Browsing Category

ନ୍ୟୁଜ୍

ସ୍ୱାମୀଙ୍କ ପ୍ରେମକୁ ନେଇ ମହିଳା ସରପଂଚଙ୍କ ଘରେ ଭଙ୍ଗାରୁଜା

କଳାହାଣ୍ଡି : ମହିଳା ସରପଂଚଙ୍କ ଘରେ ନିଆଁ ଲଗାଇଦେଲେ ଗ୍ରାମବାସୀ । ଏମିତି କି ଲୋକଙ୍କ ରାଗରୁ ବର୍ତି ନାହାନ୍ତି ପୁଲିସ । ଏକ ଆଦିବାସୀ ଝିଅକୁ ସରପଂଚଙ୍କ ସ୍ୱାମୀ ପ୍ରେମ କରିବାରୁ ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଦୁଣଗରିପଦର ଗାଁରେ । କିଛି ଦିନ ତଳେ ଥୁଆପଦର ପଞ୍ଚାୟତର…
Read More...

ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନର ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ଷ ୨୦୧୬/୨୦୧୭ ପାଇଁ ଏହି ପ୍ରକ୍ରିୟା ଗତ ଶନିବାରରୁ ଆରମ୍ଭ ହୋଇଛି । ଏହି ଟେଣ୍ଡରର ଅଟଳଳ ବ୍ୟୟ ମୂଲ୍ୟ ୨୩୯କୋଟି ରହିବ । ୪୨୬ ପ୍ରକାରର ଔଷଧ ପାଇଁ ଏହି ଟେଣ୍ଡର ପ୍ରକ୍ରିୟା…
Read More...

ରାମ୍ପ ସୋ’ରେ ଅପରାଜିତା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୀବନ ଯୁଦ୍ଧରେ ହାରିନଥିବା ମହିଳାଙ୍କ ରାମ୍ପ ସୋ । କ୍ୟାନସର ଭଳି ମାରାତ୍ମକ ରୋଗକୁ ପଛରେ ପକାଇଥିବା ମହିଳାଙ୍କ ପାଇଁ ନିଆରା ସୋ । ଯେଉଁଥିରେ ସାମିଲ ହୋଇ ଫାଇଟ୍ ଏଗେଂଷ୍ଟ କ୍ୟାନସର ବାର୍ତା ଦେଇଛନ୍ତି ଏହି କ୍ୟାନସର ପୀଡିତା ମାନେ । ଏମାନଙ୍କ ମଧ୍ୟରୁ…
Read More...

କେନ୍ଦୁଝରରେ ୨୨ ଜଣ ପଂଚାୟତ ସମିିତି ସଭ୍ୟଙ୍କ ସମୂହ ଇସ୍ତଫା

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ବ୍ଲକର ୨୨ ଜଣ ପଂଚାୟତ ସମିିତି ସଭ୍ୟ ଆଜି ସମୂହ ଇସ୍ତଫା ଦେଇଛନ୍ତି । ବ୍ଲକରେ ସମୁଦାୟ ୨୩ ଜଣ ସମିତି ସଦସ୍ୟଙ୍କୁ ମଧ୍ୟରୁ ୨୨ ଜଣ ସଦସ୍ୟ ବିଡିଓଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଚମ୍ପୁଆ ବ୍ଲକର ବିଡିଓଙ୍କ ମନମୁଖି କାର୍ଯ୍ୟର ପ୍ରତିବାଦ କରି ବ୍ଲକ…
Read More...

ଜୁନ୍୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଜୁନ୍ ପହିଲାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି । ପୁସ୍ତିକା ତିଆରି ଶେଷ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କେନ୍ଦ୍ର ମାନବ ସମ୍ବଳ ବିକାଶ…
Read More...

ଦୁଇ ଦଇତାପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦଇତାପତି ନିଯୋଗର ଚିଠି

ପୁରୀ ବ୍ୟୁରୋ,କନକ ନ୍ୟୁଜ୍ : ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ । ନିଲମ୍ବିତ ଦଇତାପତିଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଆଗକୁ ଆସିଲା ଦଇତାପତି ନିଯୋଗ । ୨ ଦଇତାଙ୍କ ନିଲମ୍ବନ ପ୍ରତ୍ୟାହର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଦଇତାପତି ନିଯୋଗ । ସ୍ନାନପୂର୍ଣ୍ଣିମା…
Read More...

ସାରଥୀଙ୍କ ଭାଇ ଦେବେନ୍ଦ୍ର ରାଉଳଙ୍କୁ ଇଡିର ମାରାଥନ୍ ଜେରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିବାଦୀୟ ସାରଥୀ ବାବାଙ୍କ ଅର୍ଥ କାରବାରର ପର୍ଦ୍ଦାଫାଶ କରିବାକୁ ଅଂଟା ଭିଡିଲା ଇଡି । ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଭାଇ ଦେବେନ୍ଦ୍ର ରାଉଳଙ୍କୁ ଘଂଟା ଘଂଟା ଧରି ଜେରା କରିଛି ପ୍ରବର୍ତନ ନିର୍ଦେଶାଳୟ । ପାଖାପାଖି ୩ ଘଂଟା ଧରି ଜେରା ହୋଇଛି । ସତ୍ୟମ…
Read More...

ଏନଆଇଟି ସିକ୍ୟୁରିଟି ଅଫିସରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ପୀଡିତାଙ୍କ ବୟାନ ରେକର୍ଡ

ରାଉରକେଲା : ଏନଆଇଟିର ବିବାଦୀୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ପାଇଁ ବଢିଲା ଅଡୁଆ । ଏବେ ତାଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଥିବା ବେଳେ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳା ସୁରକ୍ଷା କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି । ସିଆରପିସିର ୧୬୧ ଧାରାରେ ସେକ୍ଟର ୩…
Read More...

ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ୩ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ୩ ପୁରୁଖା ନେତା । ବିଧାନସଭା ରିଟର୍ଣିଂ ଅଫିସରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଏନ.ଭାସ୍କର ରାଓ । ପ୍ରଥମେ…
Read More...

ପ୍ରକାଶପାଇଲା ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆସିଲା ଓଜେଇଇ ପରୀକ୍ଷାଫଳ । ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମକୁ ଛାଡି ଅନ୍ୟ ସମସ୍ତ ପାଠ୍ୟକ୍ରମର ଓଜେଇଇ ପରୀକ୍ଷାଫଳ ଘୋଷଣା କରାଯାଇଛି । ଏମବିଏ, ଏମସିଏ, ଫାମାର୍ସି ଓ ଲାଟେରାଲ ଏଂଟ୍ରି ପରୀକ୍ଷାଫଳ ପ୍ରକାଶ ପାଇଛି । ଡବ୍ଳ୍ୟୁ ଡବ୍ଳ୍ୟୁ ଡବ୍ଲ୍ୟୁ ଡଟ୍…
Read More...