ଘଟଣାରେ କିଛି ସତ୍ୟତା ଅଛି ବୋଲି ପପୁ ଗିରଫ ହୋଇଛନ୍ତି : ମୁନ୍ନା ଖାଁ

10

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଗିରଫ ହୋଇଛନ୍ତି ପପୁ ପମ୍ ପମ୍ । ତେବେ ପପୁଙ୍କ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ମୁନ୍ନା ଖାଁଙ୍କ । କହିଛନ୍ତି ତଥ୍ୟ ପ୍ରମାଣ ମିଳି ଥିବାରୁ ପପୁ ଗିରଫ ହୋଇଛନ୍ତି । ତେଣୁ ଘଟଣାରେ କିଛି ସତ୍ୟତା ଅଛି । ତେବେ ଯିଏ ଦୋଷୀ ସେ ଦଣ୍ଡ ପାଉ ବୋଲି ସେ କହିଛନ୍ତି । ଏହା ସହ କହିଛନ୍ତି ଯିଏ ଦୋଷୀ ସେ ଦଳରୁ ଓ ଇଣ୍ଡଷ୍ଟ୍ରିଜରୁ ବାହାରିଯିବା ସ୍ୱାଭାବିକ । ନ୍ୟାୟ ବ୍ୟବସ୍ଥା ଅନୁଯାୟୀ ହେବ ଦଣ୍ଡ ବ୍ୟବସ୍ଥା ବୋଲି କହିଛନ୍ତି ମୁନ୍ନା ଖାଁ  ।

ଏହା ସହ ପୁଲିସ୍ କବଜାରେ ପପୁ ପମ୍ ପମ୍

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.