୁରୋ: ପୁଅ ମୋର କଳା ଠାକୁର । ସେ କାଳିଆ ସୁନା, ଚଳନ୍ତି ଜଗନ୍ନାଥ । ତାର ହାତ ନଥାଉ, ସେ ହାରିଯାଇନି । ଜୀବନ ସହ ଲଢି ଲଢି ଯୁଦ୍ଧ ଜିତିଛି । ଅକ୍ଷମ ହୋଇ ବି ସକ୍ଷମଙ୍କ ଭଳି ସଫଳତାର ଶିଢି ଚଢିଛି, ମୋ ଘରକୁ ଜଗା ଆସିଛି, ଜଗା ଆସିଛି । ପ୍ଲାଷ୍ଟିକ ହାତରେ ପରୀକ୍ଷା ଦେଇ ପୁଅ ପାସ୍…
Read More...

ବିଧାତା ରଚିଲା ବର୍ଷା ବିପଦ: ଭାଙ୍ଗିଦେଲା ଘର, ଭସାଇନେଲା ଆଦିବାସୀ ଝିଅର ଭବିଷ୍ୟତ । ରକ୍ତର ନହୋଇ ହାତ ବଢ଼ାଇଲେ ହୃଦୟର…

କନକ ବ୍ୟୁରୋ: ଏହି ଝାଟିମାଟିର ଭଙ୍ଗା ଦଦରା କୁଡିଆରୁ ସ୍ୱପ୍ନ ସଜାଡୁଥିଲା ଗରିବ ଆଦିବାସୀ ଝିଅ । ଅଭାବ ଅନଟନର ଅନ୍ଧାର ଭିତରେ ଗରିବ ଘରୁ ଗଢୁଥିଲା ସ୍ୱପ୍ନର ସୁନେଲୀ ଭବିଷ୍ୟତ । ହେଲେ ବିଧାତା ରଚିଲା ବର୍ଷାର ବିଚିତ୍ର ଖେଳ । ମୁଣ୍ଡ ଉପରୁ ଛାତ ତ ନେଇଗଲା, ଆଉ ଛାତିରେ ଦେଇଗଲା ଅନେକ…
Read More...

୮୦ ହଜାର ଟଙ୍କା ଥିଲେ କିଣିପାରିବେ କାର, ବଜାରକୁ ଆସିଲା ସବୁଠାରୁ ଶସ୍ତା କାର୍ !

କନକ ବ୍ୟୁରୋ : କାରରେ ବୁଲିବାକୁ କାହାକୁ ବା ଭଲ ଲାଗେ ନାହିଁ । ନିଜ କାରରେ ବୁଲିବାକୁ ସମସ୍ତଙ୍କ ଗୋଟିଏ ସ୍ୱପ୍ନ ଥାଏ । କିନ୍ତୁ କାରର ମୂଲ୍ୟ ବହୁ ଅଧିକ ରହୁଥିବାରୁ ଅଧିକାଂଶ ଲୋକଙ୍କ ସ୍ୱପ୍ନ ଭାଙ୍ଗିଯାଏ । ତେବେ ଏଣିକି ଆଉ କାହାର ସ୍ୱପ୍ନ ଭାଙ୍ଗିବ ନାହିଁ । କାରଣ ସ୍ୱଳ୍ପମୂଲ୍ୟରେ ଦେଶରେ…
Read More...

ଏକଛତ୍ରବାଦୀ ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଆଣିଲେ ଅଜବ ନିର୍ଦ୍ଦେଶ : ଘରେ କୁକୁର ପାଳିପାରିବେନି ଲୋକ , କୁକୁର ପୋଷିଲେ…

କନକ ବ୍ୟୁରୋ : ନିଜର ଏକଛତ୍ରବାଦୀ ନିତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ଉତରକୋରିଆ ରାଷ୍ଟ୍ରପତି କିମ । କେତେ ବେଳେ ନିଜର ନିଆରା ଷ୍ଟାଇଲ ତ ଆଉ  କେତେବେଳେ ମିସାଇଲ ଓ କ୍ଷେପଣାସ୍ତ୍ର ପରୀକ୍ଷା କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିନ୍ତି କିମ । ତେବେ ବର୍ତମାନ ପୁଣି ଥରେ ଦେଶରେ ଏମିତି…
Read More...

ଦଶମ ପରୀକ୍ଷା ଦେବ ପୁଅ, ହେଲେ ଶ୍ରମିକ ବାପା ବୋଲି ପାଖରେ ନଥିଲା ଟଙ୍କା । ଦାରିଦ୍ର୍ୟତା ସାମ୍ନାରେ ହାର୍ ମାନିଲେନି,…

ଏ କାନ୍ଧ ସିମେଣ୍ଟ ବୋହିବା ଜାଣିଛି କଷ୍ଟକୁ କାନେ୍ଧଇ କାନେ୍ଧଇ ନେବା ଶିଖିଛି ଝାଞ୍ଜି, ଖରା ଝଡ଼ ବି ସହିବା ଜାଣିଛି ନିଜେ ଯନ୍ତ୍ରଣାର ଚାବୁକ ଖାଇ ଚିରାକନା ବି ଢ଼ାଙ୍କି ହୋଇଛି କଷ୍ଟ-କଷଣର ଲୁହକୁ ପିଇ ପିଇ କୁନି ପାଦକୁ ବଡ଼ କରିଛି... କନକ ବ୍ୟୁରୋ: ବାପା...ଦୁଇଟି ଅକ୍ଷରରେ ହିଁ ସାରା…
Read More...