Browsing Category

ନ୍ୟୁଜ୍

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ । ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ଲାଗିଲା କଟକଣା ।

କନକ ବ୍ୟୁରୋ : ସମ୍ବଲପୁରରେ ଶୋଭାଯାତ୍ରାରେ ପଥରମାଡ ଘଟଣାରେ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାରେ ଯେପରି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଦିନ ୧୦ଟାରୁ…
Read More...

ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଟ୍ରକ୍, ଗୋଟିଏ ପରିବାରର ୫ ଜଣଙ୍କ ସହ ୮ ମୃତ, ଏକାଧିକ ଗୁରୁତର

କନକ ବ୍ୟୁରୋ: ପଞ୍ଜାବ ଗଡଶଙ୍କରଠାରେ ବୁଧବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁମାନେ ବୈଶାଖୀ ସମାଗମ ପାଇଁ ଗଙ୍ଗା ଅଭିମୁଖେ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କର ମୃତ୍ୟୁ…
Read More...

ପୁଣି ବଢିଲା କରୋନା । ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୦ ହଜାରରୁ ଅଧିକ ନୂଆ ସଂକ୍ରମିତ ।

କନକ ବ୍ୟୁରୋ : ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ । ଦୀର୍ଘ ଦିନ ପରେ ଦେଶରେ ୧୦ ହଜାରରୁ ଅଧିକ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୦,୧୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଗୋଟିଏ ସପ୍ତାହ ହେବ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି । ଆଗାମୀ…
Read More...

ସାରା ରାଜ୍ୟରେ ସକାଳୁ ସକାଳୁ ଅସହ୍ୟ ଗରମ : ୩୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା

କନକ ବ୍ୟୁରୋ : ସାରା ରାଜ୍ୟରେ ସକାଳୁ ସକାଳୁ ଅସହ୍ୟ ଗରମ । ୩୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା । ସକାଳ ୮ଟା ୩୦ରେ ବାଲେଶ୍ୱର ତାପମାତ୍ରା ୩୩ ଡିଗ୍ରୀ, ପୁରୀ ୩୨.୩ ଡିଗ୍ରୀ ଓ ଭୁବନେଶ୍ୱର ୩୧.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲି ୩୦.୮ ଡ଼ିଗ୍ରୀ, କେନ୍ଦୁଝର ୩୦.୪…
Read More...

୭୫ ବର୍ଷରେ ପାଦ ରଖିଲା ରାଜଧାନୀ : ପ୍ରତିଷ୍ଠା ଦିବସ ପାଳନ ପାଇଁ ଉତ୍ସବମୁଖର ସହର; ୩ ଦିନ ଧରି ଚାଲିବ ବିଭିନ୍ନ…

କନକ ବ୍ୟୁରୋ : ଆଜିଠୁ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ । ଏଥିପାଇଁ ଉତ୍ସବ ମୁଖର ପୂରା ସହର । ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହେବ । ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ…
Read More...

‘ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ପୁଣି ପରୀକ୍ଷା ଦେଇପାରିବେ’ । ଆଶ୍ୱସ୍ତି ବାଣୀ ଶୁଣାଇଲେ ୟୁକ୍ରେନ…

କନକ ବ୍ୟୁରୋ: ରୁଷ୍ ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ରୁ ପଳାଇ ଆସିଥିବା ଭାରତୀୟ ଛାତ୍ର ଭାରତରେ ସେମାନଙ୍କର ଶେଷ ମେଡିକାଲ ପରୀକ୍ଷା ଦେଇପାରିବେ। ଭାରତ ଗସ୍ତରେ ଆସିଥିବା ୟୁକ୍ରେନ୍‌ର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା ବୁଧବାର ଏଭଳି ଆଶ୍ୱସ୍ତି ବାଣୀ ଶୁଣାଇଛନ୍ତି । ଏହାସହ…
Read More...

ପ୍ରଚଣ୍ଡ ତାତି : ରାଜସ୍ୱ ମନ୍ତ୍ରୀ ଡାକିଲେ ବୈଠକ; ଏସଆରସିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ରହିବେ ଉପସ୍ଥିତ

କନକ ବ୍ୟୁରୋ : ରାଜ୍ୟରେ ଅନୁଭୂତ ହେଉଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜସ୍ୱ ବିଭାଗର ପ୍ରସ୍ତୁତି । ବୈଠକ ଡାକିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଜି ଦିନ ୧୧ଟାରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏଥିରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସାମିଲ ହେବେ । ଏହା ସହ…
Read More...

ଛେଳି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା : ୯ ଲକ୍ଷ ଟଙ୍କା ଲୁଟିନେଲେ ହେଲମେଟ ପିନ୍ଧା ଦୁବୃର୍ତ୍ତ, ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ଲୁଟ୍ ପାଇଁ ଛେଳି ବେପାରୀଙ୍କୁ ହତ୍ୟା ! ସୁନ୍ଦରଗଡ ଲେଫ୍ରିପଡା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ହତ୍ୟାର ଶିକାର ହୋଇଛନ୍ତି ପ୍ରଭାତ ନାଏକ । ଆଜି ସକାଳେ ପ୍ରଭାତ ଓ ଅନ୍ୟ ଦୁଇ ଜଣ ଗାଡିରେ ଯିବା ବେଳେ ହେଲମେଟ ପିନ୍ଧିଥିବା ତିନି ଅଜ୍ଞାତ ଦୁର୍ବୃତ୍ତ ପ୍ରଭାତଙ୍କ ଉପରକୁ ଗୁଳି…
Read More...

ତତଲା କଡେଇରେ ସିଝୁଛି ସାରା ଓଡ଼ିଶା : ଆଜି ୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

କନକ ବ୍ୟୁରୋ : ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ଆହୁରି ତିନି ଦିନ ଏମିତି ଛଟପଟ କରିବ ପ୍ରଚଣ୍ଡ ତାତି । ଆଜି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଜଳିବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ…
Read More...

୨୦୨୪ରେ ବିରୋଧୀ ଏକାଠି ଲଢିବାକୁ ପ୍ରସ୍ତୁତି : ରାହୁଲ ଗାନ୍ଧୀ ଓ କେଜ୍ରିୱାଲଙ୍କୁ ଭେଟିଲେ ନୀତିଶ କୁମାର

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳୁଛି ବିରୋଧୀଙ୍କ ଏକତା । ବୁଧବାର ଦିଲ୍ଲୀରେ ପୁଣି ହୋଇଛି ବିରୋଧୀ ମେଳି । ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡିକ ଏକାଠି ହେବାକୁ ପୁଣି ଥରେ ଅଣ୍ଟା ଭିଡିଛନ୍ତି । କ୍ଷମତାସୀନ ବିଜେପି ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ…
Read More...