Browsing Category

ନ୍ୟୁଜ୍

କଟକ ବୟାଳିଶ ମୌଜା ଗଣଦୁଷ୍କର୍ମକୁ ବିତିଲା ୮ ଦିନ : ପୋଲିସ ହାତରେ ଧରା ପଡୁନାହାଁନ୍ତି ୪ ବଳାତ୍କାରୀ

କଟକ : କଟକ ବୟାଳିଶମୌଜା ଗଣଧର୍ଷଣ ଘଟଣାରେ ପୁଲିସ ହାତ ଖାଲି । ଘଟଣାକୁ ୮ ଦିନ ବିତିଲାଣି । କିନ୍ତୁ ପୀଡିତାଙ୍କ ବୟାନ ପରେ ବି ଅଭିଯୁକ୍ତଙ୍କ ମିଳୁନି ଟେର । ସ୍ତ୍ରୀର ନ୍ୟାୟ ପାଇଁ ଏକାକୀ ଲଢୁଛି ସ୍ୱାମୀ । କଟକ ବୟାଳିଶ ମୌଜା ଝିଙ୍କିରିଆରେ ଲୁଟ ପରେ ମହିଳାଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ…
Read More...

ଛତିଶଗଡ ବିରୋଧରେ ରଣନୀତି ପାଇଁ କଂଗ୍ରେସ ଆଜି ଡକାଇଛି ସର୍ବଦଳୀୟ ବୈଠକ : ବିଜେପି ସାମିଲ ହେବ, ବିଜେଡିର ଅଗ୍ରାହ୍ୟ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଖୋଜିବା ପାଇଁ ଆଜି ରାଜ୍ୟ କଂଗ୍ରେସ ଡକାଇଛି ସର୍ବଦଳୀୟ ବୈଠକ । ଦିନ ୧୧ଟା ବେଳେ ଭୁବନେଶ୍ୱରସ୍ଥିତ ସ୍ୱସ୍ତି ପ୍ରିମିୟମରେ ଏହି ବୈଠକ ହେବ ବୋଲି ପୂର୍ବରୁ ବିରୋଧୀ ଦଳ ନେତା…
Read More...

ତେଜିଲା ମହାନଦୀର ମହାବିବାଦ : ରାଜ୍ୟର ବିଭିନ୍ନ ଷ୍ଟେସନରେ ଛତିଶଗଡ ଅଭିମୁଖେ ଯାଉଥିବା ମାଲଗାଡି ରୋକିବେ ବିଜେଡି କର୍ମୀ

କନକ ବ୍ୟୁରୋ : ମହାନଦୀ ମହାବିବାଦ ନେଇ ଆନ୍ଦୋଳନକୁ ଅଧିକ ଜୋରଦାର କରୁଛି ବିଜେଡି । ଓଡିଶାକୁ ଅନ୍ଧାରରେ ରଖି ମହାନଦୀ ଉପରମୁଣ୍ଡରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ ନିର୍ମାଣ କରୁଛି ଛତିଶଗଡ । ଏହାର ପ୍ରତିବାଦରେ ଆଜି ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ଛତିଶଗଡ ଅଭିମୁଖେ ଯାଉଥିବା ମାଲଗାଡିକୁ…
Read More...

ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ : ଆଠଗଡ ଗୁରୁଡିଝାଟିଆ ଷ୍ଟେସନରେ ରେଳରୋକ୍

କନକ ବ୍ୟୁରୋ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ । ଆଠଗଡ ଗୁରୁଡିଝାଟିଆ ଷ୍ଟେସନରେ ରେଳରୋକ୍ । ମାଲବାହୀ ଟ୍ରେନ୍ ଅଟଳାଇଲେ ବିଜେଡି କର୍ମୀ ।
Read More...

ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ବିରୋଧ : କୋରାପୁଟରେ ୧୨ ଘଂଟିଆ ବନ୍ଦ ପାଳନ

କନକ ବ୍ୟୁରୋ : ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ବିରୋଧ। କୋରାପୁଟରେ ୧୨ ଘଂଟିଆ ବନ୍ଦ ପାଳନ। ସୁରକ୍ଷା ମଂଚ ତରଫରୁ ୧୨ ଘଂଟିଆ ବନ୍ଦ ପାଳନ।
Read More...

କଂଗ୍ରେସ୍ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ : ଟ୍ୱିଟ୍ କରି ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : କଂଗ୍ରେସ୍ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ଅଛନ୍ତି । ଟ୍ୱିଟ୍ କରି ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Read More...

ଅଗେ ମାଟି ତାପରେ ପାର୍ଟି : ଦାମ ରାଉତ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ବିବାଦକୁ ନେଇ ସର୍ବଦଳୀୟ ବୈଠକ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । କହିଛନ୍ତି ଆଲୋଚନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାର ସବୁବେଳେ ଖୋଲା ରହିଛି । କାରଣ ଆଗେ ମାଟି ତାପରେ ପାର୍ଟି । ତେବେ ବିରୋଧୀ…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୪ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ବଜ୍ରାଘାତର ବିତ୍ପାତ । ପୁଣି ପ୍ରାଣନେଲା ବିଜୁଳି । ଆଜି ସନ୍ଧ୍ୟାରେ ପୁଣି ବଜ୍ରାଘାତର ଚଡକ ପଡିଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ଜଗତସିଂହପୁର, ଆଠଗଡ, ବଲାଙ୍ଗିର ଓ ରାଜଧାନୀ ଭୁବନେଶ୍ୱରରେ ୪ ଜଣଙ୍କ ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଛି । ତେବେ…
Read More...

୭ ଦିନ ପରେ ବି ବୟାଳିଶି ମୌଜା ଗଣଧର୍ଷଣ ଘଟଣାରେ ପୁଲିସ୍ ହାତ ଖାଲି : ନ୍ୟାୟ ପାଇଁ ଏକାକୀ ଲଢୁଛି ସ୍ୱାମୀ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ କଟକ ବୟାଳିଶି ମୌଜା ଗଣଧର୍ଷଣ ଘଟଣାରେ ପୁଲିସ ହାତ ଖାଲି । ପୀଡିତାଙ୍କ ବୟାନ ପରେ ବି ଅଭିଯୁକ୍ତଙ୍କ ମିଳୁନି ଟେର । ଆଉ ସ୍ତ୍ରୀର ନ୍ୟାୟ ପାଇଁ ଏକାକୀ ଲଢୁଛି ସ୍ୱାମୀ । କଟକ ବୟାଳିଶି ମୌଜା ଝିଙ୍କିରିଆରେ ଲୁଟ ପରେ ମହିଳାଙ୍କୁ…
Read More...

ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ କଲା କମିଶନରେଟ ପୁଲିସ୍

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା। ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ । ମାମଲା ରୁଜୁ କଲା କମିଶନରେଟ ପୁଲିସ୍ । ଆଇପିସି ଦଫା ୩୦୯ରେ ମାମଲା ରୁଜୁ ।
Read More...