Browsing Category

ନ୍ୟୁଜ୍

ସୁସ୍ଥ ହେଲେ ମହାପଭୁ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସ୍ନାନ ପୂର୍ଣ୍ଣିମା ପରଠାରୁ ଜ୍ୱରରେ ପୀଡିତ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଅଣସର ଘରେ ଅଛନ୍ତି ମହାପ୍ରଭୁ । ତେବେ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏନେଇ ଦଇତାପତି ମାନେ ଶ୍ରୀନଅରକୁ ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ…
Read More...

ପୁରୀ ଡାକ୍ତରଖାନାରେ ପୁଣି ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ : ପ୍ରତିବାଦରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ଡାକ୍ତରଖାନାରେ ପୁଣି ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ । ଚିକିତ୍ସା ଅବହେଳା ଯୋଗୁଁ ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଡାକ୍ତରଙ୍କ…
Read More...

ଜେଲରୁ ମୁକୁଳିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

ଉମରକୋଟ : ଜେଲରୁ ମୁକୁଳିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ସର୍ତମୂଳକ ଜାମିନ ମିଳିବା ପରେ ଆଜି ଉମରକୋଟ ଉପକାରାଗାରରୁ ମୁକ୍ତ ହୋଇଛନ୍ତି । ପ୍ରଦାପଙ୍କ ସମେତ ସମସ୍ତ ୧୮ କଂଗ୍ରେସ କର୍ମୀ ମଧ୍ୟ ଜେଲରୁ ବାହାରିଛନ୍ତି । ଜେଲରୁ ମୁକୁଳିବା ପରେ ଦଳୀୟ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ଆଦିବାସୀ…
Read More...

ସିସୋର ମୁଖ୍ୟ ପ୍ରଶାନ୍ତଙ୍କୁ ସିବିଆଇର ମାରାଥନ ଜେରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଝାରପଡା ଜେଲରେ ସିସୋର ମୁଖ୍ୟଙ୍କୁ ସିବିଆଇର ମାରାଥନ ଜେରା । ସିସୋର ଚିଟଫଣ୍ଡ ମହାଠକେଇ ମାମଲାରେ ପ୍ରଶାନ୍ତ ଦାସଙ୍କୁ ଝାରପଡା ଜେଲ ଭିତରେ ଅଢେଇ ଘଂଟା ଧରି ଜେରା କରିଛି ସିବିଆଇ । ଏହାସହ ତାଙ୍କ ଭାଇ ପ୍ରଭାତ ଦାସ, ମଧ୍ୟସ୍ଥି ଶୁଭଙ୍କର ନାୟକ ସମେତ ସିସୋର…
Read More...

ଜେଲରୁ ମୁକୁଳିବେ କଂଗ୍ରେସ ନେତା ପ୍ରଦୀପ ମାଝୀ : ଶୋଭାଯାତ୍ରା ପାଇଁ ସମର୍ଥକଙ୍କ ସଜବାଜ

ନବରଙ୍ଗପୁର : ଜେଲରୁ ମୁକୁଳିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ସର୍ତମୂଳକ ଜାମିନ ମିଳିବା ପରେ ଆଜି ଅପରାହ୍ନ ୨ଟାରେ ସେ ଉମରକୋଟ ଉପକାରାଗାରରୁ ମୁକ୍ତ ହେବେ ବୋଲି ଜଣାପଡିଛି । ପ୍ରଦୀପଙ୍କ ସ୍ୱାଗତ ପାଇଁ ସଜବାଜ ହେଉଛନ୍ତି ସମର୍ଥକ । ସେଥିପାଇଁ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର…
Read More...

ସିସୋର ଚିଟଫଣ୍ଡ ଠକେଇ ମାମଲାରେ ତନାଘନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଝାରପଡା ଜେଲରେ ସିବିଆଇ ଟିମ୍ । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ତନାଘନା । ପ୍ରଶାନ୍ତ ଦାସ ଓ ତାଙ୍କ ଭାଇଙ୍କୁ ପଚରାଉଚରା । ସିବିଆଇ ଏସପି ଓ ଆଇଓଙ୍କ ଜେରା , ମଧ୍ୟସ୍ଥି ଶୁଭଙ୍କର ନାୟକଙ୍କୁ ବି ପଚରାଉଚରା । ୩ ଦିନ ଜେରା କରିବାକୁ କୋର୍ଟଙ୍କ ଅନୁମତି ।
Read More...

ପ୍ରଦୀପ ମାଝିଙ୍କ ଗିରଫ ପ୍ରସଙ୍ଗ : ସୁବର୍ଣ୍ଣପୁରରେ ଜିଲ୍ଳା କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ମଧ୍ୟ ଜିଲ୍ଳା କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ଜିଲ୍ଳା କଂଗ୍ରେସ କମିଟି ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସରକାରୀ କାର୍ଯ୍ୟାଳୟ, ସ୍କୁଲ,କଲେଜ ଆଗରେ ପିକେଟିଂ କରିଛନ୍ତି । ସହରର ମୁଖ୍ୟ ରାସ୍ତାମାନଙ୍କରେ…
Read More...

ମୋତିଲାଲ ଗୌଡ ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସର ଛାନଭିନ : ଭୁବନେଶ୍ୱର, କଟକ, ଗଜପତି ଓ ବ୍ରହ୍ନପୁର ସମେତ ୮ଟି…

କନକ ବ୍ୟୁରୋ : ଡାକ୍ତର ମୋତିଲାଲ ଗୌଡଙ୍କ ବଢିଲା ଅଡୁଆ । ଗଜପତି ମୋହନା ବ୍ଲକ ଚାନ୍ଦିପୁଟରେ ଥିବା ପୈତୃକ ଘର ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱରରେ ଥିବା ସରକାରୀ କ୍ୱାର୍ଟର ଓ ୫ଟି ସ୍ଥାନରେ ଥିବା ଡାଇଗ୍ନୋଷ୍ଟିକ ସେଂଟର ଉପରେ ଚଢାଉ ଜାରି ରହିଛି ।…
Read More...

ପ୍ରଦୀପ ମାଝିଙ୍କ ଗିରଫ ପ୍ରତିବାଦରେ ଆଜି କେବିକେ ବନ୍ଦ : କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ

କଳାହାଣ୍ଡି : ପ୍ରଦୀପ ମାଝିଙ୍କ ଗିରଫ ପ୍ରତିବାଦରେ ଆଜି କେବିକେ ବନ୍ଦ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆଦିବାସୀ ସେଲ ପକ୍ଷରୁ ଏହି ବନ୍ଦ ଡାକରାର ପ୍ରଭାବ ସମସ୍ତ କେବିକେ ଜିଲ୍ଲାରେ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଳାରେ ସମସ୍ତ ଯାନବାହନ ଚଳାଚଳ ଓ ଦୋକନ ବଜାର ବନ୍ଦ ରହିଛି ।…
Read More...

ଭୁବନେଶ୍ୱର ବିମାନ ବନ୍ଦରରେ ବାର୍ଡ ହିଟ୍

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭୁବନେଶ୍ୱର ବିମାନ ବନ୍ଦର ଗୋ-ଏୟାର ବିମାନରେ ହୋଇଛି ବାର୍ଡ ହିଟ୍ । ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା ବିମାନ । ଅବତରଣ ସମୟରେ ଘଟିଛି ଏଭଳି ଘଟଣା ।
Read More...