Browsing Category

ନ୍ୟୁଜ୍

ପିପିଲି ନୂଆଶାସନ ବିଭତ୍ସ ହତ୍ୟାକାଣ୍ଡ ଘଟଣା : ଡ଼େମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ

କନକ ବ୍ୟୁରୋ : ପିପିଲି ନୂଆଶାସନ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ଡ଼େମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ରମାକାନ୍ତ ବେହେରା । ଆଜି ଘଟଣା ସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଗତକାଲି ରାତିରେ ମୋବାଇଲ ଟ୍ରାକ୍ କରି ଅଭିଯୁକ୍ତକୁ ବାଲିପାଟଣା ଅଚ୍ୟୁତପୁର ଅଞ୍ଚଳରୁ ବାନ୍ଧିଥିଲା…
Read More...

ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡ଼ିଜଙ୍କୁ ଜେରା : ଇଓଡ଼ବ୍ଲୁର ୫ଜଣିଆ ଟିମ୍ କରୁଛନ୍ତି ପଚରାଉଚରା

କନକ ବ୍ୟୁରୋ : ଅଡୁଆରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ୨୦୦କୋଟିର ଠକେଇ ମାମଲାରେ ପୁଲିସ ନିକଟରେ ହାଜର ହୋଇଛନ୍ତି । ଇଓଡ଼ବ୍ଲୁର ୫ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ୍ ଅର୍ଥ କାରବାର ମାମଲାରେ ଜ୍ୟାକଲିନ ଫସିଛନ୍ତି । ଏନେଇ…
Read More...

ଲମ୍ପି ସ୍କିନ୍ ରୋଗକୁ ନେଇ ବଢିଲା ଭୟ : ୧୪ ଜିଲ୍ଲାକୁ ଆଲର୍ଟ କଲା ପ୍ରାଣୀସମ୍ପଦ ବିଭାଗ

କନକ ବ୍ୟୁରୋ : ଲମ୍ପି ସ୍କିନ୍ ରୋଗକୁ ନେଇ ବଢିଲା ଭୟ । ୧୪ ଜିଲ୍ଲାକୁ ଆଲର୍ଟ କଲା ପ୍ରାଣୀସମ୍ପଦ ବିଭାଗ । ସୀମାନ୍ତ ଜିଲ୍ଲାର ବ୍ଲକ ଓ ଗାଁରେ ହେବ ବ୍ୟାପକ ସଚେତନତା । ଆନ୍ତଃରାଜ୍ୟ ଗୋ-ମଇଁଷି ପରିବହନ ଉପରେ ଲାଗିଲା କଟକଣା । ଗାଈ, ଗୋରୁ, ମଇଁଷିଙ୍କ ଦେହରେ ଦେଖାଦେଉଛି ଲମ୍ପି ସ୍କ୍ରିନ…
Read More...

ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନରେ ଅନିୟମିତତା ଅଭିଯୋଗ : କିଏ ଓ କେତେ ନେଉଛି ପିସି? କନକ ନ୍ୟୁଜ୍ ହାତରେ ଲାଗିଲା…

କନକ ବ୍ୟୁରୋ : ପଦାରେ ପଡିଲା ପିସି କାରବାର । ମାଲକାନଗିରିରେ ଦୁର୍ନୀତିର ଆଉ ଏକ ନୂଆ ଫର୍ଦ୍ଦ । ଏବେ ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ନେଇ ହୋଇଛି ଏହି ଦୁର୍ନୀତି । ତେବେ କିଏ ନେଉଛି ଏହି ପିସି ? କେତେ ନେଉଛି ପିସି ? କନକ ନ୍ୟୁଜ୍ ହାତରେ ଲାଗିଛି ପିସି ନୋଟ୍ ବୁକ୍ । ଚଳିତବର୍ଷ ମାଥିଲି…
Read More...

ଜାମତରା ଗ୍ୟାଙ୍ଗ୍ ବ୍ୟବହାର କରୁଥିଲେ ସିମ୍ ବକ୍ସ : ଜାଲ୍ ମେସେଜ ପଠାଇ କରୁଥିଲେ ଠକେଇ; ଜାଣନ୍ତୁ ସିମ୍ ବକ୍ସ କ’ଣ ?

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଚାଲିଥିଲା ସାଇବର ଠକେଇ ଯୋଜନା । ଜଙ୍ଗଲରେ ଏକ ମୋବାଇଲ୍ ଟାୱାର ତଳେ ବସି ବିଭିନ୍ନ ମୋବାଇଲ ନମ୍ବରରେ ପଠାଉଥିଲେ ଲକ୍ଷାଧିକ ମେସେଜ୍ । ଗୋଟିଏ ଘଣ୍ଟାରେ ଏକ ସମୟରେ ପଠାଉଥିଲେ ୫୫ ହଜାର ୬୦୦ ମୋବାଇଲ୍ ନମ୍ବରକୁ ମେସେଜ୍ ।…
Read More...

ପୁଣି ଅଡୁଆରେ ଅଭିନେତ୍ରୀ ଜ୍ୟାକଲିନ୍ : ୨୦୦କୋଟିର ଠକେଇ ମାମଲାରେ ଇଓଡବ୍ଲ୍ୟୁ ନିକଟରେ ହେବେ ହାଜର

କନକ ବ୍ୟୁରୋ : ପୁଣି ଅଡୁଆରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ୨୦୦କୋଟିର ଠକେଇ ମାମଲାରେ ହାଜର ହେବେ ପୁଲିସ ନିକଟରେ । ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ୍ ଅର୍ଥ କାରବାର ମାମଲାରେ ଜ୍ୟାକଲିନ୍ ଫସିଛନ୍ତି । ଏନେଇ ଜ୍ୟାକଲିନଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୁଲିସ୍…
Read More...

ପିପିଲି ନୂଆଶାସନ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ରମାକାନ୍ତ ବେହେରାଙ୍କୁ ବାଲିପାଟଣା…

କନକ ବ୍ୟୁରୋ : ପିପିଲି ନୂଆଶାସନରେ ଯୁବକଙ୍କୁ ଗଳାକାଟି ବିଭତ୍ସ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ମୋବାଇଲ ଟ୍ରାକ୍ କରି ଅଭିଯୁକ୍ତକୁ ବାଲିପାଟଣା ଅଚ୍ୟୁତପୁର ଅଂଚଳରୁ ବାନ୍ଧିଲା ପୋଲିସ । ସମ୍ପର୍କୀୟଙ୍କ ଘରେ ଲୁଚିଥିବା ଖବର ମିଳିବା ପରେ ରାତି ଅଧିଆ ହୋଇଥିଲା ଚଢଉ । ଗତକାଲି…
Read More...

ଗୁଜୁରାଟରେ ଆପ୍ ଓ ବିଜେପିର ‘ସ୍ୱପ୍ନ’ ରାଜନୀତି : ମୁହାଁମୁହିଁ ଅମିତ୍ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

କନକ ବ୍ୟୁରୋ : ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଗୁଜରାଟ ଦଖଲ କରିବାକୁ ସବୁ ଦଳ କଲେଣି ପ୍ରସ୍ତୁତି । ଜୋରଦାର କସରତ ଭିତରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଅହମଦାବାଦରେ ପହଞ୍ଚି ବଡ ଘୋଷଣା କରିଛନ୍ତି । ଗୁଜରାଟ ନିର୍ବାଚନରେ ଆମ ଆଦମୀ ପାର୍ଟି ଦଳ…
Read More...

ହିନ୍ଦୁତ୍ୱକୁ ନେଇ ଏ ରାଜାଙ୍କ ପୁଣି ବିବାଦୀୟ ମନ୍ତବ୍ୟ : କହିଲେ, ‘ହିନ୍ଦୁ ଥିବା ଯାଏ ତୁମେ ଶୂଦ୍ର, ବେଶ୍ୟାପୁତ୍ର’

କନକ ବ୍ୟୁରୋ : ତାମିଲନାଡୁର ଡିଏମକେ ସାଂସଜ ଏ ରାଜା ପୁଣି ଥରେ ହିନ୍ଦୁତ୍ୱକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଏଥର ସେ ହିନ୍ଦୁତ୍ୱ ସହ ଅଛୁଆଁକୁ ଯୋଡିଛନ୍ତି । ରାଜା ଏ କାର୍ଯ୍ୟକ୍ରମରେ ହିନ୍ଦୁତ୍ୱ ଉପରେ ପ୍ରଶ୍ନ ଉଠାଇବା ସହିତ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଲେ- ‘କିଏ ହିନ୍ଦୁ ? ଆମ…
Read More...

ଦୁର୍ଘଟଣା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିଲାଣି ଆମ୍ବୁଲାନ୍ସ : ଛଟପଟ ହେଉଥିବା ଗୁରୁତରଙ୍କୁ ଜେସିବିରେ ନିଆଗଲା…

କନକ ବ୍ୟୁରୋ : ଆସିଲାନି ଆମ୍ବୁଲାନ୍ସ, ଜେସିବିରେ ରୋଗୀ ବୁହା ହେଲେ । ସ୍ୱାସ୍ଥ୍ୟସେବାର ଏପରି ବିକଳ ଚିତ୍ର ମଧ୍ୟପ୍ରଦେଶର କଟନୀରୁ ଆସିଛି । ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ହସ୍ପିଟାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । କିନ୍ତୁ ୩୦ ମିନିଟ୍ ବିତି…
Read More...