Browsing Category

ନ୍ୟୁଜ୍

ପଥରରେ ଛେଚି ଦୁଇ ଭାଇଙ୍କୁ ନିର୍ମମ ହତ୍ୟା

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଟାଙ୍ଗେଣୀ ପାହାଡ଼ ନିକଟରେ ପଥରରେ ଛେଚି ଦୁଇ ଭାଇଙ୍କୁ ହତ୍ୟା । ମୃତ ଦୁଇ ଭାଇ ହେଲେ କାଇପଦର ପାଲାସାହିର ବୋଖାରୀ ସାମନ୍ତସିଂହାର ଓ ଶ୍ୱେତ ସାମନ୍ତସିଂହାର । ଦୀର୍ଘ ଦିନ ଧରି ଖୋର୍ଦ୍ଧା ଅଂଚଳରେ ଖଣି ନିଲାମ ବନ୍ଦ ଥିବା ବେଳେ, କାଇପଦର ଓ…
Read More...

ବାଲେଶ୍ୱରର ବିକାଶ ଉତ୍ସବରେ ନରେନ୍ଦ୍ର ମୋଦି

ବାଲେଶ୍ୱର : ବାଲେଶ୍ୱରର ବିକାଶ ଉତ୍ସବରେ ନରେନ୍ଦ୍ର ମୋଦି । ଓଡିଆରେ ଆରମ୍ଭ କଲେ ନିଜର ଅଭିଭାଷଣ । ପ୍ରବଳ ଜନସମାଗମକୁ ଦେଖି ଖୁବ୍ ପ୍ରଶଂସା କଲେ ମୋଦି । ୨ ବର୍ଷର ସରକାରଙ୍କ ଉପଲବ୍ଧିକୁ ନେଇ ଦେଲେ ହିସାବ । କହିଲେ ଦେଶକୁ ଗରୀବ ମୁକ୍ତ କରିବା ପାଇଁ ସମସ୍ତଙ୍କ ସହେଯାଗ ଜରୁରୀ । ଓଡିଶାରେ…
Read More...

ଓଡିଶାରେ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟରେ ବୁଧବାର ଠାରୁ ଆରମ୍ଭ ହୋଇଯାଇଛି ପ୍ରି-ମନସୁନ୍ ଆକ୍ଟିଭିଟି ବା ପ୍ରାକ୍ ମୌସୁମୀ ବର୍ଷା । ଫଳରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷାପବନ ହୋଇଛି । ମୌସୁମୀ ଆଗମନର ଏହା ପ୍ରାକ୍ ସୂଚନା ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ…
Read More...

୯ ଜଣିଆ ହାତୀ ଶିକାରୀ ଦଳକୁ ଗିରଫ କରିଛି ବୌଦ୍ଧ ପୋଲିସ

ବୌଦ୍ଧ:୯ ଜଣିଆ ହାତୀ ଶିକାରୀ ଦଳକୁ ଗିରଫ କରିଛି ବୌଦ୍ଧ ପୁଲିସ । ସେମାନଙ୍କ ପାଖରୁ ୨ଟି ହାତୀ ଦାନ୍ତ ଏବଂ ୩ଟି ଦେଶୀ ବନ୍ଧୁକ ସମେତ ଏକ ଟାଙ୍ଗିଆ ଜବତ ହୋଇଛି । । ପୁରୁଣାକଟକ ଥାନା ଅନ୍ତର୍ଗତ କଣ୍ଡରା, କାଚପାଜୁ ଅଂଚଳରେ ଏସଓଜି ଯବାନମାନଙ୍କ ଦ୍ୱାରା କମ୍ବିଂ ଅପରେସନ ଚାଲିଥିବାବେଳେ ଜଙ୍ଗଲରୁ…
Read More...

ପୂର୍ବତଟ ରେଳବାଇ ମୁଖ୍ୟଙ୍କ ସୂଚନା : ଭୁବନେଶ୍ୱର ପରେ ପୁରୀ ଓ କଟକ ଷ୍ଟେସନରେ କାର୍ଯ୍ୟକାରୀ ହେବ ୱାଇ ଫାଇ :

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରଥଯାତ୍ରା ପୂର୍ବରୁ ଭୁବନେଶ୍ୱର ପରେ ପୁରୀରେ ହେବ ୱାଇଫାଇ ବ୍ୟବସ୍ଥା । ପରେ ପରେ ଡିସେମ୍ବରରେ କଟକ ଷ୍ଟେସନରେ ମଧ୍ୟ ୱାଇଫାଇ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏଭଳି ସୂଚନା ଦେଇଛନ୍ତି ପୂର୍ବତଟ ରେଳ ମହାପ୍ରବନ୍ଧକ । ଏହା ସହ ପୂର୍ବତଟ ରେଳପଥ ପକ୍ଷରୁ ୫୨ଟି…
Read More...

ଓଡିଶା ଗସ୍ତରେ ଆସୁଛନ୍ତି ମୋଦି : ବାଲେଶ୍ୱରରେ ସାଧାରଣ ସଭାରେ ଦେବେ ଉଦବୋଧନ

ବାଲେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ରରେ ଏନଡିଏ ସରକାରଙ୍କ ବିକାଶ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ । ଗତ ୨ ବର୍ଷରେ ସରକାରଙ୍କ ସଫଳତା ନେଇ ସେ ଆଜିର ଏହି ସାଧାରଣ ସଭାରେ ମୋଦି ବକ୍ତବ୍ୟ ରଖିବେ । ତାଙ୍କ ସରକାରର ୨ ବର୍ଷ ପୂର୍ତି…
Read More...

ମହଙ୍ଗା ପଡିଲା ଠକେଇ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହଙ୍ଗା ପଡିଲା ଠକେଇ ö ଗିରଫ ହେଲେ ଏୟାର ଓଡିଶାର ନିର୍ଦେଶକ ସନ୍ତୋଷ ପାଣି । ଠକେଇ ଅଭିଯୋଗରେ ଭୁବନେଶ୍ୱର ଖଣ୍ଡଗିରି ପୁଲିସ୍ ସନ୍ତୋଷଙ୍କୁ ଗିରଫ କରିଛି । ଏୟାର ଓଡିଶାର ନିର୍ଦେଶକ ସନ୍ତୋଷ ପାଣିଙ୍କ ନାଁରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଥିଲେ…
Read More...

ଓଡିଶାର ଦାବି ରଖିଲା କେନ୍ଦ୍ର : ରାଜ୍ୟକୁ ମିଳିବ ୮୫ ପ୍ରତିଶତ ଚାଉଳ

କନକ ବ୍ୟୁରୋ : ଓଡିଶାର ଦାବି ରଖିଲା କେନ୍ଦ୍ର । ଏଣିକି ରାଜ୍ୟକୁ ମିଳିବ ଅଧିକ ପରିମାଣର ଚାଉଳ । ଗହମ ପରିମାଣ କମିବ । ଦାବି ମୁତାବକ ଓଡିଶାକୁ ୮୫ ପ୍ରତିଶତ ଚାଉଳ ଦିଆଯିବ ବୋଲି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ କହିଛି । ଏନେଇ କେନ୍ଦ୍ରରୁ ରାଜ୍ୟ ଖାଦ୍ୟ ଯୋଗାଣ ସଚିବଙ୍କୁ ଚିଠି ଲେଖି ଜଣାଇ…
Read More...

କେନ୍ଦ୍ରମନ୍ତ୍ରୀଙ୍କ ମୋଦି ଗୁଗଲି

ବାଲେଶ୍ୱର : ସାରା ସହରରେ ମୋଦି ମାନିଆ । ବିକାଶ ଉତ୍ସବ ପାଇଁ ଉତ୍ସବମୁଖର ବାଲେଶ୍ୱର । ସବୁଠି ପଦ୍ମଫୁଲ ଆଉ ଦଳୀୟ ପତାକାର ଭିଡ । ରାଜ୍ୟନେତା , କେନ୍ଦ୍ରମନ୍ତ୍ରୀ । କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତେ ଲସରପସର । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସାରା ଓଡିଶାବାସୀଙ୍କୁ ଶୁଣାଇବେ ସରକାରଙ୍କ…
Read More...

ହରିପ୍ରିୟାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଜେଇ-ଫାର୍ମାସୀ, ଆୟୁର୍ବେଦିକ୍ ଓ ହୋମିଓପାଥି ଷ୍ଟ୍ରିମରେ ଟପ୍ଟର ହୋଇଥିବା ସମ୍ବଲପୁରର ଗରିବ ମେଧାବୀ ଛାତ୍ରୀ ହରିପ୍ରିୟା ନାଏକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ଏକ ଲାପଟପ୍ ଉପହାର ଦେଇଛନ୍ତି । ହରିପ୍ରିୟାଙ୍କ ଉଚ୍ଚ ଶିକ୍ଷାର…
Read More...