Browsing Category

ନ୍ୟୁଜ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ତାଲିକାକୁ ନେଇ ତେଜୁଛି ଅସନ୍ତୋଷ : ଜିଲ୍ଲାରେ ସରପଞ୍ଚ–ବିଡିଓ ମୁହାଁମୁହିଁ ;…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ତାଲିକାକୁ ନେଇ ତେଜୁଛି ଅସନ୍ତୋଷ । ଘର ଆବଣ୍ଟନ ତାଲିକାରେ ପକ୍ଷପାତିତା କରାଯାଇଥିବା ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲାର ଏକାଧିକ ସରପଞ୍ଚ । ଘଟଣାକୁ ନେଇ ବନ୍ଧୁଗାଁ ବ୍ଲକରେ ସରପଞ୍ଚ ଓ ବିଡିଓ ମୁହାଁମୁହିଁ । ଆବାସ୍ ଯୋଜନା…
Read More...

ଚଣ୍ଡିଗଡରେ ଆମ୍ ଆଦମୀ ପାର୍ଟି ନିରାଶ, ଗୋଟିଏ ଭୋଟରେ ଜିତିଲେ ବିଜେପିର ମେୟର ପ୍ରାର୍ଥୀ ଅନୁପ ଗୁପ୍ତା

କନକ ବ୍ୟୁରୋ : କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡିଗଡରେ ଆମ୍ ଆଦମୀ ପାର୍ଟି ପାଖରେ ବହୁମତ ଥିବା ବେଳେ ମେୟର ନିର୍ବାଚନରେ କିନ୍ତୁ ଦଳକୁ ନିରାଶ ହେବାକୁ ପଡିଛି । ନଗର ନିଗମର ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ଅନୁପ ଗୁପ୍ତା ମାତ୍ର ଗୋଟିଏ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ଚଣ୍ଡିଗଡ ନଗର…
Read More...

ସାମାନ୍ୟ କଳିରୁ ଖଣ୍ଡଯୁଦ୍ଧ : ସାଲିଆ ସାହି ଆଦିବାସୀ ବସ୍ତିରେ ଠେଙ୍ଗାମାଡରେ ଜଣେ ମୃତ, ୨ ଗୁରୁତର

କନକ ବ୍ୟୁରୋ : ପୁଣି ରକ୍ତରଞ୍ଜିତ ରାଜଧାନୀ । ସାମାନ୍ୟ କଳିରୁ ଖଣ୍ଡଯୁଦ୍ଧ । ଭୁବନେଶ୍ୱର ସାଲିଆ ସାହି ଆଦିବାସୀ ବସ୍ତିରେ ଦୁଇ ପରିବାର ମଧ୍ୟରେ କଳିରୁ ଭୟଙ୍କର ହେଲା ସ୍ଥିତି । ଠେଙ୍ଗାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ…
Read More...

ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚମକାଇଦେବା ଭଳି ଘୋଷଣା । କହିଲେ, ଯେତେ ଅଧିକ ପିଲା ଜନ୍ମ କରିବ ସେତେ ଅଧିକ ଦରମା…

କନକ ବ୍ୟୁରୋ : ଦେଶରେ ଜନସଂଖ୍ୟା ବୃଦ୍ଧି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରମାନେ ଅନେକ ପ୍ରକାର ଯୋଜନା ଘୋଷଣା କରୁଛନ୍ତି । ହେଲେ ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମସିଂ ତମାଙ୍ଗଙ୍କ ଘୋଷଣା ଏବେ ଚକିତ କରିଦେଇଛି…
Read More...

୨୪ ନିର୍ବାଚନ ପୂର୍ବରୁ ୨୩ ପାଇଁ ବିଜେପିର ମେଗା ପ୍ଲାନ : ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ଜିତିବା ନେଇ ଦଳର ରଣନୀତି

କନକ ବ୍ୟୁରୋ : ବିଜେପି ସଭାପତି ଜେପି ନଡ୍ଡାଙ୍କ ମିଶନ ୯-୦ । ୨୪ ମହାସମର ପୂର୍ବରୁ ୨୩ ପାଇଁ ମୋଦୀଙ୍କ ମାଷ୍ଟର ପ୍ଲାନ୍ । ରାଜଧାନୀ ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଚାଲିଛି । ଆଜି ବୈଠକର ଦ୍ୱିତୀୟ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଉଦବୋଧନ ଦେବାର…
Read More...

ପରିବାର ନିୟୋଜନକୁ ନେଇ ନୂଆ ପ୍ରୟାସ : ଆରମ୍ଭ ହେବ ଶାଶୂ-ବୋହୂ ସମ୍ମିଳନୀ

କନକ ବ୍ୟୁରୋ : ରାଜ୍ୟରେ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିଆରା ପ୍ରୟାସ । ଆରମ୍ଭ ହେବ ଶାଶୁ-ବୋହୂ ସମ୍ମିଳନୀ । ଓଡିଶା ସରକାର ତରଫରୁ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି ଶାଶୁ-ବୋହୂ ସମ୍ମିଳନୀ । ବର୍ଷକୁ ଦୁଇଥର ଆୟୋଜିତ ହେବ ଶାଶୁ-ବୋହୂ ସମ୍ମିଳନୀ । ଆଉ ଏହି…
Read More...

ଆସନ୍ତା ୧୯ରୁ ଆରମ୍ଭ ହେବ ଟୀକାକରଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

କନକ ବ୍ୟୁରୋ : ରାଜ୍ୟରେ ପୁଣି ଆରମ୍ଭ ହେବ କରୋନା ଟୀକାକରଣ । ଆସନ୍ତା ୧୯ ତାରିଖରୁ ପୁଣି ଥରେ ଆରମ୍ଭ ହେବ ଟୀକାକରଣ । ଲୋକଙ୍କ ପାଇଁ କୋଭିସିଲ୍ଡ ଟିକା ଉପଲବ୍ଧ ହେବ । ଆଜି ୧ ଲକ୍ଷ କୋଭିସିଲ୍ଡ ଆସିବା ପରେ ସବୁ ଜିଳ୍ଲାକୁ ଭାଗ କରି ଦିଆଯିବ । ଯେଉଁମାନେ ଦ୍ୱିତୀୟ ଡୋଜ୍ କିମ୍ବା ବୁଷ୍ଟର ଡୋଜ୍…
Read More...

ଟ୍ୟାକ୍ସ ଭରିନାହାଁନ୍ତି ବଲିଉଡ୍ ସୁନ୍ଦରୀ ଐଶର୍ଯ୍ୟା ରାୟ । ଘରେ ପହଞ୍ଚିଲା ତହସିଲଦାରଙ୍କ ନୋଟିସ୍ । ଦେବାକୁ ପଡିବ…

କନକ ବ୍ୟୁରୋ: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ । ଟ୍ୟାକ୍ସ ଦାଖଲ କରିନଥିବା କାରଣରୁ ଏବେ ଐଶର୍ଯ୍ୟାଙ୍କୁ ନୋଟିସ୍ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଐଶର୍ଯ୍ୟା ରାୟ ବଚ୍ଚନଙ୍କ ନାମରେ ଥିବା ଜମିର ଟ୍ୟାକ୍ସ ସେ ଜମା କରିନାହାଁନ୍ତି । ତେଣୁ ଏହି କାରଣରୁ ତଙ୍କୁ ଏବେ…
Read More...

ଗରିବ ମା’ର ପାଠୁଆ ପୁଅ : ବାପାଙ୍କ ଶ୍ରାଦ୍ଧରେ ମନେ ପକାଇଲେ ମା’ଙ୍କ ଅବଦାନ କଥା; ପରିବା ବିକି ୮ ପିଲାଙ୍କୁ ବଢାଇଥିଲେ

କନକ ବ୍ୟୁରୋ : ବାପା ମା’ଙ୍କୁ ନେଇ ଅନେକ ଗର୍ବ କରନ୍ତି । ହେଲେ କିଛି ଲୋକ ବାପା ମା'ଙ୍କ ଚେହେରା ଓ ପରିଚୟକୁ ନେଇ ନିଜକୁ ଅପମାନ ବୋଧ କରନ୍ତି । କିନ୍ତୁ ପରେ ବୁଝିପାରନ୍ତି ନିଜର ଭୁଲ୍ । ଜଣେ ଆଇଏଏସ ନୀତିନ ଜୱାଲେଙ୍କ କାହାଣୀ କିଛି ଏମିତି । ନୀତିନଙ୍କ ମା' ଅନୁସୂୟା ଜୱାଲେ ପାଠ ପଢିନଥିବା…
Read More...

ବିହାରରେ ହେବ କି ମହାରାଷ୍ଟ୍ର ଭଳି ସରକାର ପରିବର୍ତ୍ତନ? ପଢନ୍ତୁ, କଣ ଉତ୍ତର ରଖିଲେ ତେଜସ୍ୱୀ ଯାଦବ…

କନକ ବ୍ୟୁରୋ: ପୁଣିଥରେ ବିଜେପି ଉପରେ ବର୍ଷିଲେ ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରଦୀପ କୁମାର ସିଂହଙ୍କୁ କଡା ଜବାବ ଦେବା ସହିତ ବିହାରରେ ମହାରାଷ୍ଟ୍ର ଚାପ୍ଟର କେବେ ବି ହେବନି ବୋଲି ତେଜସ୍ୱୀ କହିଛନ୍ତି । ତେବେ ଅସଲ କଥା ହେଉଛି, ବିଜେପି…
Read More...