Browsing Category

ନ୍ୟୁଜ୍

ବାଣ ଭିଡୁଥିବା ବେଳେ ଅଘଟଣ ଅଭିଯୋଗ : ଜଣେ ମୃତ, ୨ ଗୁରୁତର; ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ

କନକ ବ୍ୟୁରୋ : ଯାଜପୁର ବିଞ୍ଝାରପୁର ଅଞ୍ଚଳରେ ବାଣ ବିସ୍ଫୋରଣ ଅଭିଯୋଗ । ବାସୁଦେବପୁର ଗାଁରେ ଏହି ଅଘଟଣ ଘଟିଛି । ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣରେ ଜଣକର ମୃତ୍ୟୁ ଘଟିଛି, ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ କାଳନ୍ଦୀ ମଲ୍ଲିକ ।…
Read More...

ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ଘଟଣା : ୩ ଜଣଙ୍କୁ ଅଟକ ରଖିଲା କ୍ରାଇମବ୍ରାଞ୍ଚ ଟିମ୍; ପୋଲିସ ସ୍କାନରରେ ୨୦୦ରୁ ଅଧିକ,…

କନକ ବ୍ୟୁରୋ : ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ଘଟଣା, ଆଉ ତିନି ଜଣଙ୍କୁ ଉଠାଇ ନେଇଛି ତଦନ୍ତକାରୀ ଟିମ୍ । ଏଥିସହ ସ୍କାନରରେ ସରକାରୀ ଚାକିରିଆ ଓ ଦଲାଲ । ଏପ୍ରିଲ ୧ ତାରିଖରୁ ଏହି ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ୍ ସାର୍ଟିଫିକେଟ୍ ଦେଇ ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି । ଏହି…
Read More...

ଦିଲ୍ଲୀ, ମୁମ୍ବାଇ ସମେତ ୭ ରାଜ୍ୟରେ ବଢୁଛି ସଂକ୍ରମଣ : ଆଜିଠୁ ସାରା ଦେଶରେ ୨ ଦିନିଆ କୋଭିଡ୍ ମକଡ୍ରିଲ୍

କନକ ବ୍ୟୁରୋ : ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ସାରା ଦେଶରେ ଗୋଟିଏ ଦିନରେ ୫ ହଜାର ୩୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଓଡିଶା, ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟରେ ବଢିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରେ ଗୋଟିଏ ଦିନରେ ୧୦୨…
Read More...

ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ୬ଜଣିଆ ଟିମ୍ ବୁଲି ଦେଖିଲେ ଲୋକେସନ୍ ।

କନକ ବ୍ୟୁରୋ : ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଆକର୍ଷଣୀୟ ଲୋକେସନରେ ପୁଷ୍ପା-୨ର କିଛି ଭାଗର ସୁଟିଂ କରାଯିବ । ନିକଟରେ ଫିଲ୍ମ ପୁଷ୍ପା-୨ର ଏକ ୬ଜଣିଆ ସଦସ୍ୟ ବିଶିଷ୍ଟ ଟିମ ମାଲାକାନଗିରିର ହନ୍ତାଳଗୁଡା, ସାର୍କୁବନ୍ଧ ଝୋଲାପୋଲରେ ପହଞ୍ଚି…
Read More...

ଆହାର ଯୋଗାଉଛି ମହୁଲ ଫୁଲ: ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ରୋଜଗାରର ପ୍ରମୁଖ ମାଧ୍ୟମ ପାଲଟିଛି ଜଙ୍ଗଲଜାତ ଦ୍ରବ୍ୟ

କନକ ବ୍ୟୁରୋ: ମହୁଲ ବିକି ସ୍ୱାବଲମ୍ବୀ ହେଉଛନ୍ତି ଆଦିବାସୀ ପରିବାର । ମାଲକାନଗିରି ଜିଲ୍ଲାରେ କୋୟା, ଗାଦବା, ଦିଦାୟୀ ପରି ଭିନ୍ନ ଭିନ୍ନ ଜନଜାତୀର ଲୋକେ ବସବାସ କରନ୍ତି । ଅତି ସରଳ ଏମାନଙ୍କ ଜୀବନ ଧାରା । ପ୍ରକୃତି ଓ ପରିବେଶ ଉପରେ ନିର୍ଭରଶୀଳ ଏହି ବନବାସୀ ମଣିଷ ମାନେ । ତେଣୁ ବର୍ଷ ତମାମ…
Read More...

ଷ୍ଟିଲସିଟିରେ ଜମୁଛି ଆଦି ମହୋତ୍ସବ: ପ୍ରଦର୍ଶିତ ହୋଇଛି ଆଦିବାସୀ କଳା, ସଂସ୍କୃତି ଏବଂ ଐତିହ୍ୟ

କନକ ବ୍ୟୁରୋ: ଷ୍ଟିଲସିଟିରେ ଜମୁଛି ଆଦିବାସୀ ମେଳା । ଇସ୍ପାତ ସହରର ସେକ୍ଟର-୫ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ କଳା, ସଂସ୍କୃତି, ହସ୍ତଶିଳ୍ପ, ବ୍ୟଞ୍ଜନର ଝଲକ ଦେଖିବାକୁ ମିଳିଛି । ସେଲ, ରାଉରକେଲା ଇସ୍ପାତ କାରଖାନା, ଭାରତୀୟ ଜନଜାତି ସମବାୟ ବିପଣନ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆଦି…
Read More...

ବାଲେଶ୍ୱରରେ ଛତୁ ଚାଷ ଓ ଛତୁ ମଞ୍ଜି ୟୁନିଟ୍ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା: ସହାୟତା ଯୋଗାଉଛି ମିଶନଶକ୍ତି

କନକ ବ୍ୟୁରୋ: ଛତୁ ଚାଷ ଏକ ଅର୍ଥକାରୀ ଚାଷ । ଏଥିରେ ଖର୍ଚ୍ଚ କମ, ଲାଭ ଭଲ । ଛତୁ ଚାଷରେ କମ୍ ପଇସା ଖଟାଇ ଅଳ୍ପ ଦିନ ଭିତରେ ଦୁଇଗୁଣା ଲାଭ ପାଇଥାଆନ୍ତି ଚାଷୀ । ଏଥିପାଇଁ ପ୍ରଥମେ ନଡ଼ାର ଆବଶ୍ୟତା ପଡ଼ିଥାଏ । ଏହାକୁ କାଟି ବେଡ଼ ପ୍ରସ୍ତୁତ କରି ସେଥିରେ ଛତୁ ମଂଜି ଦେଇ ପଲିଥିନରେ ଘୋଡ଼ାଇ ରଖିବାକୁ…
Read More...

ବଢ଼ୁଛି ବାଉଁଶ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ଚାଉଳର ଚାହିଦା: ବାଉଁଶ ଚାଉଳରୁ ପ୍ରସ୍ତୁତ ହେଉଛି ଭାତ, ରୁଟି, କ୍ଷୀରି ଓ…

କନକ ବ୍ୟୁରୋ: ଚାଉଳ, ତା ପୁଣି ବାଉଁଶ ମଂଜିର ଚାଉଳ । ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ଘର ଅଗଣାରେ ବସି ମହିଳା ଜଣକ ବାଉଁଶ ଚାଉଳ ସଫା କରୁଛନ୍ତି । ବଜାରରେ ବାଉଁଶ ଚାଉଳର ବେଶ ଚାହିଦା ରହିଛି । ତେଣୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ, ମାଳଗାଁର ଲୋକେ ଏବେ ବାଉଁଶ ଚାଉଳ ବିକ୍ରି କରି ବେଶ…
Read More...

ଟାଟା ଟି ପ୍ରିମିୟମ୍ ପ୍ୟାକରେ ବାନ୍ଧ କଳାର ଛାପ: ଘରେ ଘରେ ପରିଚିତ ହେବ ବୁଣାକାର ଅଶୋକ ମେହେରଙ୍କ ହାତ ତିଆରି…

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରୀ ବାନ୍ଧ ଶାଢ଼ିର ଖ୍ୟାତି ଦିନକୁ ଦିନ ବଢ଼ିବାରେ ଲାଗିଛି । ନେତ୍ରୀ ଠାରୁ ଆରମ୍ଭ କରି ଅଭିନେତ୍ରୀ ସମସ୍ତଙ୍କ ପସନ୍ଦ ପାଲଟିଛି ସ୍ଥାନୀୟ ତନ୍ତଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସୋନପୁରୀ ବାନ୍ଧ । ସେ ଐଶ୍ୱର୍ଯ୍ୟା ରାୟ ହୁଅନ୍ତୁ ଅବା ବିଦ୍ୟା ବାଲାନ…
Read More...

ଶିକ୍ଷକ ଚୟନରେ ଓଏସଏସସିର ଅଜବ ବ୍ୟବସ୍ଥା! ୦.୫ ପର୍ସେଣ୍ଟାଇଲ୍ ରଖି ପ୍ରିଲିମିନାରୀ ପରୀକ୍ଷାରେ ପାସ୍

କନକ ବ୍ୟୁରୋ: ଶିକ୍ଷକ ଚୟନ ଲାଗି ଓଡିଶା କର୍ମଚାରୀ ଚୟନ ଆୟୋଗ ବା ଓଏସଏସସିର ପ୍ରିଲିମିନାରୀ ବା ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବଡ ବିତର୍କ । ପ୍ରିଲିମ ପରୀକ୍ଷାରେ ୧ ପର୍ସେଂଟାଇଲ୍ରୁ କମ୍ ସ୍କୋର କରିଥିବା ପ୍ରାର୍ଥୀ ମେନ୍ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।…
Read More...