Browsing Category

ନ୍ୟୁଜ୍

ସେବାଶ୍ରମରେ ଛାତ୍ର ମୃତ୍ୟୁ ଘଟଣା : ଜିଲ୍ଲାପାଳଙ୍କ ବଡ କାର୍ଯ୍ୟାନୁଷ୍ଠାନ, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

କନକ ବ୍ୟୁରୋ : ସେବାଶ୍ରମ ଛାତ୍ର ମୃତ୍ୟୁ ଘଟଣା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବା ସହିତ ରୋଷେୟାକୁ କାର୍ଯ୍ୟରୁ ବାହାର କରିଛନ୍ତି । କିଛି ଦିନ ପୂର୍ବରୁ ମାଲକାନଗିରି କୋଲାଗୋଣ୍ଡା…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଜୋର ଧରୁଛି ଦାବି : ୧୦ ଦିନରେ ନ ଖୋଲିଲେ ମନ୍ଦିର ସାମ୍ନାରେ ଧାରଣା ପାଇଁ ଚେତାବନୀ…

କନକ ବ୍ୟୁରୋ : ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ତେଜୁଛି । ୧୦ ଦିନ ମଧ୍ୟରେ ରତ୍ନଭଣ୍ଡାର ନଖୋଲିଲେ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିବେ ଆବେଦନକାରୀ ଅଭିଷେକ ଦାସ । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ସେ ଚିଠି ଲେଖିଛନ୍ତି । ପୂର୍ବରୁ ଅଭିଷେକ ଦାସ ପିଟିସନର ଭାବେ…
Read More...

ତୀବ୍ର ହେଉଛି ଚଣ୍ଡିଗଡ MMS ବିବାଦ । ବିଭିନ୍ନ ରାଜ୍ୟକୁ ଲମ୍ବିଛି ଚେର

କନକ ବ୍ୟୁରୋ: ମୋହାଲି ଚଣ୍ଡିଗଡ ୟୁନିଭର୍ସିଟିର ବହୁ ଚର୍ଚ୍ଚିତ ଏମଏମଏସ୍ ବିବାଦ ଘନେଇବାରେ ଲାଗିଛି । ଏନେଇ ପୋଲିସ ଅଭିଯୁକ୍ତ ଛାତ୍ରୀ ଓ ତା’ର ପୁରୁଷ ବନ୍ଧୁକୁ ଗିରଫ କରିବା ପରେ ଏହି ମାମଲା ବିଭିନ୍ନ ରାଜ୍ୟକୁ ଲମ୍ବିଛି ବୋଲି ଜଣାପଡିଛି ।  ଅଭିଯୁକ୍ତ ଛାତ୍ରୀଙ୍କୁ ସହପାଠୀଙ୍କ ଭିଡିଓ…
Read More...

ମା’ ମରିଚି ଠାକୁରାଣୀଙ୍କ ମନ୍ଦିରରେ ଭକ୍ତମୟ ପରିବେଶ : ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ନିକଟରେ ହୁଏ…

କନକ ବ୍ୟୁରୋ : ପୁରୀ ମା’ ମରିଚିକୋଟ ଛକରେ ରହିଛି ମା’ ମରିଚି ଠାକୁରାଣୀଙ୍କ ମନ୍ଦିର । ଶ୍ରୀମନ୍ଦିର ରୀତିନୀତି ସହ ମା’ଙ୍କ ମନ୍ଦିର ଜଡିତ । ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ଚଣ୍ଡିପାଠ ହୋଇଥାଏ । ପ୍ରତ୍ୟେକ ଦିନ ମା’ଙ୍କ ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତୀ, ମଇଲମ,…
Read More...

କୋଟିଆ ଗ୍ରାମପୁଞ୍ଜରେ ହେବ ଜଳ ବିଦ୍ୟୁତ୍ ପ୍ରକଳ୍ପ : ଆଦାନୀ ଓ ଟାଟା ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ; ବିନିଯୋଗ ହେବ…

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ହେବ ଜଳବିଦ୍ୟୁତ୍ ପ୍ରକଳ୍ପ । ଆଦାମୀ ଗ୍ରୁପ୍ ପକ୍ଷରୁ ପମ୍ପ ଚାଳିତ ଜଳବିଦ୍ୟୁତ୍ ପ୍ରକଳ୍ପ ଦ୍ୱାରା ଏଠାରୁ ବିଦ୍ୟୁତ୍ ଉତ୍ପାଦନ କରାଯିବ । ଯାହାକୁ ବିତରଣ କରିବ ଟାଟା ପାୱାର । ଏଥିପାଇଁ ପାଖାପାଖି ୫୦୦ କୋଟି ଟଙ୍କା ବିନିଯୋଗ…
Read More...

ବଂଶଧରା ବାଲିଶଯ୍ୟାରୁ ବାଲି ଖନନକୁ ବିରୋଧ : ଗୁଣୁପୁରରେ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳଙ୍କୁ ଘେରିଲେ ଗ୍ରାମବାସୀ

କନକ ବ୍ୟୁରୋ : ହଟହଟା ହୋଇଛନ୍ତି ଜିଲ୍ଲାପାଳ । ଶେଷରେ ଜିଲ୍ଲାପାଳଙ୍କୁ ଚଲାଇ ଚଲାଇ ନେଇଛନ୍ତି ଗାଁର ଲୋକେ । ଗୁଣୁପୁର ତହସିଲ ଅନ୍ତର୍ଗତ କତୁରୁ ବାଲିଶଯ୍ୟାରୁ ବାଲି ଖନନକୁ ବିରୋଧ କରିଆସୁଛନ୍ତି ଗାଁର ଲୋକେ । ପ୍ରତିଦିନ ବାଲି ଉଠାଣ କରାଯାଉଥିବା ବେଳେ ଚାଷ ଉଜୁଡିଯିବା ସହିତ ଗାଁ ପ୍ରତି…
Read More...

ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଷ ଉପଚାର ପୂଜା : ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା କଟକଚଣ୍ଡୀ

କନକ ବ୍ୟୁରୋ : ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଅନ୍ୟ ପୀଠ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ମାଆଙ୍କର ବିଭିନ୍ନ ବେଶ କରାଯାଉଛି ।…
Read More...

୨ ଦିନ ପରେ ବାହାରିଲା ସମାଧାନର ବାଟ : ଆନ୍ଦୋଳନରୁ ହଟିବେ ସୁନ୍ଦରଗଡ଼ ଟ୍ରକ୍ ମାଲିକ

କନକ ବ୍ୟୁରୋ : ଦୁଇ ଦିନ ପରେ ବାହାରିଲା ସମାଧାନର ବାଟ । ଆନ୍ଦୋଳନରୁ ହଟିବେ ସୁନ୍ଦରଗଡ଼ ଟ୍ରକ୍ ମାଲିକ । ପ୍ରଶାସନ, ପ୍ଲାଣ୍ଟ ଅଧିକାରୀ ଓ ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଭଡ଼ା ବୃଦ୍ଧି ଦାବିରେ ସୁନ୍ଦରଗଡ଼ ଟ୍ରକ୍ ମାଲିକଙ୍କ ପକ୍ଷରୁ…
Read More...

ଡାକ୍ତର ବାବୁଙ୍କ ବର୍ବର କାଣ୍ଡ । କୁକୁରକୁ କାରରେ ବାନ୍ଧି ରାସ୍ତାରେ ଘୋଷାଡିଲେ, ଜନ ଅସନ୍ତୋଷ ପରେ ଗିରଫ

କନକ ବ୍ୟୁରୋ: ଆଜିକାଲି ଉଚ୍ଚ ଶିକ୍ଷିତ ଅନେକ ସମୟରେ ଏପରି କାଣ୍ଡ ଘଟାଉଛନ୍ତି ଯାହା ସାରା ସମାଜକୁ ନିନ୍ଦିତ କରୁଛି । ଏପରି ଏକ ଘଟଣା ଘଟାଇଛନ୍ତି ରାଜସ୍ଥାନ ଯୋଧପୁରର ଜଣେ ଡାକ୍ତର । ଏକ କୁକୁରକୁ ନିଜ କାରରେ ବାନ୍ଧି ରାସ୍ତାରେ ଘୋଷାଡି ଘୋଷାଡି ନେଉଥିଲେ । ଏହାର ଭିଡିଓ ସୋସିଆଲ ମିଡଆରେ…
Read More...

ପଞ୍ଚଭୂତରେ ଲୀନ ହେଲେ ବିଷ୍ଣୁ ସେଠୀ : ବିଲମ୍ବିତ ରାତିରେ ନିଜ ଜନ୍ମମାଟିରେ ସମ୍ପନ୍ନ ହେଲା ଶେଷକୃତ୍ୟ, ପୁଅ ଦେଲେ…

କନକ ବ୍ୟୁରୋ : ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ । ବିଳମ୍ବିତ ରାତିରେ ଜନ୍ମ ମାଟି ତିହିଡି ମଙ୍ଗରାଜପୁର ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବାପା-ମାଆଙ୍କ ସମାଧି ପାଖରେ ଶେଷକୃତ୍ୟ କରାଯାଇଛି । ପୁଅ ସୁରଜ ମୁଖାଗ୍ନି ଦେଇଥିଲେ । ବିଷ୍ଣୁଙ୍କୁ ଶେଷ ଦର୍ଶନ କରିବା ପାଇଁ ହଜାର…
Read More...