Browsing Category

ନ୍ୟୁଜ୍

ରାଜଧାନୀରେ ପୁଣି ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ରାଜଧାନୀରୁ ପୁଣି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର କଳିଙ୍ଗନଗରର ଏକ ଭଡା ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳ ଓଡିଆଲପୁର ଗାଁର ୨୭ ବର୍ଷ ବୟସ୍କ ବୈକୁଣ୍ଠ ତରାଇ ବୋଲି ଚିହ୍ନଟ ହୋଇଛି…
Read More...

ଗୁଣିଗାରେଡି ସନ୍ଦେହରେ ଗଡିଲା ମୁଣ୍ଡ : ୫୫ ବର୍ଷ ବୟସ୍କ ମହିଳାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣିଦେଲା ପଡୋଶୀ ଯୁବକ,…

କନକ ବ୍ୟୁରୋ : ଗୁଣିଗାରେଡ଼ି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହାଣି ହତ୍ୟା କଲା ଯୁବକ । ରାୟଗଡା କୋଇଲାପଡାରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ୫୫ ବର୍ଷ ବୟସ୍କ ଚନ୍ଦ୍ରମା ବିଭାର । ଗତକାଲି ମଧ୍ୟାହ୍ନରେ ଚନ୍ଦ୍ରମାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଛି ପଡୋଶୀ ଯୁବକ ରାଜେଶ…
Read More...

ଆଜିଠାରୁ ପୁଣି ବର୍ଷା ! ୨୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି; ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

କନକ ବ୍ୟୁରୋ : ପ୍ରବଳ ବର୍ଷାରେ ଭିଜିବ ଓଡିଶା । ଆସନ୍ତା ୩୬ ଘଣ୍ଟା ଅର୍ଥାତ୍ ୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍ ୯ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି…
Read More...

ପୁରସ୍କାର ପାଇ ଦିଲ୍ଲୀରୁ ଆଜି ଫେରିବେ ନବୀନ : ସ୍ୱାଗତ କରିବାକୁ ବିଜେଡିର ବ୍ୟାପକ ପ୍ରସ୍ତୁତି, ଲକ୍ଷାଧିକ ଲୋକଙ୍କ…

କନକ ବ୍ୟୁରୋ : ଦିଲ୍ଲୀରୁ ଆଜି ଭୁବନେଶ୍ୱର ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ଜୀବନବ୍ୟାପୀ ସାଧନା ସମ୍ମାନ ପାଇବା ପରେ ଆଜି ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ତାଙ୍କ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେଡି । ଏଥିପାଇଁ ସାରା…
Read More...

ମୋଦୀ ସରକାରଙ୍କ ଘୋଷଣା: ବଦଳିବ ରାଜପଥର ନାଁ, ହେବ ‘କର୍ତ୍ତବ୍ୟ ପଥ‘

କନକ ବ୍ୟୁରୋ: ମୋଦୀ ସରକାର ବଡ ପଦକ୍ଷେପ ନେଇ ଦିଲ୍ଲୀ ରାଜପଥର ନାଁ ବଦଳାଇବାକୁ ଘୋଷଣା କରିଛନ୍ତି । ଏବେଠୁ ରାଜପଥର ନାଁ କର୍ତ୍ତବ୍ୟ ପଥ ହୋଇଯିବ । ସେପ୍ଟେମ୍ବର ୭ ତାରିଖରେ ଏନଡିଏମସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଅଛି ସେହି ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିବ । ନୌସେନାର…
Read More...

ବିସିସିଆଇର ଟାଇଟଲ ସ୍ପନ୍ସର ବନିଲା ମାଷ୍ଟରକାର୍ଡ, ସମୟ ପୂର୍ବରୁ ଓହରିଲା ପେଟିଏମ୍

କନକ ବ୍ୟୁରୋ: ଲୋକଙ୍କ ପାଖରେ ପହଞ୍ଚିବାକୁ ନିଜ ରଣନୀତିକୁ ବ୍ୟାପକ କରିଛି ମାଷ୍ଟର କାର୍ଡ । ଏବେ ଟିମ ଇଣ୍ଡିଆର ଟାଇଲ ସ୍ପନ୍ସର କରିବ ମାଷ୍ଟର କାର୍ଡ । ଏନେଇ ମାଷ୍ଟର କାର୍ଡ ବିସିସିଆଇ ସହ ଚୁକ୍ତି କରିଛି । ଏଥିସହ ମାଷ୍ଟରକାର୍ଡ ଘରୋଇ ମୈଦାନରେ ଆୟୋଜିତ ସମସ୍ତ ଅନ୍ତର୍ଜାତୀୟ ମ୍ୟାଚରେ ଉଭୟ…
Read More...

ମଡେଲ ସ୍କୁଲ: ମୋଦୀ ବନାମ କେଜ୍ରିୱାଲ। ପିଏମଶ୍ରୀ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ।

କନକ ବ୍ୟୁରୋ: ଗୁରୁଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଘୋଷଣା କରିଛନ୍ତି । ଦେଶର ୧୪ ହଜାର ୫ଶହ ସ୍କୁଲର ବିକାଶ ପାଇଁ ପିଏମ-ଶ୍ରୀ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ସ୍କୁଲ ଗୁଡିକର ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ସ୍କୁଲ…
Read More...

ଗୁଗୁଲ ବନାମ ଗୁରୁ । ଯୁବପିଢୀଙ୍କ ପ୍ରଥମ ପସନ୍ଦ ଗୁଗୁଲ ସର୍ଚ୍ଚ ଇଞ୍ଜିନ୍ ।

କନକ ବ୍ୟୁରୋ: ଆଜିର ଯୁଗରେ ସଭିଁଙ୍କ ପାଇଁ ଗୁରୁ ପାଲଟିଛି ଗୁଗୁଲ । ପ୍ରଶ୍ନ ଯାହା ବି ହେଉ ଗୁଗୁଲ ସର୍ଚ୍ଚରେ ମିଳିଯାଏ ସବୁ ଉତ୍ତର । ଗୁଗୁଲ ଏତେ ସବୁ ସୁବିଧା ଦେବା ସତ୍ତ୍ୱ ଗୁଗୁଲ କେବେ ବି ଗୁରୁ ହୋଇନପାରେ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଗୁଗୁଲ ପାଠ ସମ୍ପର୍କୀତ ସୂଚନା ଦେଇପାରେ କିନ୍ତୁ…
Read More...

ପିପିଲି ଚନ୍ଦ୍ରାଦେଇପୁର ଅଞ୍ଚଳରେ ନାଲି ପିମ୍ପୁଡ଼ି ଭୟ । ଗାଁରେ ପହଁଚିଲା ମେଡିକାଲ ଟିମ୍

କନକ ବ୍ୟୁରୋ: ପିପିଲି ଚନ୍ଦ୍ରଦେଇପୁର ବ୍ରାହ୍ମଣ ସାହିରେ ପିମ୍ପୁଡ଼ି ଘଉଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ଗାଁରେ ମେଡ଼ିକାଲ ଟିମ୍ ପହଞ୍ଚି ପିମ୍ପୁଡ଼ି ମାରିବା କାମ ଆରମ୍ଭ କରିଛନ୍ତି । ବିଡ଼ିଓ, ପେଷ୍ଟ କଂଟ୍ରୋଲର, ଓୟୁଏଟି ଟିମ୍ ପହଞ୍ଚି ଏହାର ଅନୁଧ୍ୟାନ କରିଛନ୍ତି । ତେବେ…
Read More...

ଆଫଗାନିସ୍ତାନର ରୁଷ ଦୂତାବାସ ନିକଟରେ ବିସ୍ଫୋରଣ: ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା

କନକ ବ୍ୟୁରୋ: ବିସ୍ଫୋରଣରେ ଦୋହଲିଲା ଆଫଗାନିସ୍ତାନ ରାଜଧାନୀ କାବୁଲ । କାବୁଲ ସ୍ଥିତ ରୁଷ ଦୂତାବାସ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ଘଟଣାରେ ଏବେ ସୁଦ୍ଧା ରୁଷ ଦୂତାବାସର ଦୁଇଜଣ କୁଟନୀତିଜ୍ଞଙ୍କ ସହ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ…
Read More...