Browsing Category

ରାଜନୀତି

ଦେବଗଡରେ ଦଳ ନା ପ୍ରାର୍ଥୀ ପାଇବେ ପ୍ରାଥମିକତା ! ଦୁଇ ଦଶନ୍ଧି ହେଲା ନେତା ବଦଳାଉଛନ୍ତି ଜନତା

କନକ ବ୍ୟୁରୋ : ଦେବଗଡରେ ହେବ ଦମଦାର ଲଢେଇ । ପ୍ରତିଥର ବିଧାୟକ ବଦଳାଉଥିବା ଦେବ ଏଥର କାହାକୁ ବାଛିବେ ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ଲାଗି ରହିଛି । କିଏ ଦେବଗଡବାସୀଙ୍କ ଦିଲ୍ ଜିତି ପାରିବ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି । କାରଣ ପୂର୍ବ ନିବାର୍ଚନ ଗୁଡିକର ଫଳାଫଳ ଯଦି…
Read More...

ରାଜ୍ୟରେ ୭୫ ପ୍ରତିଶତ ଲୋକସଭା ଆସନରେ କଂଗ୍ରେସ ବଦଳାଇବ ପ୍ରାର୍ଥୀ । ୨୦୧୯ରେ ନୂଆ ପୁରୁଖା ମୁହଁକୁ ନେଇ ତାଲିକା…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମୈଦାନରେ ୨୧ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଚୟନରେ ବ୍ୟାପକ ପରିବର୍ତ୍ତନ କରିଥିବା କୁହାଯାଉଛି । ବୁଧବାର ବସିଥିବା ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଯେଉଁ ନାଁକୁ ଦିଲ୍ଲୀକୁ ପଠାଯାଇଛି, ସେଥିରୁ ଏହି ଗୁରୁତ୍ୱପୂର୍ଣ୍ଣ ଦିଗଟି ସାମ୍ନାକୁ ଆସିଛି ।…
Read More...

ବିଜେଡି ଟିକେଟ ପାଇଁ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ! ବାଲିକୁଦା ବିଧାୟକଙ୍କୁ ଲୁଟେରା, ଭଷ୍ଟ୍ରାଚାରୀର ଟ୍ୟାଗ୍ ଦେଲେ…

କନକ ବ୍ୟୁରୋ : ନିର୍ବାଚନ ଘୋଷଣା ତାରିଖ ପାଖେଇ ଆସିବା ସହ ଟିକେଟ ଆଶାୟୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି । ପରସ୍ପରର ଦୋଷ ବାହାର କରିବା ସହ କଭଳି ଦଳୀୟ ଟିକେଟ ହାସଲ କରିହେବ ସେନେଇ ଆଶାୟୀ ପ୍ରାର୍ଥୀ କରୁଛନ୍ତି ରଣନୀତି । ଖାସକରି ବିଜେଡି ଟିକେଟ ହାତେଇବା ପାଇଁ ଅନେକ ଆଶାୟୀ…
Read More...

କାହା ଦଖଲକୁ ଯିବ ସାଲେପୁର ସାମ୍ରାଜ୍ୟ । ପ୍ରକାଶଙ୍କ ପତିଆରା ଓ ରାଜନୈତିକ ଚକ୍ରବ୍ୟୁହର ଅଙ୍କକଷା ।

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖାଉଛି ସେତେ ରାଜନୀତି ସରଗରମ ହେଉଛି । ବିଭିନ୍ନ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗୁଛି । ସେହିପରି ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି ସାଲେପୁର ରାଜନୀତି । କିଏ ଜିତିବ ସାଲେପୁର ବାଜି ତା’ ଏବେ ବିଜେଡି,…
Read More...

ଗୋଳିଆ ହେଉଛି ଗୋପାଳପୁର ରାଜନୀତି ! ବିଜେଡି ଦୁର୍ଗ ଭାଙ୍ଗିବାକୁ ବଳ କଷୁଛନ୍ତି ବିରୋଧୀ ।

କନକ ବ୍ୟରୋ: ଦୀର୍ଘ ୨୦ବର୍ଷ ହେଲା ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ଆସନକୁ କବଜା କରି ରହିଛି ବିଜେଡି । କିନ୍ତୁ ଆଗାମୀ ନିର୍ବାଚନରେ ଏହି ଆସନ ବିଜେଡି ପାଇଁ ଏତେଟା ସହଜ ହେବ ନାହିଁ ବୋଲି କୁହାଯାଉଛି । ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବା ବିଜେପି ଏହି ନିର୍ବାଚନମଣ୍ତଳୀରେ…
Read More...

କୋରାପୁଟ ପାଇଁ ବଳ କଷାକଷି! କଂଗ୍ରେସ ପାଇଁ କୃ୍ଷ୍ଣ କଣ୍ଟା, ବିଜେଡିକୁ ବିପଦ ଅଧ ଡଜନେ ଆଶାୟୀ । ବିଜେପିରେ କର୍ମୀ କମ…

କନକ ବ୍ୟୁରୋ: କୋରାପୁଟ ବିଧାନସଭା ଆସନକୁ ନେଇ ଦିନକୁ ଦିନ ବଢିଚାଲିଛି କନଫ୍ୟୁଜନ୍ । ୨୦୧୪ରେ ଏଠାରେ କଂଗ୍ରେସ ବାଜି ମାରିଥିବା ବେଳେ କୃଷ୍ଣ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ସହ କଂଗ୍ରେସରୁ ବିଦା ହେବା ପରେ ଚଳିତଥର କୋରାପୁଟ ରାଜନୀତି ଅଡୁଆ ସୂତା ଭଳି ରହିଛି । କଂଗ୍ରେସ ପାଇଁ କୃଷ୍ଣ…
Read More...

କେନ୍ଦ୍ରାପଡା ବିଜେପିରେ ବିଦ୍ରୋହ! ବୈଜୟନ୍ତ ଆସିଲେ, ଜ୍ଞାନଦେବ ଦଳ ଛାଡିଲେ ।

କନକ ବ୍ୟୁରୋ : ବିଜେପିରେ ଜୟ ପଣ୍ଡା ଯୋଗ ଦେଉ ଦେଉ କେନ୍ଦ୍ରାପଡାରେ ବିଦ୍ରୋହ ଆରମ୍ଭ ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ମୁଖପାତ୍ର ଜ୍ଞାନଦେବ ବେଉରା ବିଜେପିରୁ ଇସ୍ତଫା ଦେଇଛନ୍ତି । ଜ୍ଞାନଦେବ ନିଜର ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇବା ସହ…
Read More...

ଆନନ୍ଦପୁର ଆସନ ପାଇଁ ଲଢ଼େଇ! ଆଶାୟୀଙ୍କ ଲମ୍ବା ଲିଷ୍ଟ ନେଇ କନଫ୍ୟୁଜନରେ ବିଜେଡି । କ’ଣ କରିବ କଂଗ୍ରେସ, ପଦ୍ମ…

କନକ ବ୍ୟୁରୋ: କଡ଼ ଲେଉଟାଇବ କି ଆନନ୍ଦପୁର ନିର୍ବାଚନମଣ୍ଡଳୀ ? ପୂର୍ବରୁ ଅନେକ ଅଧିକା˚ଶ ସମୟରେ ନେତୃତ୍ବ ପରିବର୍ତ୍ତନ କରୁଥିବା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ତଳୀ ଚର୍ଚ୍ଚା ରହି ଆସିଛି । ତେଣୁ ମଧ୍ୟ ଏଥର ନୂଆ ବିଧାୟକ ଦେଖିବ ନା ସେଇ ପୁରୁଣା ମୁହଁ ଉପରେ ଭରସା କରିବେ ଭୋଟର ତାହାକୁ ନେଇ…
Read More...

ବିଜେପି ଉପରେ ବର୍ଷିବା ସହ ବୈଜୟନ୍ତ ପଣ୍ଡାଙ୍କୁ ନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା ! କହିଲେ, ଠିକଣା ସମୟରେ ଠିକଣା…

କନକ ବ୍ୟୁରୋ : କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିର ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ । ସେ କହିଛନ୍ତି, ଏହାର କଣ ପ୍ରଭାବ ପଡିବ ତାହା ରାଜ୍ୟବାସୀ ସ୍ଥିର କରିବେ ।  ବିଜେପିରେ ତାଙ୍କ ଭୂମିକା କଣ ହେବ ତାହା  ଧର୍ମେନ୍ଦ୍ର ଓ ସେ…
Read More...

ମାହାଙ୍ଗାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିବାକୁ ଇଚ୍ଛା ପ୍ରକାଶ କଲେ ପ୍ରତାପ ଜେନା ! କହିଲେ, ଦଳ ଯାହା ଦାୟିତ୍ୱ ଦେବ,…

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ମାହାଙ୍ଗାରୁ ଲଢିବାକୁ ଚାହୁଁଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା । ପୂର୍ବରୁ ମଧ୍ୟ କହିସାରିଛି ମାହାଙ୍ଗା ଛାଡି କୁଆଡେ ଯିବାର ନାହିଁ । ମାହାଙ୍ଗାରୁ ନିର୍ବାଚନ ଲଢିବାକୁ ଚାହେଁ । ମାହାଙ୍ଗା ଛାଡ଼ି ଆଉ କୁଆଡ଼େ ଯିବାକୁ ଚାହୁଁନି । କିନ୍ତୁ…
Read More...