Browsing Category

ନ୍ୟୁଜ୍

କଫି କାଫେରୁ ଶୁଭୁଛି ହନୁମାନ ଚାଳିଶା ଓ ରାମ ଭଜନ । ଭକ୍ତି ମାର୍ଗରେ ଯୁବଗୋଷ୍ଠୀ

କନକ ବ୍ୟୁରୋ: ବଦଳୁଛନ୍ତି ଯୁବପିଢି । ବଦଳୁଛି ସେମାନଙ୍କ ପସନ୍ଦ । ଆଧୁନିକତାର ବାହ୍ୟ ଚାକଚକ୍ୟରୁ ଏବେ ଆଧ୍ୟାତ୍ମିକତା ଆଡକୁ ଢଳୁଛି ଯୁବ ସମାଜ । ଏହାର ଆଭାସ ମିଳିଛି ଏକ କଫି କାଫେରୁ । ଭାଇରାଲ ହେଉଛି କଫି କାଫେରେ ବସି ହନୁମାନ ଚାଳିଶା କରୁଥିବା ଯୁବ ଗୋଷ୍ଠୀଙ୍କ ଏହି ଭିଡିଓ, ଯେଉଁଥିରେ…
Read More...

ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ : ବର୍ଷାଙ୍କୁ ଲାଗିଲା ଅଦାଲତି ଝଟକା; ରିଟ୍ ଆବେଦନକୁ ହାଇକୋର୍ଟଙ୍କ ପକ୍ଷରୁ ଖାରଜ

କନକ ବ୍ୟୁରୋ : ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ । ବର୍ଷାଙ୍କୁ ଲାଗିଲା ଅଦାଲତି ଝଟକା । ବର୍ଷାଙ୍କ ରିଟ୍ ଆବେଦନକୁ ହାଇକୋର୍ଟଙ୍କ ପକ୍ଷରୁ ଖାରଜ କରି ଦିଆଯାଇଛି । ସୋସିଆଲ ମିଡିଆରେ ଅନୁଭବ ରଖୁଥିବା ମନ୍ତବ୍ୟକୁ ବିରୋଧ କରି ଏହି ମାମଲା ଦାୟର ହୋଇଥିଲା । ଗତବର୍ଷ ଅନୁଭବ ଓ ବର୍ଷାଙ୍କୁ ସୋସିଆଲ…
Read More...

ବିଶ୍ୱ ଜଳ ଦିବସରେ ମନେ ପଡ଼ିଲା ମହାନଦୀ : ବିଧାନସଭାରେ ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିଲେ ବିଜେଡି ବିଧାୟକ ଦେବୀ ମିଶ୍ର

କନକ ବ୍ୟୁରୋ : ଜଳଦିବସରେ ବିଧାନସଭାରେ ଉଠିଲା ମହାନଦୀ ପ୍ରସଙ୍ଗ । ପ୍ରଥମେ ଶୂନ୍ୟକାଳରେ ଶାସକ ଦଳ ଏହି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଛନ୍ତି । ରାଜ୍ୟର ନଦୀ ଗୁଡିକରେ ଜଳ ସ୍ଥିତିକୁ ନେଇ ବିରୋଧୀଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ୟୁପିଏ ଓ ଏନଡିଏ ଗୋଟିଏ ମୁଦ୍ରାର ଦୁଇଟି…
Read More...

ଯୋଗୀ ଓ ସଂଘ ପରିବାର ପ୍ରଶଂସାରେ ଆମେରିକାର ଖବର କାଗଜ, ବିଜେପିକୁ ନେଇ ରଖିଲା ଏଭଳି ମତ

କନକ ବ୍ୟୁରୋ : ଆମେରିକାର ପ୍ରମୁଖ ଖବରକାଗଜ ‘ୱାଲ ଷ୍ଟ୍ରିଟ୍ ଜର୍ନାଲ’ ତାର ମତାମତ ପୃଷ୍ଟାରେ ବିଜେପିକୁ ବିଶ୍ୱର ମହତ୍ୱପୂର୍ଣ୍ଣ ଦଳ ବୋଲି ଲେଖିଛି । ଆମେରିକାର ପ୍ରମୁଖ ଶିକ୍ଷାବିତ୍ ବାଲ୍ଟର ରସେଲ ମିଡଙ୍କ ଏହି ଲେଖାରେ କୁହାଯାଇଛି କି, ଆମେରିକାର ଦେଶ ହିତ ନଜରରେ ବିଜେପି ବିଶ୍ୱର ସବୁଠାରୁ…
Read More...

ଫାଶୀଦଣ୍ଡର ବିକଳ୍ପ କ’ଣ ? ଫାଶୀ ବଦଳରେ ଅନ୍ୟ ପଦ୍ଧତି ଲାଗୁ କରାଯାଇ ପାରିବ କି ନାହିଁ ? ବିଚାର କରିବେ ସୁପ୍ରିମକୋର୍ଟ

କନକ ବୁରୋ : ଫାଶୀଦଣ୍ଡର ବିକଳ୍ପ କ’ଣ ? ମୃତ୍ୟୁ ଦଣ୍ଡାଦେଶ ପାଇଁ ଫାଶୀ ବଦଳରେ ଅନ୍ୟ ପଦ୍ଧତି ଲାଗୁ କରାଯାଇ ପାରିବ କି ନାହିଁ ? ଏହା ଉପରେ ଚିନ୍ତା କରିବାକୁ କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ । ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପଚାରିଛନ୍ତି ଯେ…
Read More...

ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇବା । ୧୦୦ଜଣଙ୍କ ନାମରେ ଅଭିଯୋଗ,୬ଗିରଫ

କନକ ବ୍ୟୁରୋ : ଦିଲ୍ଲୀରେ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଲାଗି ରହିଥିବା ବିବାଦ ଭିତରେ ପୁଣି ଏକ ନୂଆ ବିବାଦ ଦେଖିବାକୁ ମିଳିଛି । ପୁରା ଦିଲ୍ଲୀରେ କିଛି ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇଛନ୍ତି । ଏଭଳି ଆପତ୍ତି ଜନକ ପୋଷ୍ଟରକୁ ନେଇ ଆକ୍ସନମୋଡକୁ…
Read More...

ଦୁନିଆର ରହସ୍ୟମୟୀ ଗାଁ । ଏଠାରେ ଜନ୍ମ ନିଅନ୍ତି କେବଳ ଯାଆଁଳା ପିଲା

କନକ ବ୍ୟୁରୋ : ସମଗ୍ର ବିଶ୍ୱରେ ଭାରତୀୟ ଗ୍ରାମ ଗୁଡ଼ିକ ସେମାନଙ୍କର ଫସଲ, ଅମଳ, ସାକ୍ଷରତା ହାର ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଭାରତରେ ରହିଛି ଏମିତି ଏକ ଗାଁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିଶ୍ୱର ରହସ୍ୟମୟୀ ଗାଁ , ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ପିଲା ।…
Read More...

ବାହାଘରରେ ଟଙ୍କା ଖର୍ଚ୍ଚ ପାଇଁ ଚିନ୍ତାରେ ଅଛନ୍ତି କି? ବିବାହ ପାଇଁ ବିନା ସୁଧରେ ମିଳୁଛି ଋଣ !

କନକ ବ୍ୟୁରୋ : ବିବାହ କଥା ଉଠିଲେ ସମସ୍ତଙ୍କ ମୁଣ୍ଡରେ ଚିନ୍ତା ପଶିଥାଏ । କାହିଁକି ନାଁ ନିଜର ବିବାହକୁ ସବୁଦିନ ଲାଗି ସ୍ମରଣୀୟ କରି ରଖ଼ିବା ଲାଗି ସମସ୍ତେ ଚାହିଁଥାନ୍ତି । ଏମିତିକି ବାପା ମା ମାନେ ମଧ୍ୟ ଜୀବନର ସମସ୍ତ ସଞ୍ଚୟକୁ ମଧ୍ୟ ପୁଅ ଝିଅଙ୍କ ବାହାଘରରେ ଲଗାଇ ଦେଇଥାନ୍ତି ।…
Read More...

ଗୃହ ବାହାରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ମିଛ । ଶ୍ୱେତପତ୍ର ଭୁଲ ବୋଲି କି ଜୟନାରାୟଣ କଲେ ପ୍ରଶ୍ନ ।

କନକ ବ୍ୟୁରୋ : ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଲେ ଓଡିଶାକୁ ପୁଞ୍ଜି ନିବେଶ ଆସିଥିବା ନେଇ ଆଇନଶୃଙ୍ଖଳା ଠିକ ଥିବା ମୁଖ୍ୟମନ୍ତ୍ରୀ କହିଲେ । ଯଦି ମୁଖ୍ୟମନ୍ତ୍ରୀଙ୍କ ବୟାନ ଠିକ୍ ତେବେ କଣ ରାଜ୍ୟ ସରକାରଙ୍କ ଶେତ୍ୱ ପତ୍ର…
Read More...

ମହାଠକ ସୁକେଶର ଜେଲ ଡିଜିଙ୍କୁ ଚିଠି, ଗରିବ କଏଦୀମାନଙ୍କୁ ୫ କୋଟି ଟଙ୍କା ଦାନ କରିବାକୁ ମାଗିଲେ ଅନୁମତି

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଚିଠିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ନା କେଜ୍ରିୱାଲ ନା ଆମ୍ ଆଦମୀ ପାର୍ଟି ବିରୋଧରେ କିଛି ଲେଖିଛନ୍ତି । ଏଥର ସେ ମହାଠକରୁ ମହାଦାନୀ ହେବା ପାଇଁ ଜେଲ ଡିଜିଙ୍କୁ ଏକ ଚିଠି ଲେଖିଛନ୍ତି ।…
Read More...