Browsing Category

ସ୍ପେଶାଲ୍ ରିପୋର୍ଟ

ଆଜି ଜାତୀୟ କ୍ରୀଡ଼ା ଦିବସ : ଆଜି ବି ଛେଳି ଚରାଉଛନ୍ତି ଜାତୀୟ ମହିଳା ଫୁଟ୍‌ବଲର୍‌ ତନୁଜା ବାଗେ

କନକ ବ୍ୟୁରୋ : ଥରେ ଅଧେ ନୁହେଁ ତିନି ଥର ସେ ଜାତୀୟ ଫୁଟ୍‌ବଲ୍‌ ଖେଳରେ ପ୍ରତିନିଧିତ୍ବ କରିଥିଲେ। ଜାତୀୟ ରଗ୍‌ବିରେ ମଧ୍ୟ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଫୁଟ୍‌ବଲ୍‌ ପଡ଼ିଆରେ ଗୋଲ୍‌ ପୋଷ୍ଟ ସମ୍ମୁଖରେ ଯେତେବେ‌ଳେ ତନୁଜା ଛିଡ଼ା ହେଉଥିଲେ ସେତେବେଳେ ପ୍ରତିପକ୍ଷ ଦଳର ବିଜୟ…
Read More...

ହାତରେ ବହି ନୁହେଁ ଚା’ ବ୍ୟାଗ୍ । କୁନି ହାତରେ ଚା’ ବିକିଲେ ପରିବାର ଚଳିବ, ପେଟ ପୂରିବ । ଶ୍ରୀକ୍ଷେତ୍ରରୁ ଆସିଲା…

କନକ ବ୍ୟୁରୋ: ହାତରେ ଥର୍ମପ୍ଲାସ, କପ ଭର୍ତ୍ତି ପ୍ଲାଷ୍ଟିକ ବ୍ୟାଗ ଓ ସାଇକେଲଟିଏ ଧରି ବଡ ଦାଣ୍ଡରେ ବୁଲି ବୁଲି ଚାଲେ ଚା ବେପାର । ସେ ଖରା ହେଉ କି ବର୍ଷା । ପେଟ ପାଇଁ ସାଇକେଲ ଉପରେ ପାଦ ମାରେ ପେଡାଲ । ଆଉ ସହର ସାରା ଘୁରି ଘୁରି ଚା ବିକେ ଏ କୁନି ପୁଅ । ଷ୍ଟେସନରୁ ବସଷ୍ଟାଣ୍ଡ, ବଡ ଦେଉଳ…
Read More...

ପୁଣି ହୃଦୟ ଜିଣିଲେ ହୃଦୟର ହିରୋ । ଚାକିରି ଦେଇଥିଲେ, ଏବେ ଘର କରିଦେବେ । ବେସାହାରା ପ୍ରବାସୀ ଶ୍ରମିକଙ୍କ ମୁଣ୍ଡ…

ବଡ଼ ଦିଲୱାଲା ସୋନୁ ସୁଦ୍...ଚାକିରି ସହ ଘର ବି ଦେବେ । କନକ ବ୍ୟୁରୋ : ସୋନୁ ସୁଦ୍ : ପ୍ରତିଟି ଭାରତୀୟଙ୍କ ହୃଦୟ ଭିତରେ ଏଇ ନାଁ ଏକ ଘରଟିଏ କରିସାରିଛି । ଅସହାୟଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ସୋନୁଙ୍କୁ ଯିଏ ଯେଉଁଠୁ ବି ସାହାଯ୍ୟ ପାଇଁ ଗୁହାରି କରୁଛି, ଦେବଦୂତ ସାଜି ସାହାଯ୍ୟ…
Read More...

ଭାରତରେ ସୋନୁ, ଓଡ଼ିଶାରେ ସବ୍ୟ । ସୋନୁ ସୁଦଙ୍କ ପରି ସମସ୍ତଙ୍କ ହୃଦୟ ଜିଣୁଛନ୍ତି ଓଡ଼ିଶାର ସୁନା ପୁଅ ଅଭିନେତା ସବ୍ୟସାଚୀ…

କନକ ବ୍ୟୁରୋ : ଶ୍ରମିକଙ୍କ ଭଗବାନ ସୋନୁ ସୁଦଙ୍କ ପରି ବେସାହାରାଙ୍କ ବନ୍ଧୁ ସାଜିଛନ୍ତି ଅଭିନେତା ସବ୍ୟସାଚୀ । ଓଡ଼ିଶାର କୋଣ ଅନୁକୋଣରୁ ଯିଏ ଯେଉଁଠୁ ବି ସବ୍ୟଙ୍କୁ ସାହାଯ୍ୟର ଗୁହାରି କରୁଛି, ଦୁଃଖ ଦୂରେଇବାକୁ ଦେବଦୂତ ସାଜି ପହଞ୍ଚୁଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । କୋଟି କୋଟି…
Read More...

ଆଉ ଭୋକିଲା ରହିବନି ବୁଢୀମାଆ । ସ୍କୁଲରେ ଆତ୍ମସୁରକ୍ଷାର ଶିକ୍ଷା ଦେଇ ପେଟ ପୋଷିବ, ଭଲରେ ଚଳିବ । ଭୋକ ପାଇଁ ୮୫ ବର୍ଷର…

କନକ ବ୍ୟୁରୋ: ଆଉ ଭୋକିଲା ରହିବନି ବୁଢୀମାଆ । ପେଟ ଚାଖଣ୍ଡେ ପାଇଁ ରାସ୍ତାକଡେ କଳାକୌଶଳ ଦେଖାଇବନି କି ଭୋକ ପାଇଁ କାହାକୁ ହାତ ପାତିବନି । କାରଣ ୮୫ ବର୍ଷର ଏ ବୁଢୀମାଆକୁ ସାହା ହୋଇଛନ୍ତି ଦୁଃଖୀରଙ୍କୀଙ୍କ ଭଗବାନ ସୋନୁ ସୁଦ୍ । ପାକଳ ହାତରେ ବାଡିକୁ ପଙ୍ଖା ପରି ପାଏଁ ପାଏଁ ବୁଲାଉଥିବା ଦେଖି…
Read More...

ଗାଁରେ ନେଟୱାର୍କ ନଥିବାରୁ ଦୂର ପାହାଡ ଉପରକୁ ଚଢି ପାଠ ପଢୁଥିଲେ ସ୍ୱପ୍ନାଲି । କଷ୍ଟ ଜାଣିବା ପରେ ସାହାଯ୍ୟର ହାତ…

କନକ ବ୍ୟୁରୋ : ସ୍ୱପ୍ନାଲି ସୂତାର । ମହାରାଷ୍ଟ୍ର ସିନ୍ଧୁଦୁର୍ଗର ଏକ ଛୋଟିଆ ଗାଁରେ ତାଙ୍କ ଘର । ପିଲାଟି ବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଆସୁଛନ୍ତି ସ୍ୱପ୍ନାଲି । ଆଉ ଏଥିପାଇଁ ସେ ଦିନରାତି ପରିଶ୍ରମ ମଧ୍ୟ କରୁଛନ୍ତି । ଏପରିକି ଯୁକ୍ତ୨ ପରୀକ୍ଷାରେ ସେ ୯୮ ପ୍ରତିଶତ ନମ୍ବର ମଧ୍ୟ…
Read More...

ଏଣିକି ଋଣ ଦେବ ହ୍ୱାଟ୍ସ ଆପ୍ !! ମାତ୍ର ଗୋଟିଏ ମ୍ୟାସେଜ କଲେ ସାଙ୍ଗେ ସାଙ୍ଗେ ମିଳିଯାଉଛି ଋଣ…ଯଦି ଆପଣଙ୍କୁ ଋଣ…

କନକ ବ୍ୟୁରୋ : ହ୍ୱାଟ୍ସଆପ ଜରିଆରେ ଚୁଟକିରେ ମିଳିବ ଋଣ । ବିଶ୍ୱାସ ହେଉନଥିଲେ ବି ସତ । ଟାଟା କ୍ୟାପିଟାଲ , ଟାଟା ଗୁପ୍ର ଏକ ଆର୍ଥିକ ସେବା କମ୍ପାନୀ ହ୍ୱାଟ୍ସଆପ ମାଧ୍ୟମରେ ତୁରନ୍ତ ଋଣ ପ୍ରଦାନ କରିବା ପ୍ରକିୟା ଆରମ୍ଭ କରିଛି । ତେବେ ଏହି ସ୍ୱତନ୍ତ୍ର ସ୍କିମକୁ ସ୍ୱିଫ୍ଟ ଇନଷ୍ଟା ପର୍ସନାଲ…
Read More...

ଚାକିରୀ ଖୋଜୁଛନ୍ତି କି ? ଚାକିରୀ ଦେବ ଆପ୍ ! କରୋନା କାଳରେ ଚାକିରୀ ଦେବାକୁ ହାତ ମିଳାଇଲେ ବିଶ୍ୱର ବଡ଼ ବଡ଼ କମ୍ପାନୀ ।…

କରୋନା କାଳରେ ଅନେକ କର୍ମଚାରୀଙ୍କୁ କମ୍ପାନୀରୁ ଛଟେଇ କରାଯାଉଛି ଆଉ ଏଭଳି ସମୟରେ ଚାକିରୀ ଖୋଜିବା ମଧ୍ୟ ଖୁବ୍ କଷ୍ଟକର ହୋଇପଡ଼ିଛି । ବର୍ତ୍ତମାନ ଗୁଗଲ୍ କମ୍ପାନୀ ଏଭଳି ଲୋକଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଛି । ଲିଙ୍କଦିନ୍ , ମନଷ୍ଟାର୍ , ନୋକରି.କମ୍ ଭଳି ଜବ୍ ଆପ୍ସକୁ ଟକ୍କର ଦେବାକୁ…
Read More...

ସାର୍ବଜନୀନ ଶୌଚାଳୟରୁ ବ୍ୟାପିପାରେ କରୋନା ! ଭୁତାଣୁ ଫାଶରେ ପକାଇଦେବ ଫ୍ଲସ୍ : ସାର୍ବଜନୀନ ଶୌଚାଳୟ ବ୍ୟବହାର କରୁଥିଲେ…

କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ଅଧିକ ସକ୍ରିୟ ହେବାରେ ଲାଗିଛି । ଆକଳନ ଅନୁସାରେ , ବିଶ୍ୱରେ ୨ କୋଟି ୨୭ ଲକ୍ଷ ଲୋକଙ୍କୁ ଭୁତାଣୁ ଆକ୍ରାନ୍ତ କରିଥିବାବେଳେ ୭ ଲକ୍ଷ ୯୫ ହଜାର ଲୋକଙ୍କ ମୁଣ୍ଡ ନେଲାଣି କରୋନା । ସଂକ୍ରମିତ ବ୍ୟକ୍ତିଙ୍କ ଶ୍ୱାସକ୍ରିୟା , ସ୍ପର୍ଶ , ଛିଙ୍କ ତଥା କାଶରୁ କରୋନା…
Read More...

ଦାଉଦ ଇବ୍ରାହିମକୁ ନେଇ ପାକିସ୍ତାନର ଦୋମୁହାଁ ନୀତି । ପ୍ରଥମେ ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା କହିଲା, ପୁଣି ନିଜ…

କନକ ବ୍ୟୁରୋ : ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ, ମାଫିଆ ଡନ୍ ଦାଉଦ ଇବ୍ରାହିମ କେଉଁଠି ? ପୁଣିଥରେ ପାକିସ୍ତାନ ମିଛ କହିବା ଆରମ୍ଭ କରିଦେଇଛି । କାରଣ ପ୍ରଥମେ ପାକିସ୍ତାନ କହିଲା ଦାଉଦ ପାକିସ୍ତାନରେ ଅଛି । କିନ୍ତୁ ମିଡିଆରେ ଯେତେବେଳେ ଏହି ଖବର ଚାଲିଲା, ପୁଣି…
Read More...