Browsing Category

ନ୍ୟୁଜ୍

ନିଖୋଜ ନାୟକ ବୁଦ୍ଧିଆ ! ହଜି ଯାଇଛି ନା ଲୁଚା ଯାଇଛି . . .

କନକ ବ୍ୟୁରୋ : ବୁଦ୍ଧିଆ ପଳାତକ ନୁହେଁ । ସେ ଜନ୍ମ ହୋଇଛି ଦୌଡିବାକୁ । ଦୌଡି ଦୌଡି ପୁଣି ଫେରି ଆସିବ । ନିର୍ଦେଶକ ସୌମେନ୍ଦ୍ର ପାଢୀଙ୍କ ଏ ଦୁଇ ପଦ କଥା ଯେମିତି ବୁଦ୍ଧିଆ ସିଂ ନିଖୋଜ ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି । ତେବେ କଣ ସେ ଜାଣିଛନ୍ତି କି ବୁଦ୍ଧିଆ ସିଂ କେଉଁଠି ଅଛି । ନା ନିଜ…
Read More...

ବାଲିଗୁଡା ଏନକାଉଂଟରରେ ମୃତ ପରିବାରର ସଦସ୍ୟଙ୍କ ମଧ୍ୟରୁ ଜଣକୁ ମିଳିବ ସରକାରୀ ଚାକିରି : ମୁଖ୍ୟମନ୍ତ୍ରୀ

କନ୍ଧମାଳ : ବାଲିଗୁଡା ଏନକାଉଂଟରରେ ମୃତ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକୁ ମିଳିବ ସରକାରୀ ଚାକିରି ।ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମୃତ ପରିବାରଙ୍କୁ ସାମାଜିକ ଯୋଜନାରେ ସୁବିଧା ମିଳିବ ବୋଲି କjଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ପ୍ରତିପରିବାକୁ ୫ ଲକ୍ଷ ଟଙ୍କାର…
Read More...

ବାଲିଗୁଡା ଫେକ୍ ଏନକାଉଂଟର ଘଟଣା : ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ : ବାଲିଗୁଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣଙ୍କ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପ୍ରତି ପରିବାକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଏହା ସହ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ…
Read More...

ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ : ସୁରେଶ ପୂଜାରୀ

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ରାସନକାର୍ଡ ବଂଟନ କରିବା ପରିବର୍ତେ ଅଯୋଗ୍ୟ ହାତିଧିକାରୀଙ୍କୁ ଗିରଫ କରାଯାଉଛି । ଏଥିପାଇଁ ନବୀନ ସରକାରଙ୍କୁ କଡା ସମାଲୋଚନା…
Read More...

ବରଗଡ ଅପମାନର ମୁମ୍ବାଇରେ ଜବାବ : ଅଶୋକ ପଣ୍ଡା ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିଜେପିର କଳା ପତାକା ପ୍ରଦର୍ଶନ

କନକ ବ୍ୟୁରୋ : ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାର ଜବାବ ମୁମ୍ବାଇରେ ଦେଇଛି ବିଜେପି । ବିଜୁ ଜନ୍ମ ଶତ ବାର୍ଷିକୀ ଉତ୍ସବରେ ଯୋଗ ଦେବାକୁ ମୁମ୍ବାଇ ଓଡିଶା ଭବନ ଯାଇଥିବା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ପ୍ରବଳ…
Read More...

ଭୁବନେଶ୍ୱରରେ ୪ ଫୁଟ ମାଟିତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୪ ଫୁଟ ମାଟିତଳୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ଭୁବନେଶ୍ୱର ସୈନିକ ସ୍କୁଲ ନିକଟସ୍ଥ ଧିରକୁଟି ବସ୍ତିରୁ କମିଶନରେଟ ପୁଲିସ୍ ଏହି ମୃତଦେହ ଉଦ୍ଧାର କରିଛି । ତେବେ ପରକୀୟା ପ୍ରୀତି ଯୋଗୁଁ ଯୁବକଙ୍କୁ ହତ୍ୟା କରି ମାଟିତଳେ ପୋତି ଦିଆଯାଇଥିବା ସନ୍ଦେହ…
Read More...

ଶ୍ରୀକ୍ଷେତ୍ର ଗୁଣ୍ଡିଚା ମନ୍ଦିର ଚଳଚଂଚଳ : ଜନ୍ମବେଦୀରେ ଶ୍ରୀଜିଉ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀକ୍ଷେତ୍ର ଗୁଣ୍ଡିଚା ମନ୍ଦିର ଚଳଚଂଚଳ । ଜନ୍ମବେଦୀରେ ଶ୍ରୀଜିଉ । ରଥଯାତ୍ରାରେ ଶ୍ରୀମନ୍ଦିରରୁ ଆସିବା ପରେ ତିନିଠାକୁର ପହଣ୍ଡି ବିଜେକରି ଆଡପ ମଣ୍ଡପରେ ଅବସ୍ଥାନ କରିଛନ୍ତି । ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି…
Read More...

ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ : ଭୁବନେଶ୍ୱରରେ ବସିଥିବା ଏଏସଆଇ ଡିଜିଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ଭୁବନେଶ୍ୱରରେ ବସିଥିଲା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଏଏସଆଇ ଡିଜି ରାକେଶ ତିୱାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଏସଆଇ ଯୁଗ୍ମ ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । ସେହିପରି…
Read More...

ନନ୍ଦିଘୋଷ ରଥରେ ଯୁବତୀ ଚଢିବା ଘଟଣା : ସିସିଟିଭି ଫୁଟେଜ୍ ଯାଂଚ ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ…

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନନ୍ଦିଘୋଷ ରଥରେ ଯୁବତୀ ଚଢିବା ଘଟଣା । ସିସିଟିଭି ଫୁଟେଜ୍ ଯାଂଚ କରାଯିବ । ଯାଂଚ ପରେ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଦେଲେ ସୂଚନା ।
Read More...

ବନ୍ଧୁକ ମୁନରେ ଲୁଟ : ବନ୍ଧୁକ ଦେଖାଇ ୬ ଜଣ ଦୁର୍ବୃତ ଲୁଟି ନେଲେ ୨ କୋଟିରୁ ଅଧିକ ଟଙ୍କା

ରାଉରକେଲା ବ୍ୟୁରୋ , କନକ ନ୍ୟୁଜ୍ : ବନ୍ଧୁକ ମୁନରେ ଲୁଟ । ବନ୍ଧୁକ ଦେଖାଇ ୬ ଜଣ ଦୁର୍ବୃତ ଲୁଟି ନେଲେ ୨ କୋଟିରୁ ଅଧିକ ଟଙ୍କା । ରାଉରକେଲା ତ୍ରିବେଣୀ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ରହିଛି ଇଣ୍ଡିଆନ୍ ଇନଫୋଲାଇନ ସଂସ୍ଥା । ଗତକାଲି ଦୁର୍ବୃତ ମାନେ ସଂସ୍ଥାର ମ୍ୟାନେଜର୍ ଓ କର୍ମଚାରୀଙ୍କୁ…
Read More...