Browsing Category

ନ୍ୟୁଜ୍

ଓଡିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏମ୍ସ ଯାଇ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ । ପରେ ଯିବେ କଟକ ,…

କନକ ବ୍ୟୁରୋ: ଓଡିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଆଉ କିଛି ସମୟ ପରେ ଭୁବନେଶ୍ୱରରେ ପହଞ୍ଚିବେ । ଏମ୍ସ ଯାଇ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ । ଏମ୍ସରେ ଡାକ୍ତରଙ୍କ ସହ ବୈଠକ କରିବେ । ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ନେଇ କରିବେ ଆଲୋଚନା । ଏହାପରେ କଟକ ଓ ବାଲେଶ୍ୱର…
Read More...

ଚାଲିଛି ମୃତଦେହ ଚିହ୍ନଟ । ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । 

କନକ ବ୍ୟୁରୋ: ଚାଲିଛି ମୃତଦେହ ଚିହ୍ନଟ । ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । ସେମାନଙ୍କ ପାଇଁ ରେଳ ବିଭାଗ କରିଛି ସମସ୍ତ ବ୍ୟବସ୍ଥା । ୪୮ ଘଣ୍ଟା ଭିତରେ ଶେଷ ହେବ ଚିହ୍ନଟ ପ୍ରକ୍ରିୟା । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା । ଆଜି ସନ୍ଧ୍ୟା କିମ୍ବା କାଲି…
Read More...

କେନ୍ଦ୍ର ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ । ଜବାବ ରଖିଲେ ଅଶ୍ୱିନୀ

କନକ ବ୍ୟୁରୋ : ବାରେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ କେବଳ ଦେଶ ନୁହେଁ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ଏପରିକି ଋଷ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । କିନ୍ତୁ ଏହି ଶୋକାକୂଳ ପରିସ୍ଥିତି ମଧ୍ୟରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ ।…
Read More...

୨୪ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ଜାରି । ମୃତ ଯାତ୍ରୀଙ୍କୁ ଉଦ୍ଧାର କରିବା ସବୁଠୁ ବଡ ଚ୍ୟାଲେଞ୍ଜ

କନକ ବ୍ୟୁରୋ: ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ବଗିଗୁଡ଼ିକ ବିଛାଡ଼ି ହୋଇପଡ଼ି ଥିବାରୁ ଯାତ୍ରୀଙ୍କୁ ଉଦ୍ଧାର କରିବା କାଠିକର ପାଠ ହୋଇପଡ଼ିଛି। ଦୁର୍ଘଟଣାର ୨୪ ଘଣ୍ଟା ପରେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି। ସ୍ଥଳ‌ସେନାଠାରୁ ଆରମ୍ଭ କରି…
Read More...

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ସ୍ନାନ ବେଦୀରେ ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ । ଜାଣନ୍ତୁ…

କନକ ବ୍ୟୁରୋ: ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା…
Read More...

  ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ସ୍ନାନ ବେଦୀକୁ ବିଜେ…

କନକ ବ୍ୟୁରୋ: ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂରତି । ଏଥିପାଇଁ ରତ୍ନବେଦୀରୁ ସ୍ନାନ ବେଦୀକୁ ବିଜେ କରୁଛନ୍ତି  ଚତୁର୍ଦ୍ଧା ମୂରତି । ପ୍ରଥମେ ବଡଠାକୁରଙ୍କୁ ବିଜେ କରିନେବା ପରେ ବିଜେ କରିସାରିଲେଣି ସୁଦର୍ଶନ ।   ଆଗେ ଆଗେ…
Read More...

ମମତା-ଅଶ୍ୱିନୀ କଥା କଟାକଟି, ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ମମତା

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହି ସମୟରେ ମୃତ୍ୟୁସଂଖ୍ୟାକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମମତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ମମତା କହିଥିଲେ, ସ୍ଥାନୀୟ ଲୋକ କହୁଛନ୍ତି, ଏହି ଦୁର୍ଘଟଣାରେ…
Read More...

ସାରାଦେଶରୁ ଛୁଟୁଛି ସମବେଦନାର ସୂଅ । ବିଭିନ୍ନ ମହଲରେ ଶୋକ ପ୍ରକାଶ

କନକ ବ୍ୟୁରୋ : ମତେ ରକ୍ଷାକର, ମତେ ବଂଚାଅ । ଆର୍ତ ଚିତ୍କାରରେ ଥରହର ହେଉଥିଲା ବାହାନଗା ରେଳଷ୍ଟେସନ । କେହି ଭାବି ନଥିଲେ ଅନେକଙ୍କ ପାଇଁ ଏହି ରେଳ ଯାତ୍ରା ଅନ୍ତିମ ଯାତ୍ରା ହେବ ବୋଲି । ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା କଥା ଭାବିଲେ…
Read More...

ଅଧାବାଟରେ ବଦଳିଥିଲା ବଗି, ବଞ୍ଚିଗଲା ୧୧୦ ତୀର୍ଥଯାତ୍ରୀଙ୍କ ଜୀବନ

କନକ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାରେ କିଏ । ଏହି କଥାକୁ ବର୍ତମାନ ସେହିମାନେ ବେଶ ଭଲଭାବେ ଅନୁଭବ କରିପାରୁଥିବେ ଯେଉଁମାନେ ଶୁକ୍ରବାର ଭୟାବହ ରେଳ ଦୁର୍ଘଟଣାରେ ବର୍ତି ଯାଇଛନ୍ତି । । ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ବ୍ୟକ୍ତି ଯେତେବେଳେ ଅଙ୍ଗେନିଭା କଥା ବଖାଣୁଛନ୍ତି ସେତେବେଳ…
Read More...

ଜାଣନ୍ତୁ ଦେଶରେ କେବେ ଓ କେଉଁଠି ହୋଇଥିଲା ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ?

କନକ ବ୍ୟୁରୋ : ବାହାନଗାରୁ ଆସୁଛି ବେଦନା ଓ କୋହଭରା ଚିତ୍ର । ଲୁହା, ଲୁହ ଓ ଲହୁ ହୋଇଯାଇଛି ଏକାକାର । ଭୟାବହ ରେଳ ଦୁର୍ଘଟଣାରେ ଚାଲିଯାଇଛି ଅନେକଙ୍କ ଜୀବନ ନେଇଛି । । ତେବେ ଭାରତରେ ରେଳ ଦୁର୍ଘଟଣା ଯେତିକ ଲମ୍ବା ସେତିକି ବିଭତ୍ସ । ବିହାର ରେଳ ଦୁର୍ଘଟଣାକୁ ଦେଶର ସବୁଠୁ ବଡ ଦୁର୍ଘଟଣା…
Read More...