Browsing Category

ରାଜନୀତି

ଲୋକସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର କସରତ ! ଦେଖିବାକୁ ମିଳିପାରେ ନୂଆ ମୁହଁ, ବିଜେଡି କରୁଛି ତନାଘନା…

କନକ ବ୍ୟୁରୋ : ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଦକ୍ଷିଣ ଓଡିଶାର ବ୍ରହ୍ମପୁର, ନବରଙ୍ଗପୁର ଏବଂ କୋରାପୁଟ ସମେତ ପଶ୍ଚିମ ଓଡିଶାର କଳାହାଣ୍ଡିରେ ମତଦାନ ହେବ । ଏସବୁ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ଶିବିରରେ ପ୍ରାର୍ଥୀ ଚୂଡାନ୍ତ…
Read More...

ଅଡୁଆ ଭିତରେ ଆଳି ଅଙ୍କ । ପ୍ରତାପ ଓ ଦେବେନ୍ଦ୍ରଙ୍କ ଭିତରେ ମହାଲଢ଼େଇ, ରାଜାଙ୍କ ଗଡ଼ରେ ଧସେଇ ପଶିବାକୁ ଗୋଟି ଚଳାଉଛି…

କନକ ବ୍ୟୁରୋ: ପୁଣି ଆଳିରେ ହେବ ମହାଲଢ଼େଇ । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଆଳି ନିର୍ବାଚନମଣ୍ଡଳୀକୁ ବିଜେଡି ପୁଣିଥରେ ନିଜ କବଜାକୁ ଆଣିବାରେ ସକ୍ଷମ ହେବ କି ? ଏଥରକ ବିଜେଡି କାହାକୁ ପ୍ରାର୍ଥୀ କରିବ ? ଏହିଭଳି ପ୍ରଶ୍ନ କେବଳ ସାଧାରଣ କର୍ମୀ ନୁହନ୍ତି, ଦଳୀୟ ହାଇକମାଣ୍ଡଙ୍କୁ…
Read More...

ବଡ଼ଚଣାରେ ରାଜନୈତିକ ଝଡ଼ ! ବିଜେପିରେ ନୂଆ-ପୁରୁଣା ବିବାଦ, ବିଜେଡ଼ି-କଂଗ୍ରେସକୁ ଟେନସନ୍ ଗୋଷ୍ଠୀ କନ୍ଦଳ ।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୨୯ ତାରିଖରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି ଯାଜପୁର ସଂସଦୀୟ…
Read More...

ପୁଅ, ଝିଅଙ୍କ ପାଇଁ ରାଜନୈତିକ ଅଭିଳାଶକୁ ବଳି ପକାଇ ଦେବେ କି ଦାମ ! ସମ୍ବିତ ଓ ପ୍ରିତୀନନ୍ଦାଙ୍କୁ ବିଜେଡି ଟିକେଟ୍ ଅଫର…

କନକ ବ୍ୟୁରୋ : ପୁଅର ଭବିଷ୍ୟତ ଗଢିବେ ନା’ ନିଜର ରାଜନୈତିକ ଅଭିଳାଷା ପୂର୍ଣ୍ଣ କରିବେ, ଏ ନେଇ ଦୋ’ଛକିରେ ପଡିଛନ୍ତି ବରିଷ୍ଠ ନେତା ଦାମ ରାଉତ । ଶୁଣିବାକୁ ମିଳୁଛି ବିଜେପିରେ ମିଶ୍ରଣ ନେଇ ଆଜି ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଆଲୋଚନା କରିଥାନ୍ତେ ପାରାଦୀପ ବିଧାୟକ ।…
Read More...

ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ ! ବିଜେପି ଓ କଂଗ୍ରେସ ନେତାଙ୍କୁ ନୋଟିସ୍ ଜାରି କଲେ ନିର୍ବାଚନ କମିସନ

କନକ ବ୍ୟୁରୋ : ବିଜେପି ଓ କଂଗ୍ରେସ ନେତାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ନିର୍ବାଚନ କମିସନ ବୁଧବାର ବିଜେପିର ଜୟପୁର ସାଂସଦ ରାମଚରନ ବୋହରା ଏବଂ ରାଜସ୍ଥାନ କଂଗ୍ରେସର ସାଧାରଣ ସଚିବ ସୁନୀଲ ଶର୍ମାଙ୍କୁ ନୋଟିସ ଜାରି କରିଛନ୍ତି ।…
Read More...

ବାରବାଟୀ-କଟକ ଗଡ଼ ଦଖଲ କରିବ କିଏ ? କଂଗ୍ରେସ ମଙ୍ଗ ଧରିଛନ୍ତି ମୋକିମ ! କାହାକୁ ବାଛିବ ବିଜେପି, ବିଜେଡିର ହ୍ୟାଟ୍ରିକ୍…

କନକ ବ୍ୟୁରୋ: ବାରବାଟୀ-କଟକ ସିଂହାସନ ପାଇଁ ଲଢ଼େଇ । ଏହି ବିଧାନସଭା କ୍ଷେତ୍ରକୁ ଆଗାମୀ ନିର୍ବାଚନରେ କିଏ ଜିତିବ ତାକୁ ନେଇ ଚାଲିଛି ଅଙ୍କ କଷା । କାରଣ ଗଲା ଦୁଇଟି ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଆସିଥିବା ଦେବାଶିଷ ସାମନ୍ତରାୟ ପୁଣି ଥରେ ଏଠୁ ବିଜେଡି ପ୍ରାର୍ଥୀ ହେବେ ତ ? ଦେବାଶିଷ ଯଦି…
Read More...

ବାପାଙ୍କ ସ୍ଥାନରେ ଗୁରୁଦାସପୁରରୁ ନିର୍ବାଚନ ଲଢ଼ିପାରନ୍ତି ଅଭିନେତା ଅକ୍ଷୟ ଖାନ୍ନା ! ଯୋଜନା କରୁଛି ବିଜେପି

କନକ ବ୍ୟୁରୋ : ପଞ୍ଜାବରେ ବିଜେପି ନିଜର ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ସହ ମିଶି ୨୦୧୯ର ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି । ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିଜେପି ଏବେ ପଞ୍ଜାବର ୩ଟି ଆସନ (ଅମୃତସର, ଗୁରୁଦାସପୁର ଏବଂ ହୋଶିଆରପୁର) ପାଇଁ ପ୍ରାର୍ଥୀମାନଙ୍କ ନାଁ ବାଛିି…
Read More...

କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ ! ଭିଣୋଇଙ୍କ ସହ ଶ୍ୟାଳକ ରାହୁଲ ବି ଭ୍ରଷ୍ଟାଚାରରେ ସାମିଲ ବୋଲି କହିଲେ…

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବାପରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ । ସମସ୍ତ ରାଜନୈତିକ ଦଳଗୁଡ଼ିକ କାଦୁଅ ଫୋପଡ଼ା ଫୋପଡ଼ି ହେଉଛନ୍ତି । ଗୋଟିଏ ପଟେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ବିଜେପି ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣୁଛି । ଅନ୍ୟପଟେ ବିଜେପି କଂଗ୍ରେସକୁ ଜମି…
Read More...

ମାର୍ଚ୍ଚ ୧୬ରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବ ବିଜେପି ! କଟିପାରେ ୮୦ରୁ ୯୦ ସାଂସଦଙ୍କ ଟିକେଟ୍

କନକ ବ୍ୟୁରୋ : ଆଉ ଅଳ୍ପ ଦିନ ପରେ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ପର୍ବକୁ ଜୋର କରିଦେଇଛନ୍ତି । କିଛି ପ୍ରମୁଖ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଦେଇଛନ୍ତି । ହେଲେ ସତ୍ତାରୂଢ଼ ବିଜେପି ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା…
Read More...

ନିର୍ବାଚନ ନେଇ କମିସନରେଟ ପୋଲିସର ଆଡ଼ଭାଇଜରି ଜାରି ! ଶୋଭାଯାତ୍ରା ପୂର୍ବରୁ ଆଗୁଆ ସୂଚନା ଦେବାସହ ପ୍ରଚାର ଗାଡ଼ିରେ ୧…

କନକ ବ୍ୟୁରୋ : ନିର୍ବାଚନୀ ବିଗୁଲ ବାଜି ସାରିଛି । ଟିକେଟ ପାଇବା ପାଇଁ ଜୋରଦାର ଲବି ଚାଲିଛି । ଆଗକୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ବୈଠକ, ରୋଡ଼ସୋ, ରାଲି ଆଦି କରିବେ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଡ଼ଭାଇଜରି ଜାରି କରିଛି କମିସନରେଟ୍ ପୋଲିସ୍ । ନିର୍ବାଚନ…
Read More...