ଘଟଣାରେ କିଛି ସତ୍ୟତା ଅଛି ବୋଲି ପପୁ ଗିରଫ ହୋଇଛନ୍ତି : ମୁନ୍ନା ଖାଁ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଗିରଫ ହୋଇଛନ୍ତି ପପୁ ପମ୍ ପମ୍ । ତେବେ ପପୁଙ୍କ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ମୁନ୍ନା ଖାଁଙ୍କ । କହିଛନ୍ତି ତଥ୍ୟ ପ୍ରମାଣ ମିଳି ଥିବାରୁ ପପୁ ଗିରଫ ହୋଇଛନ୍ତି । ତେଣୁ ଘଟଣାରେ କିଛି ସତ୍ୟତା ଅଛି । ତେବେ ଯିଏ ଦୋଷୀ ସେ ଦଣ୍ଡ ପାଉ ବୋଲି ସେ କହିଛନ୍ତି । ଏହା ସହ କହିଛନ୍ତି ଯିଏ ଦୋଷୀ ସେ ଦଳରୁ ଓ ଇଣ୍ଡଷ୍ଟ୍ରିଜରୁ ବାହାରିଯିବା ସ୍ୱାଭାବିକ । ନ୍ୟାୟ ବ୍ୟବସ୍ଥା ଅନୁଯାୟୀ ହେବ ଦଣ୍ଡ ବ୍ୟବସ୍ଥା ବୋଲି କହିଛନ୍ତି ମୁନ୍ନା ଖାଁ  ।

ଏହା ସହ ପୁଲିସ୍ କବଜାରେ ପପୁ ପମ୍ ପମ୍