Browsing Category

ନ୍ୟୁଜ୍

ସରକାରୀ ଟଙ୍କା ହରିଲୁଟ୍ କରିବାର ନୂଆ ତରିକା । ବିନା ଫଳକରେ କାମ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଠକ ଠିକାଦାର ।

କନକ ବ୍ୟୁରୋ: କଂକ୍ରିଟ୍ ତଳୁ ବାହାରିଲା ବାଲି ବସ୍ତା । ସରକାରୀ ଟଙ୍କା ହରିଲୁଟ୍ କରିବାର ନୂଆ ତରିକା । ବିନା ଫଳକରେ କାମ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ବିଭାଗୀୟ ଅଧିକାରୀ । କଂକ୍ରିଟ କାନ୍ଥରୁ ବାଲି ବସ୍ତା ବାହାରିବା ପରେ ପଦାକୁ ଆସିଛି କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟରେ…
Read More...

ଓଡିଶା ପିଉଛି ପଡିଶା ପାଣି । ପାଣି ପାଇଁ ଆନ୍ଧ୍ରପ୍ରଦେଶ ଝରଣା ଉପରେ ନିର୍ଭରଶୀଳ ଓଡିଶାର ଆଦିବାସୀ ବହୁଳ ଗାଁ ।

କନକ ବ୍ୟୁରୋ: ତାତି ଯେତିକି ବଡ଼ୁଛି ପାଣି ପାଇଁ ସେତିକି ଡ଼ହକ ବିକଳ ହେଉଛନ୍ତି ସୀମାନ୍ତବାସୀ । ନା ଅଛି ପାଇପ ପାଣିର ସୁବିଧା, ନା ଅଛି ବସୁଧା ଯୋଜନା । ଗାଁରେ ନଳକୂପ ବି ନାହିଁ । ତେଣୁ ପିଇବା ପାଣି ପାଇଁ ଚାଲିବାକୁ ପଡ଼ୁଛି ଏକ କିମି ରାସ୍ତା । ଗାଁ ଠାରୁ ଏକ କିଲୋମିଟର ଯିବା ପରେ ମିଳୁଛି…
Read More...

ବିକାଶ ଦେଖିନି ବଣ୍ଡାଘାଟିର ଗାଁ । ଉନ୍ନତିର ବାଟ ଫିଟାଇନି ପ୍ରଶାସନ । ବ୍ଲକ ଅଧ୍ୟକ୍ଷଙ୍କୁ କୈଫତ୍ ମାଗିଲେ ଘାଟି ମଣିଷ

କନକ ବ୍ୟୁରୋ: ଦଶନ୍ଧି ଦଶନ୍ଧି ପରେ ମଧ୍ୟ ମୌଳିକ ସୁବିଧାଠାରୁ ମାଇଲ ମାଇଲ ଦୂରରେ ଘାଟି ମଣିଷ । ପାହାଡି ଇଲାକା ଗାଁ ପାତ୍ରପୁଟ । ଏଠି ସୁଯୋଗ ନାହିଁ କି ପ୍ରଶାସନର ପ୍ରତିଛବି ନାହିଁ । ଗାଁରେ ଅଧିକାରୀଙ୍କ ପାଦ ପଡୁଛି ହେଲେ ପାହାଡି ଗାଁର ପରିସ୍ଥିତିକୁ ବଦଳାଇ ପାରୁନାହାନ୍ତି ସରକାରୀ ବାବୁ…
Read More...

ଏମିତି ଗାଁ, ଯେଉଁଠି ଚାଲିବନି ଭାରତର ନିୟମ । କେନ୍ଦ୍ର କି ରାଜ୍ୟର କାହାରି ନିୟମ ମାନିବାକୁ ନାରାଜ ଗ୍ରାମବାସୀ ।

କନକ ବ୍ୟୁରୋ: ନିଜ ଗାଁରେ ଚାଲିବ ନିଜ ଶାସନ । ଗାଁରେ ଚଳିବ ନାହିଁ ସମ୍ବିଧାନର ଆଇନ୍ କାନୁନ୍ କି ଗ୍ରାମବାସୀ ମାନିବେ ନାହିଁ କେନ୍ଦ୍ର କି ରାଜ୍ୟ ସରକାରଙ୍କ ନୀତି ନିୟମ । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ଗାଁରୁ ଆସିଛି ବିଛିନ୍ନତାବାଦୀ ମାନସିକତାର ସାଘାଂତିକ ଚିତ୍ର । ଦେଶ…
Read More...

ଅସହାୟଙ୍କ ପାଇଁ ‘ଓଡିଶା ମୋ ପରିବାର’ ହେଲା ସହାୟ, ଅସହାୟ ମହିଳାଙ୍କ ଶବ ସତ୍କାର କଲା ସଂଗଠନ

କନକ ବ୍ୟୁରୋ : ଅଧାରାତି ରେ ୫୦ ବର୍ଷୀୟା ରଞ୍ଜନା ମାର୍ଥା ଙ୍କ ଶେଷକୃତ୍ୟ କାର୍ୟ୍ୟରେ ସହଯୋଗ ର ହାତ ବଢ଼ାଇଛି ଓଡ଼ିଶା-ମୋ ପରିବାର। ବହୁଦିନ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା, ତାଙ୍କର ପୁଅ ଓ ବୋହୂ ସୁନ୍ଦରପଦା ରେ ରହି ଆସୁଥିବା ବେଳେ ସେ ଏକାକୀ ବଡଗଡ ଅଞ୍ଚଳରେ ବାସ କରୁଥିଲେ।…
Read More...

ବାଣ କାରଖାନାରେ ଭୟାନକ ବିସ୍ଫୋରଣ, ଚାଲିଗଲା ୭ଜଣଙ୍କ ଜୀବନ

କନକ ବ୍ୟୁରୋ : ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଏଗରା ଠାରେ ମଙ୍ଗଳବାର ଦିନ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସର ସୂଚନା ମୁତାବକ ଏହା ଏକ ବେଆଇନ ବାଣ କାରଖାନା ଥିଲା । ସେପଟେ…
Read More...

ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ଜୁନ୍ ୪ ତାରିଖରେ ଛୁଇଁବ କେରଳ, ଓଡିଶାକୁ ଆସିବାରେ ମଧ୍ୟ ହେବ ବିଳମ୍ବ ।

କନକ ବ୍ୟୁରୋ: ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ସ୍ୱାଭାବିକ ସମୟ ଜୁନ୍ ୧ ପରିବର୍ତ୍ତର୍, ସାମାନ୍ୟ ବିଳମ୍ବରେ ମୌସୁମୀ କେରଳ ଛୁଇଁବ । ଜୁନ୍ ୪ ତାରିଖରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ସେହି ଅନୁସାରେ ଓଡିଶାକୁ ମଧ୍ୟ ବିଳମ୍ବରେ ମୌସୁମୀ ପହଁଚିବ । ବିଳମ୍ବରେ ମୌସୁମୀ…
Read More...

ଯାଜପୁର ବ୍ୟାସନଗରରେ ଗହଣା ଦୋକାନରୁ ଲୁଟ୍ ଘଟଣା । ୩ ଲୁଟେରାଙ୍କ ଫଟୋ ଜାରି କଲା ପୋଲିସ ।

କନକ ବ୍ୟୁରୋ: ବ୍ୟାସନଗର ଗହଣା ଦୋକାନ୍ ଲୁଟ୍ ଘଟଣାରେ ସମ୍ପୃକ୍ତ ୩ ଲୁଟେରାଙ୍କ ଫଟୋ ଜାରି କରିଛି ପୋଲିସ । ୭ ଜଣ ଲୁଟେରାଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ଯାଜପୁର ବ୍ୟାସନଗର ସହରରେ ସେନକୋ ଗୋଲ୍ଡ ସୋରୁମରୁ ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଡକାୟତି ହୋଇଥିଲା । ଏହାପରେ…
Read More...

ମମତା ସରକାରକୁ ବଡ ଝଟକା, ୩୬ ହଜାର ଶିକ୍ଷକଙ୍କ ନିଯୁକ୍ତିକୁ ବେଆଇନ କହିଲେ ହାଇକୋର୍ଟ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି । କୋଲକତା ହାଇକୋର୍ଟ ତରଫରୁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୩୬ ହଜାର ଶିକ୍ଷକ ନିଯୁକ୍ତିକୁ ବେଆଇନ ବୋଲି କହିଛନ୍ତି । କୋର୍ଟଙ୍କ ଏହି ରାୟ ପରେ ମମତା ବାନାର୍ଜୀ ଏହି ରାୟକୁ ସୁପ୍ରିମକୋର୍ଟରେ…
Read More...

କେବେ ଓ କାହାକୁ ମିଳିବ ମନ୍ତ୍ରୀପଦ? ବଢିଲା ଚର୍ଚ୍ଚା, ନବୀନଙ୍କ ଗୁଡବୁକରେ କିଏ?

କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସ୍ଥାନ? ୨୦୨୪ ପୂର୍ବରୁ କାହାକୁ ଭରସା କରି ନିଜ ଟିମରେ ସାମିଲ କରିବେ ବିଜେଡି ସୁପ୍ରିମୋ । ଗଣଶିକ୍ଷା ଓ ଶ୍ରମ ବିଭାଗର ମନ୍ତ୍ରୀ ପଦରୁ ସମୀର ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ…
Read More...