ପୂର୍ବ ଶତ୍ରୁତାରୁ ପିପିଲିରେ ବୋମାମାଡ, ଗୁଳିମାଡରେ ଯୁବକ ଗୁରୁତର। 

83

କନକ ବ୍ୟୁରୋ: ପିପିଲିରେ ଫୁଟିଲା ଗୁଳି, ପଡିଲା ବୋମା । ସ୍ଥାନୀୟ ଏନଏସି ଅଞ୍ଚଳ ହନୁମାନ ମନ୍ଦିର ନିକଟରେ ଗୁଳିକାଣ୍ଡ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳିମାଡ ହୋଇଛି । ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପିପିଲି ପୋଲିସର ଛାନଭିନ୍ ଜାରି ରହିଛି ।