ପ୍ରଚାର ବେଳେ ପ୍ରତାପ ଷଡଙ୍ଗୀଙ୍କ ଗାଡି ଯାଞ୍ଚ, ଗାଡିରୁ ବାହାରିଲା କ’ଣ ?

525

କନକ ବ୍ୟୁରୋ : ନିୟମ ସମସ୍ତଙ୍କ ପାଇଁ ସମାନ । ସେ ନେତା ହୁଅନ୍ତି କି ସାଂସଦ । ଧାମନଗର ନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି । ଧାମନଗର କାଁପଡ଼ା ପ୍ରଚାର ପାଇଁ ଯାଉଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଗାଡ଼ି ଯାଞ୍ଚ କରାଯାଇଥିଲା । ଗାଡ଼ିକୁ ଯାଞ୍ଚ ପାଇଁ ସହଯୋଗ କରିଥିଲେ ସାଂସଦ । ଗାଡ଼ି ଯାଞ୍ଚ ବେଳେ ଷଡ଼ଙ୍ଗୀଙ୍କ ଗାଡ଼ିରୁ ବାହାରିଥିଲା ବ୍ରାହ୍ମିପତ୍ର, କିଛି ଫଳ ଆଉ ବିସ୍କୁଟ ।