Browsing Category

ନ୍ୟୁଜ୍

ଶିମିଳିପାଳରୁ ଜଣେ ଶିକାରୀ ଗିରଫ । ଦେଶୀ ବନ୍ଧୁକ, ଝିଙ୍କ ମାଂସ ସହ ଦିଆସିଲ୍ ଜବତ ।

କନକ ବ୍ୟୁରୋ: ଶିମିଳିପାଳରୁ ଶିକାରୀ ଗିରଫ । ଗତକାଲି ରାତିରେ ଶିମିଳିପାଳ ପୂର୍ବ ପାଦଦେଶର ପୋଡାଡିହା ରେଂଜ ଅଂଚଳରୁ ଜଣେ ଶିକାରୀକୁ ଗିରଫ କରିବା ସହ ଗୋଟିଏ ଦେଶୀ ବନ୍ଧୁକ ଓ ଝିଙ୍କ ମାଂସ ଜବତ କରିଛି ବନବିଭାଗ । ଗିରଫ ଶିକାରି ପୋଡାଡିହା ରେଂଜ ପଣ୍ଡେସାହି ଗାଁର ଅନ୍ତରା ସିଂ । ତେବେ…
Read More...

ନଦୀରେ ବୁଡି ପ୍ରାଣ ହରାଇଲେ ଦୁଇ ନାବାଳିକା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାତାଳୀ ନଦୀରୁ ମୃତଦେହ ଉଦ୍ଧାର ।

କନକ ବ୍ୟୁରୋ : ନଦୀରେ ବୁଡି ପ୍ରାଣ ହରାଇଲେ ଦୁଇ ନାବାଳିକା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଗୋଲୁର ଗ୍ରାମ ପଂଚାୟତ ଅନ୍ତର୍ଗତ ତାମଡିଙ୍ଗ ଏବଂ ପଡ଼େଇସିଂ ଗ୍ରାମର ଦୁଇ ଜଣ ପଞ୍ଚମ ଶ୍ରେଣୀର ଛାତ୍ରୀ ଆଜି ଅପରାହ୍ନରେ ପାଖରେ ଥିବା ପାତାଳୀ ନଦୀକୁ  ମାଛ ଧରିବାକୁ ଯାଇ ନଦୀରେ…
Read More...

ଅର୍ଡର କ୍ୟାନ୍ସଲ କରିଦେଲେ ଯୁବତୀ, ମୁଥ ମାରି ମୁହଁ ଫଟାଇଦେଲେ ଜୋମାଟୋ ବୟ । ଅଭିଯୋଗ ପରେ ହେଲେ ଗିରଫ

କନକ ବ୍ୟୁରୋ: ଜଣେ ଯୁବତୀ ଜୋମାଟୋରୁ ଖାଇବା ଅର୍ଡର କ୍ୟାନ୍ସଲ କରିବା ପରେ ଜୋମାଟୋ ବୟ କିଛି ଏଭଳି କାଣ୍ଡ କରିଥିଲେ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣକ ଖାଇବା କ୍ୟାନ୍ସଅଲ କରିଦେବାରୁ ଉତ୍ୟକ୍ତ ହୋଇଯାଇଥିଲେ ଜୋମାଟେ ବୟ । ଆଉ ଯୁବତୀଙ୍କୁ ମାରିଥିଲେ ଶକ୍ତ ମୁଥ । ଏହି…
Read More...

ଜୀବନକୁ ବାଜି ଲଗାଉଛନ୍ତି ଶ୍ରମିକ: ହେଲମେଟ୍ ଓ ସେଫଟି ବେଲ୍ଟ ବିନା ଶହେ ଫୁଟରୁ ଅଧିକ ଉଚ୍ଚତା ପାଣିଟାଙ୍କିରେ କରୁଛନ୍ତି…

କନକ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏଲଏଣ୍ଡଟି ଠିକା ସଂସ୍ଥା ଦ୍ୱାରା ଗ୍ରାମମାନଙ୍କୁ ପାଣି ଯୋଗାଣ ପାଇଁ ଓଭର ହେଡ ଟ୍ୟାଙ୍କ ନିର୍ମିତ ହେଉଛି। ଏହି ଓଭର ହେଡ ଟ୍ୟାଙ୍କ ନିର୍ମାଣରେ ନିୟୋଜିତ ଥିବା ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ସମ୍ପୃକ୍ତ ଠିକା…
Read More...

ବିବାହ କରାଇ ଦେବା ପାଇଁ ତିନି ଫୁଟର ଯୁବକ ପୁଲିସ ନିକଟରେ ଧରିଛନ୍ତି ଜିଦ୍ । ଗୁହାରି ଶୁଣି ବିବାହ କରାଇଦେବାକୁ…

କନକ ବ୍ୟୁରୋ : ଜଣେ ତିନିଫୁଟ ଉଚ୍ଚ ବ୍ୟକ୍ତି ନିଜ ବିବାହକୁ ନେଇ ଚିନ୍ତାରେ ଅଛନ୍ତି। ନିକଟରେ ବିବାହ କରାଇ ଦେବା ପାଇଁ ପୁଲିସ ନିକଟକୁ ଆସି ସେ ଜିଦ ଧରିଛନ୍ତି । ତିନିଫୁଟ ଦୁଇଇଞ୍ଚ ଉଚ୍ଚର ଅଜିମ ମଂସୁରୀଙ୍କ ଗୁହାରି ଶୁଣି ପୁଲିସ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଛି। ଅଜିମ ମଂସୁରୀ ପୁଲିସକୁ…
Read More...

ହସ୍ପିଟାଲରୁ ସମର୍ଥକଙ୍କୁ ସନ୍ଦେଶ ଦେଲେ ମମତା । ଖୁବଶୀଘ୍ର ହସ୍ପିଟାଲରୁୁ ବାହାରିବେ; ହ୍ୱିଲଚେୟାରରେ ବସି ପ୍ରଚାର…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇ ଏବେ ହସ୍ପିଟାଲରେ ଥିବାବେଳେ ହସ୍ପିଟାଲ ଭିତରୁ ନିଜ ସମର୍ଥକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି ଯେ, କାଲି ତାଙ୍କ ଉପରେ ଜୋରଦାର ଆକ୍ରମଣ ହୋଇଥିଲା । ଏଥିରେ ସେ ଆହତ ହୋଇଛନ୍ତି…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍ ନେଲେ କୋଭିଡ୍ ଟିକା । ଟୁଇଟ୍ କରି ସୂଚନା ଦେଲେ ନିଜେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ଦେଶରେ ଏବେ କରୋନା ଟିକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି । ଏହା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି ସୂଚନା ଦେଇଛନ୍ତି । Happy to share that my…
Read More...

ମମତାଙ୍କୁ ଆକ୍ରମଣ ଘଟଣାରେ ମାମଲା ରୁଜୁ କଲା ପଶ୍ଚିମବଙ୍ଗ ପୁଲିସ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେଲା…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ପୁଲିସ । ଏପଟେ ଆଜି ତୃଣମୂଳ କଂଗ୍ରେସ କର୍ମୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛନ୍ତି । ରାଜନୈତିକ ଆକ୍ରୋଶ ରଖି ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣି ଦୋଷୀଙ୍କ ବିରୋଧରେ…
Read More...

ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା : ଓଡିଶାରେ ପହଂଚିଲା କେନ୍ଦ୍ରୀୟ ଟିମ୍

କନକ ବ୍ୟୁରୋ : ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଓଡିଶାରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍ । ଶିମିଳିପାଳରେ କାହିଁକି ନିଆଁ ଲାଗିଲା, ଏହାର କାରଣ ଅନୁଧ୍ୟାନ କରିବା ସହ ଏହାର ନିରାକରଣ ପାଇଁ କ'ଣ ସବୁ ପଦକ୍ଷେପ ନେବା ଆବଶ୍ୟକ ସେନେଇ ରିପୋର୍ଟ ଦେବ…
Read More...

ମହାରାଷ୍ଟ୍ରରେ ପୁଣି ଫେରୁଛି ତାଲାବନ୍ଦ : ମହାରାଷ୍ଟ୍ର ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏଁ ହେବ ସଂପୂର୍ଣ୍ଣ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ପୁଣି ଫେରୁଛି ତାଲାବନ୍ଦ । ଦ୍ରୁତ ସଂକ୍ରମଣକୁ ଆଖିରେ ରଖି ନାଗପୁରରେ ସଂପୂଣ୍ଣ ତାଲାବନ୍ଦ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ମାର୍ଚ୍ଚ ୨୧ ତାରିଖ ଯାଏଁ ସଂପୂର୍ଣ୍ଣ ଲକଡାଉନ୍ ହେବ । ଏହି ସମୟରେ କୌଣସି ଲୋକ ଘର…
Read More...